Odia News Portal
Browsing Tag

swadhikar news latest odia news

ଟିକା ପାଇଁ ବିଶ୍ୱସ୍ତରୀୟ ଇ-ଟେଣ୍ଡର ଜାରି

ଭୁବନେଶ୍ବର: ରାଜ୍ୟ ଔଷଧ ନିଗମ କରୋନା ଟିକା ଯୋଗାଣ ପାଇଁ ଯୋଗ୍ୟ ବିଡରଙ୍କ ଠାରୁ ଇ-ଟେଣ୍ଡର ପୋର୍ଟାଲ୍ (https://tendersodisha.gov.in) ମାଧ୍ୟମରେ ୩ କୋଟି ୮୦ ଲକ୍ଷ ଡୋଜ୍‌ ଟିକା କିଣିବା ଲାଗି ଅନଲାଇନ୍ ଗ୍ଲୋବାଲ୍ ବିଡ୍ ଘୋଷଣା କରିଛି । ବିଡିଂ ପ୍ରକ୍ରିୟା ସହିତ ଜଡିତ ସମସ୍ତ ସୂଚନା…

କରୋନା କହରରେ ଗଡିଲା 15 ମୁଣ୍ଡ

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ବେଳେ କରୋନା ମୃତକଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୧୫ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୦୮୮କୁ ବୃଦ୍ଧି ପାଇଛି । ଏନେଇ…

ଆରଏସପିରୁ ଗଲାଣି ୩୮୪.୮୬ ଟନ ଅକ୍ସିଜେନ

ରାଉରକେଲା: ଦେଶକୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଛି ଓଡ଼ିଶା। ଓଡ଼ିଶାର ରାଉରକେଲା ଷ୍ଟିଲ ପ୍ଲାଣ୍ଟରୁ ବିଭିନ୍ନ ରାଜ୍ୟକୁ ପଠାଯାଉଛି ତରଳ ମେଡିକାଲ ଅମ୍ଲଜାନ। ଏପର୍ଯ୍ୟନ୍ତ ଓଡ଼ିଶା ସମେତ ୭ଟି ରାଜ୍ୟକୁ ତରଳ ମେଡିକାଲ ଅମ୍ଲଜାନ ପଠାଇସାରିଛି ରାଉରକେଲା ଷ୍ଟିଲ ପ୍ଲାଣ୍ଟ। ଗତକାଲି ରାଉରକେଲା…

ଗ୍ରାମାଞ୍ଚଳ ବିଦ୍ୟୁତକରଣକୁ ଶକ୍ତିମନ୍ତ୍ରୀଙ୍କ ଗୁରୁତ୍ୱ

ଭୁବନେଶ୍ୱର : ଆଜି ଗ୍ରୀଡ଼କୋ ସମ୍ମିଳନୀ କକ୍ଷରେ ଶକ୍ତି ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ଅଧ୍ୟକ୍ଷତାରେ ଶକ୍ତି ବିଭାଗର ବିଭିନ୍ନ ଉନ୍ନୟନମୂଳକ ଯୋଜନା ଓ କାର୍ଯ୍ୟକ୍ରମଗୁଡ଼ିକର ଅଗ୍ରଗତି ନେଇ ସମୀକ୍ଷା କରାଯାଇଥିଲା। କ୍ୟାପଟେନ ମିଶ୍ର ଶକ୍ତି ବିଭାଗରେ 5-‘ଟି’ ଓ ‘ମୋ…

ଆଉ କିଛି ସମୟ ପରେ କ୍ୟାବିନେଟ

ଭୁବନେଶ୍ବର : ଆଉ କିଛି ସମୟ ପରେ ବସିବ ରାଜ୍ୟ କ୍ୟାବିନେଟ । ଆଜି ଦିନରେ ୧୨ଟାରେ ଏହି କ୍ୟାବିନେଟ ବୈଠକ ବସିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ । ମୁଖ୍ୟମନ୍ତ୍ରୀ ଭର୍ଚୁଆଲ ମାଧ୍ୟମରେ ଯୋଗଦେବେ । ପ୍ରାୟ ୧୧ରୁ ଅଧିକ ପ୍ରସ୍ତାବ ଉପରେ ଆଲୋଚନା ହେବାର…

ଋଣ ଛାଡ଼ ମାମଲାରେ ସୁପ୍ରିମକୋର୍ଟଙ୍କ ରାୟ

ନୂଆଦିଲ୍ଲୀ: କିଛିଦିନର ବ୍ୟବଧାନ ପରେ ସୁପ୍ରିମକୋର୍ଟ ଲୋନ ମୋରାଟୋରିୟମ ( ଋଣକିସ୍ତି ଛାଡ଼ ମହଲତ) ମାମଲାକୁ ନେଇ ରାୟ ପ୍ରକାଶ କରିଛନ୍ତି । ଏହି ରାୟରେ ସମସ୍ତ ପ୍ରକାରର ଋଣ ଛାଡ ନକରିବାକୁ କୋର୍ଟ ପ୍ରକାଶ କରିଛନ୍ତି। ଏହି ରାୟ ଆସିବା ପରେ ବ୍ୟାଙ୍କଗୁଡ଼ିକୁ ସାମାନ୍ୟ ଆଶ୍ୱସ୍ତି ମିଳିଛି ।…

ଟିକା ନେବାକୁ ଉତ୍ସାହିତ କଲେ ଡିଏମଇଟି

ଭୁବନେଶ୍ବର: କରୋନା ସଂକ୍ରମଣ ବଢ଼ୁଥିବାରୁ ଡିଏମଇଟି ଡାକ୍ତର ସିବିକେ ମହାନ୍ତି ଜନସାଧାରଣଙ୍କୁ କେତେକ ପରାମର୍ଶ ଦେଇଛନ୍ତି। ଲୋକଙ୍କୁ ସାମାଜିକ ଦୂରତା ରକ୍ଷା କରିବା ସହ, ମାସ୍କ ଓ ସାନିଟାଇଜର୍ ବ୍ୟବହାର କରିବାକୁ ସେ ପରାମର୍ଶ ଦେଇଛନ୍ତି। ଯଦି ନିଜ ଘର କିମ୍ବା ଘର ପାଖରେ କେହି ରାଜ୍ୟ…