ବିଧାନସଭା ସମ୍ମୁଖରେ ଆତ୍ମାହୁତି ଧମକ ଦେଲେ ଦମ୍ପତି: ଚିକିତ୍ସା ପାଇଁ ଏସ୍ସିବିରେ ଭର୍ତ୍ତି ହେଲା ଶିଶୁ
ବିରଳ ରୋଗରେ ପୀଡ଼ିତ ନିଜ ଝିଅର ଚିକିତ୍ସା ହୋଇ ପାରୁ ନଥିବାରୁ ଏଥିରେ ଅତିଷ୍ଠ ହୋଇ ଆଜି ବୌଦ୍ଧ ଜିଲ୍ଲାର ଏକ ଦମ୍ପତି ବିଧାନସଭା ସମ୍ମୁଖରେ ଆତ୍ମାହୁତି ଧମକ ଦେଇଥିଲେ। ପୁଲିସ ସେମାନଙ୍କୁ ଉଦ୍ଧାର କରି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ନେଇଥିଲା। ପରେ ଶିଶୁକୁ କଟକ ଏସିସିବି…