ଏ ବର୍ଷ ୧୦ ଦିନ ଖରାଛୁଟି
ଜୁନ୍ ୬ ରୁ ୧୬ ସ୍କୁଲରେ ଖରା ଛୁଟି। ପାଠପଢା ପାଇଁ ସ୍କୁଲ ଖରାଛୁଟିରେ କାଣ୍ଟଛାଣ୍ଟ କରାଯାଇଛି। ତେବେ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସକାଳୁଆ ସ୍କୁଲ ଚାଲୁ ରହିବ। ସକାଳୁଆ ସ୍କୁଲ ପାଇଁ ସମୟ ସାରଣୀରେ ପରିବର୍ତ୍ତନ କରାଯାଇଛି। ମେ ପହିଲାରୁ ଜୁନ୍ ୫ ପର୍ଯ୍ୟନ୍ତ ସକାଳ ୬ଟାରୁ ୯ଟା ଯାଏଁ!-->…
