Odia News Portal
Browsing Tag

sura routray

କରୋନାରୁ ସୁସ୍ଥ ହେଲେ ସୁର ରାଉତରାୟ

ସ୍ୱାଧିକାର ନ୍ୟୁଜ : କରୋନାରୁ ମୁକ୍ତ ହେଲେ କଂଗ୍ରେସ ବିଧାୟକ ସୁର ରାଉତରାୟ । ଆଜି ସୁରଙ୍କ କରୋନା ରିପୋର୍ଟ ନେଗେଟିଭ୍ ଆସିବା ପରେ ସେ ସମସ୍ତଙ୍କୁ ସାଟିଫିକେଟ୍ ଦେଖାଇଛନ୍ତି । କରୋନରୁ ମୁକ୍ତ ହେବା ପରେ ଖୁସି ଜାହିର କରିଛନ୍ତି ସୁର । କହିଛନ୍ତି ସଂଗରୋଧରେ ରହିବା ଜେଲରେ ରହିବା ସହ ସମାନ…

ପ୍ରେମରେ ପଡ଼ିଲେ ସୁର, ଭାଇରାଲ ହେଉଛି ଭିଡିଓ

ଭୁବନେଶ୍ୱର: କଂଗ୍ରେସର ବରିଷ୍ଠ ନେତା ତଥା ଜଟଣୀ ବିଧାୟକ ସୁର ରାଉତରାୟଙ୍କ ଗୋଟିଏ ପଦ କଥା ସମସ୍ତଙ୍କ ମନକୁ ଛୁଇଁଥାଏ । ସେ କଟାକ୍ଷ କରନ୍ତୁ ବା ପ୍ରଂଶସା, ତାଙ୍କ କଥା କହିବାର ଶୈଳୀ ମ୍ସ୍ ଓଡ଼ିଶାବାସୀଙ୍କ ମନକୁ ମୋହିଥାଏ । ତେବେ ସୁରଙ୍କ ଏକ ଗୀତ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ…

ସୁରଙ୍କ ହାତରେ ରାକ୍ଷୀ ବାନ୍ଧିଲେ ରାନୀ ପଣ୍ଡା

ଭୁବନେଶ୍ୱର: ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ କଂଗ୍ରେସର ବରିଷ୍ଠ ନେତା ସୁର ରାଉତରାୟଙ୍କୁ ରାକ୍ଷୀ ବାନ୍ଧିଛନ୍ତି ରାନୀ ପଣ୍ଡା । ମିଠା ଖୁଆଇ ରାକ୍ଷୀ ବାନ୍ଧିବା ସହ ଆଶୀର୍ବାଦ ନେଇଛନ୍ତି ରାନୀ । ତେବେ ଉଭୟ ସବୁବେଳେ ଚର୍ଚ୍ଚାରେ ରହୁଥିବାରୁ ସେମାନଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ…

ଡଙ୍ଗାରେ ସୁର ରାଉତରାୟ

ଭୁବନେଶ୍ୱର() ଜଟଣୀ ବ୍ଲକର ପଧାନସାହି ଗ୍ରାମ ପଞ୍ଚାୟତର କୁହା, ବୋତଣ୍ଡା, ଜାମୁକୋଳି ପଂଚାୟତର ପାଂଚଗାଁ, ବରକୁଦା ପାଣି ଘେରରେ ଥିବାବେଳେ ସେହିପରି କନ୍ତିଆ, ବୁଡ଼ାପଡ଼ା, ବେଣାପରି ପଂଚାୟତର ବୁଡ଼ାଙ୍ଗରା, ପାଣ୍ଡିଆବଲ୍ଲିରିର ଲୋକମାନେ ଜଳଘେର ଭିତରେ ଅଛନ୍ତି । ଖୋର୍ଦ୍ଧା ଜିଲ୍ଲା ହଳଦିଆ…

କଂଗ୍ରେସର ବିଶୃଙ୍ଖଳା କଥା ଏଆଇସିସିକୁ କହିବି

ଭୁବନେଶ୍ୱର()  ରାଜ୍ୟ କଂଗ୍ରେସରେ ଗତ କିଛି ଦିନ ଧରି ସଂଗଠନକୁ ନେଇ ଦଳ ଭିତରେ ଅସନ୍ତୋଷ ଦେଖାଦେଇଛି ।  କଂଗ୍ରେସ ସଂଗଠନ ଦୁର୍ବଳ ହୋଇପଡ଼ୁଥିବାରୁ ଦଳର କେତେକ ନେତା ଗତକାଲି ବରିଷ୍ଠ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ଘରେ ବୈଠକ ଡାକି ମେଳି କରିଥିଲେ ।  ତେବେ ପିସିସି…

ଆମେ ଭାଇ ଭାଇ ଭିତରେ ଖୁମ୍ପାଖୁମ୍ପି ହୋଇଛୁ

ଭୁବନେଶ୍ୱର() ଆମେ ଭାଇ ଭାଇ ଭିତରେ ଖୁମ୍ପାଖୁମ୍ପି ହୋଇଛୁ । ଭାଇ ଭାଇ ଭିତରେ ବଚସା । ଆଜି ସକାଳୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଘରେ ଦୁଇ ପକ୍ଷଙ୍କୁ ନେଇ ମିଳାମିଶା ସରିଛି । ଯିଏ ବିଶୃଙ୍ଖଳା କରିବ, ତା’ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବୁ ବୋଲି କହିଛନ୍ତି ବରିଷ୍ଠ…

ମାସ୍କ ନପିନ୍ଧି ଅଡୁଆରେ କଂଗ୍ରେସ ବିଧାୟକ

ଭୁବନେଶ୍ୱର() କରେନା ମୁକାବିଲା ପାଇଁ ରାଜ୍ୟରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ମାସ୍କନପିନ୍ଧିଲେ ପ୍ରଥମ ୩ ଥର ୨୦୦ ଓ ପରେ ୫୦୦ ଟଙ୍କା ଫାଇନ ଆଦାୟ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ । ଗତ ଦୁଇ ଦିନ ତଳୁ ଏହାକୁ ବାଧ୍ୟତାମୂଳକ କରାଯାଇଥିଲେ ହେଁ ଆଜିଠୁ ଫାଇନ ଆଦାୟ…

ଲୋକଙ୍କ ଉପରେ ପୋଲିସ ଓ ଆରଟିଓ କର୍ମଚାରୀଙ୍କ ଅତ୍ୟାଚାର ହେଉଛି

ଭୁବନେଶ୍ୱର() ମାର୍ଚ୍ଚ ୧ରୁ ସାରା ରାଜ୍ୟରେ ନୂଆ ଟ୍ରାଫିକ୍ ନିୟମ କଡାକଡି ଭାବେ ପାଳନ କରାଯାଉଛି । କିନ୍ତୁ ନୂଆ ନିୟମ ଓ କଟକଣାକୁ ବିରୋଧ କରିଛି କଂଗ୍ରେସ । ଏହା ବିରୋଧରେ କଂଗ୍ରେସ ରାଜ୍ୟବ୍ୟାପୀ ଆନ୍ଦୋଳନର ଚେତାବନୀ ଦେଇଛି । ଏନେଇ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ବିଧାୟକ…