Latest ମାନବିକତାର ପ୍ରକୃତ ଧର୍ମ ନିଭାଇଲେ ନବୀନ swadhikarnews May 28, 2021 0 ଜାତୀୟ ବିପତ୍ତିରେ ବାତ୍ୟା ସାହାଯ୍ୟ ମାଗି ଦେଶର ବୋଝ ବଢାଇବାକୁ ଚାହେଁନି ଓଡିଶା,
Latest ଓଡିଶାକୁ ୫୦୦ କୋଟିର ସହାୟତା ଘୋଷଣା swadhikarnews May 28, 2021 0 .ବାତ୍ୟା ୟାସ୍ ପାଇଁ ମୋଟ୍ ହଜାରେ କୋଟି ଟଙ୍କା ସହାୟତା ଘୋଷଣା କଲେ ପ୍ରଧାନମନ୍ତ୍ରୀ .ମୃତକଙ୍କ ପରିବାରକୁ ମିଳିବ ୨ ଲକ୍ଷ ଟଙ୍କା . ମୁଖ୍ୟମନ୍ତ୍ରୀ ୨ଟି ଦୀର୍ଘସୂତ୍ରୀ ବ୍ୟବସ୍ଥା ଦାବି କଲେ
Latest କର୍ମଜୀବୀ ସାମ୍ବାଦିକଙ୍କୁ ଅନୁକମ୍ପା ରାଶି ଓ ଅ।ର୍ଥିକ ସହାୟତା ପ୍ରଦାନ swadhikarnews May 28, 2021 0 ଭୁବନେଶ୍ୱର : ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ୭ ଜଣ କର୍ମଜୀବୀ ସାମ୍ବାଦିକଙ୍କୁ ସାମ୍ବାଦିକ କଲ୍ୟାଣ ପାଣ୍ଠିରୁ ଭିନ୍ନ ଭିନ୍ନ କାରଣ ପାଇଁ ଅନୁକମ୍ପା ରାଶି ଓ ଅ।ର୍ଥିକ ସହାୟତା ବାବଦକୁ ୫୫ ଲକ୍ଷ ୫୦ ହଜାର ଟଙ୍କା ପ୍ରଦାନ କରିଛନ୍ତି । ସେଥି!-->…
Latest ଗଞ୍ଜାମ ଜିଲ୍ଲାରେ ୭୩୫୮ କୃଷ୍ଣସାର ମୃଗ swadhikarnews May 28, 2021 0 , ଦକ୍ଷିଣ ଘୁମୁସର ବନଖଣ୍ଡରେ ୪୪୮୩ ମୃଗ ।
Latest କୋଭିଡ ସଂକ୍ରମିତ ନକ୍ସଲ୍ ମୃତ, ନାଟକୀୟ ଢଙ୍ଗରେ ୩ ଗିରଫ swadhikarnews May 28, 2021 0 ମାଲକାନଗିରି : ଏବେ ଯବାନଙ୍କ ଗୁଳିମାଡକୁ ଭୟ କରୁନାହାଁନ୍ତି ମାଓବାଦୀ । କାହିଁକି ନା ସେମାନଙ୍କୁ ଗୁଳିମାଡ ନୁହେଁ ବରଂ କରୋନା ଭାଇରସ୍ କରୁଛି ଏନ୍କାଉଣ୍ଟର । ସତ ପ୍ରମାଣିତ ହେଲା ଓଡିଶା ଓ ଛତିଶଗଡ ରାଜ୍ୟ ପୋଲିସର ସୂଚନା । ମାଓ କ୍ୟାମ୍ପରେ ଆତଙ୍କ ଖେଳାଇଛି କରୋନା ସଂକ୍ରମଣ ।ଆଜି!-->…
Latest ସୁଶାନ୍ତ ସିଂ ରାଜପୁତ ଡ୍ରଗ୍ସ ମାମଲା: ସିଦ୍ଧାର୍ଥ ପିଥାନି ଗିରଫ swadhikarnews May 28, 2021 0 ନୂଆଦିଲ୍ଲୀ: ଏକ ପ୍ରମୁଖ କାର୍ଯ୍ୟାନୁଷ୍ଠାନକ୍ରମେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଶୁକ୍ରବାର ଦିନ ଡ୍ରଗ୍ସ ମାମଲାରେ ବଲିଉଡର ସ୍ୱର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଫ୍ଲାଟମେଟ ସିଦ୍ଧାର୍ଥ ପିଥାନିଙ୍କୁ ଗିରଫ କରିଛି। ଏନସିବି ଅଧିକାରୀ କହିଛନ୍ତି ଯେ, ହାଇଦ୍ରାବାଦରୁ!-->…
