Odia News Portal
Browsing Tag

swadhikar news latest odia news

ଏକ ବିରଳ ପ୍ରଜାତିର କଉଆ ମାଛ,କିଲୋ ପିଛା ୨୬୦୦ ଟଙ୍କାରେ ହେଲା ବିକ୍ରି

ରାଜକନିକା ବ୍ଲକ୍‌ ଦେଇ ବହି ଯାଇଥିବା ବୈତରଣୀ ନଦୀର ଖୁଣ୍ଟା ଯୋରରୁ ଜଣେ ଧୀବର ଏକ ବିରଳ ପ୍ରଜାତିର କଉଆ ମାଛ ଜାଲ ପକାଇ ଧରିଛନ୍ତି । ଏହି ମାଛର ଓଜନ ପ୍ରାୟ ୪ କିଲୋ ଥିବା ଜଣାପଡ଼ିଛି । ସଂପୃକ୍ତ ଧୀବର ଏହି ମାଛଟିକୁ କିଲୋ ପ୍ରତି ୨୬୦୦ ଟଙ୍କା ହିସାବରେ ଛନ୍ଦିନୀପାଳ ଅଡ଼ତକୁ ବିକ୍ରି…

ବିଦେଶରୁ ଟିକା କିଣା ସମସ୍ୟା ଦୂର ପାଇଁ ଚିଠି

ଭୁବନେଶ୍ୱର: ଓଡ଼ିଶା ସରକାର କେନ୍ଦ୍ରକୁ ଏକ ଜରୁରୀକାଳୀନ ପ୍ରସ୍ତାବ ଦେଇଛନ୍ତି। ଏହି ପ୍ରସ୍ତାବରେ ରାଜ୍ୟ ସରକାର ବିଦେଶରୁ ଟିକା କିଣିବା ଲାଗି ଉପୁଜୁଥିବା ସମସ୍ୟାକୁ ସମାଧାନ କରିବାକୁ ନିବେଦନ କରିଛନ୍ତି। ଯେଉଁ ବୃହତ୍ ଆନ୍ତର୍ଜାତୀୟ ଟିକା ନିର୍ମାତାମାନେ ରାଜ୍ୟଗୁଡ଼ିକୁ ସିଧାସଳଖ ଟିକା…

ନୂଆ ନିର୍ଦ୍ଦେଶନାମା : ୩୦% କର୍ମଚାରୀରେ ସରକାରୀ ଅଫିସ

ଭୁବନେଶ୍ୱର : ରାଜ୍ୟ ସରକାର ଆଜି ସରକାରୀ ଅଫିସ୍ ଚାଲିବା ନେଇ ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଭିନ୍ନକ୍ଷମ କର୍ମଚାରୀ ଓ ମହିଳା କର୍ମଚାରୀମାନେ ଘରୁ ରହି କାମ କରିବେ। ସେମାନେ ଅଫିସ୍ ଆସିବା ଆବଶ୍ୟକ ନାହିଁ ବୋଲି କୁହାଯାଇଛି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି…

ସୂଚନା ଓ ଲୋକ ସମ୍ପର୍କ ବିଭାଗ ନିର୍ଦ୍ଦେଶକଙ୍କ ଦାୟିତ୍ୱ ଗ୍ରହଣ

ଭୁବନେଶ୍ୱର : ସୂଚନା ଓ ଲୋକ ସମ୍ପର୍କ ବିଭାଗର ନୂତନ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ନିରଞ୍ଜନ ସେଠୀ । ସରକାରଙ୍କ ପରବର୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସୂଚନା ଓ ଲୋକ ସମ୍ପର୍କ ବିଭାଗର ନିର୍ଦ୍ଦେଶକ ଦାୟିତ୍ୱରେ ରହିବେ । ଏହି ମର୍ମରେ ବିଭଗ ତରଫରୁ ଆଦେଶନାମା ପ୍ରକାଶ ପାଇଛି ।…

୧୭ ପର୍ଯ୍ୟନ୍ତ ଓଏଚଆରସିକୁ ପ୍ରବେଶ ନିଷେଧ

ଭୁବନେଶ୍ୱର : କୋଭିଡ୍-୧୯ ଦ୍ରୁତ ସଂକ୍ରମଣ ପରିପ୍ରେକ୍ଷୀରେ ତୋଷାଳି ଭବନଠାରେ କାର୍ଯ୍ୟରତ କର୍ମଚାରୀଙ୍କ ମୃତ୍ୟୁକୁ ଦୃଷ୍ଟିରେ ରଖି ଓଡ଼ିଶା ମାନବାଧିକାର ଅ।ୟୋଗ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ୨୯/୦୪/୨୦୨୧ର ନିର୍ଦ୍ଦେଶନାମା ୧୨୬୫୬ ଅନୁଯାୟୀ ଏବଂ କମିଶନରର ୧୭/୦୫/୨୦୨୧ର ନୋଟିସର…

ଚୀନରୁ ଓଡିଶା ଆସିଲା ଅମ୍ଳଜାନ ସିଲିଣ୍ଡର

ଭୁବନେଶ୍ବର ;ଅମ୍ଳଜାନ ସିଲିଣ୍ଡର ନେଇ ଚାଇନାରୁ ଏକ ମାଲ ପରିବହନ ବିମାନ ଆଜି ଓଡିଶା ରାଜଧାନୀର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିଛି।ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀ କହିଛନ୍ତି ଯେ ଏହି ଘଟଣା ଦେଶ ପାଇଁ ସର୍ବପ୍ରଥମ ଅଟେ । ଅମ୍ଳଜାନ…

ଶ୍ରୀକାନ୍ତ ଓ ସାଇନାଙ୍କ ଅଲମ୍ପିକ୍ ସ୍ବପ୍ନ ଧୂଳିସାତ

ହାଇଦ୍ରାବାଦ: । ଭାରତର ଦୁଇ ଷ୍ଟାର ଶଟଲର କାଦମ୍ବୀ ଶ୍ରୀକାନ୍ତ ଓ ସାଇନା ନେହ୍ୱାଲ ଅଲିମ୍ପିକ୍ସ ରେସ୍‌ରୁ ବାଦ୍‌ ପଡ଼ିଛନ୍ତି। ଜୁନ୍‌ ୧୫ରେ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ପର୍ଯ୍ୟାୟ ବନ୍ଦ ହେବ। ଏହାପୂର୍ବରୁ ଆଉ କୌଣସି ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍‌ ଖେଳାଯିବ ନାହିଁ ବୋଲି ବ୍ୟାଡମିଟନ…

ଆଇଏମଏସ ଆଣ୍ଡ ସମ ହସ୍ପିଟାଲକୁ ଏନଏବିଏଚ ମାନ୍ୟତା

ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସେସ ଆଣ୍ଡ ସମ୍ ହସ୍ପିଟାଲକୁ ସମ୍ମାନଜନକ ନ୍ୟାସନାଲ ଆକ୍ରେଡିସନ ବୋର୍ଡ ଫର ହସ୍ପିଟାଲ୍ସ ଆଣ୍ଡ ହେଲଥକେୟାର ପ୍ରୋଭାଇଡର୍ସ (ଏନଏବିଏଚ) ସ୍ୱୀକୃତି ପ୍ରାପ୍ତ ହୋଇଛି । ଗତ ମେ ୧୩ ତାରିଖରୁ ଲାଗୁ ହୋଇଥିବା…