Latest ୟାସ୍ ଯୋଗୁଁ ଇସ୍ପାତ କିମ୍ବା ଅମ୍ଳଜାନ ଉତ୍ପାଦନ ବାଧାପ୍ରାପ୍ତ ହୋଇନାହିଁ swadhikarnews May 28, 2021 0 ନୂଆଦିଲ୍ଲୀ : ସାମୁଦ୍ରିକ ଝଡ ୟାସର ସମ୍ଭାବ୍ୟ ପ୍ରଭାବକୁ ଦୃଷ୍ଟିରେ ରଖି ଗତ ୨୩ ତାରିଖ ଦିନ ଶିଳ୍ପ ଏବଂ ଆଭ୍ୟନ୍ତରୀଣ ବାଣିଜ୍ୟ ଉନ୍ନୟନ ବିଭାଗ ଓ ଇସ୍ପାତ ମନ୍ତ୍ରଣାଳୟ ଅଧୀନରେ ଥିବା ଇସ୍ପାତ ଉତ୍ପାଦନକାରୀ ପ୍ରତିଷ୍ଠାନଗୁଡିକ ସହିତ ମନ୍ତ୍ରଣାଳୟର ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ।!-->…
Latest ବାତ୍ୟା ପରେ ସଂକ୍ରମଣ ଚିନ୍ତା swadhikarnews May 28, 2021 0 .୧୨ ଜିଲ୍ଲାର ଜିଲ୍ଲାପାଳଙ୍କୁ ସ୍ୱାସ୍ଥ୍ୟ ବିଭାଗର ଚିଠି .ବାତ୍ୟା ଆଶ୍ରୟସ୍ଥଳ ଫେରନ୍ତାଙ୍କ ଉପରେ ରହିବ ନଜର
Latest ପୁନର୍ଗଠନ ଓ ପୁନରୁଦ୍ଧାର ପ୍ରକ୍ରିୟାକୁ ନବୀନଙ୍କ ଗୁରୁତ୍ୱ swadhikarnews May 28, 2021 0 ଭୁବନେଶ୍ୱର : ୭ ଦିନ ମଧ୍ୟରେ ବାତ୍ୟା ପ୍ରଭାବିତ ଜିଲ୍ଲା ଗୁଡିକରେ ଭାଙ୍ଗି ଯାଇଥିବା ଘର ଗୁଡିକ ସଂପର୍କରେ ଆକଳନ କରି ରିପୋର୍ଟ ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ନିଦେ୍ର୍ଦଶ ଦେଇଛନ୍ତି । ସେହିପରି ବୈତରଣୀ ନଦୀର ତଳ ଅଂଚଳରେ ବନ୍ୟା ଆସିବାର ସମ୍ଭାବନା ଥିବାରୁ ପ୍ରଶାସନ ସତର୍କ ଦୃଷ୍ଟି!-->…
Latest ‘ୟାସ’ କ୍ଷୟକ୍ଷତି ପ୍ରାଥମିକ ରିପୋର୍ଟ ମାଗିଲେ କୃଷି ମନ୍ତ୍ରୀ swadhikarnews May 27, 2021 0 ଭୁବନେଶ୍ୱର : ବାତ୍ୟା "ୟାସ୍’ ପ୍ରଭାବିତ ଜିଲ୍ଲାଗୁଡ଼ିକରେ କୃଷି ଓ ଅ।ନୁଷଙ୍ଗିକ କୃଷି କ୍ଷେତ୍ରରେ ହୋଇଥିବା କ୍ଷୟକ୍ଷତିର ଅ।କଳନ କରି ଏକ ପ୍ରାଥମିକ ରିପୋର୍ଟ ତୁରନ୍ତ ପ୍ରଦାନ କରିବା ପାଇଁ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ!-->…