Odia News Portal
Browsing Tag

swadhikar news

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ରାଜ୍ୟସଭା ସାଂସଦ ଏନ ଭାସ୍କର ରାଓ ଓ ପୂର୍ବତନ ମନ୍ତ୍ରୀ ଲାଲ୍ ବିହାରୀ ହିମିରିକା

ବିଜେଡି‌ରେ ପୁଣି ହଟଚମଟ। ବିଜେଡିରୁ ଇସ୍ତଫା ଦେଲେ ରାୟଗଡ଼ାର ଟାଣୁଆ ନେତା ତଥା ପୂର୍ବତନ ରାଜ୍ୟସଭା ସାଂସଦ ଏନ ଭାସ୍କର ରାଓ ଓ ପୂର୍ବତନ ମନ୍ତ୍ରୀ ଲାଲ୍ ବିହାରୀ ହିମିରିକା। ଉଭୟଙ୍କ ସହ ଦଳର ବହୁ ନେତା ଓ କର୍ମୀ ମଧ୍ୟ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ଗଠନ…

ଆକାଶ ମାର୍ଗରୁ ହିମାଚଳ ଓ ପଞ୍ଜାବର ବନ୍ୟା ସ୍ଥିତି ପରଖିଲେ ମୋଦୀ

ହିମାଚଳରେ ହାହାକାର ସ୍ଥିତି । ଆକାଶ ମାର୍ଗରୁ ବନ୍ୟା ଓ ଭୂସ୍ଖଳନର ସ୍ଥିତି ଅନୁଧ୍ଯାନ କଲେ ପ୍ରଧାନମନ୍ତ୍ରୀ ମୋଦୀ । ପ୍ରଭାବିତଙ୍କ ସହ କଲେ ଆଲୋଚନା । ବନ୍ୟାରେ ଯେତେବେଳେ ପଞ୍ଜାବ ଏବଂ ହିମାଚଳ ପ୍ରଦେଶ ପ୍ରଭାବିତ ହୋଇଛି ଠିକ୍ ସେତେବେଳେ ସ୍ଥିତିର ଅନୁଧ୍ଯାନ କରିଛନ୍ତି ମୋଦୀ । ଆକାଶମାର୍ଗରୁ…

ସେନାର ପରାମର୍ଶ ମାନି ଇସ୍ତଫା ଦେଲେ ନେପାଳ ପ୍ରଧାନମନ୍ତ୍ରୀ, ଏବେ ନୂଆ ଚେହେରାକୁ ନେଇ ଚର୍ଚ୍ଚା

ସୋମବାର ଆରମ୍ଭ ହୋଇଥିବା ଜେନ୍-ଜି ବିପ୍ଲବ ଦ୍ବିତୀୟ ଦିନ ମଧ୍ୟ ଜାରି ରହିଛି। ସରକାର ସୋସିଆଲ ମିଡିଆ ଉପରୁ ପ୍ରତିବନ୍ଧକ ହଟାଇସାରିଥିଲେ ବି କାଠମାଣ୍ଡୁର ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି। ସରକାରଙ୍କ ସୋସିଆଲ ମିଡିଆ ଉପରେ ପ୍ରତିବନ୍ଧକ ବିରୋଧରେ ଆରମ୍ଭ ହୋଇଥିବା ହିଂସାତ୍ମକ…

ଗୁଣ୍ଡିଚାଘାଇ ଜଳପ୍ରପାତରେ ଭାସି ଯୁବକ ନିଖୋଜ

କେନ୍ଦୁଝରଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ଗୁଣ୍ଡିଚାଘାଇ ଜଳପ୍ରପାତରେ ଭାସିଯାଇ  ଜଣେ ଯୁବକ ନିଖୋଜ ହୋଇଯାଇଛନ୍ତି। ନିଖୋଜ ଯୁବକ ବାଲେଶ୍ବର ଜିଲ୍ଲା ସୋର ଥାନା ବର୍ତନା ଗ୍ରାମର ଦେବେଶ କୁମାର ବେହେରା (୨୫)। ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ଖୋଜାଖୋଜି କରିଥିଲେ ହେଁ ତାଙ୍କର ସନ୍ଧାନ…

ଶ୍ରୀମନ୍ଦିରରେ ବଡ଼ମହାସ୍ନାନ, ଘଣ୍ଟାଏ ସର୍ବସାଧାରଣ ଦର୍ଶନ ବନ୍ଦ

ଶ୍ରୀମନ୍ଦିରରେ ବଡ଼ମହାସ୍ନାନ ଯୋଗୁଁ ବନ୍ଦ ହେଲା ଦର୍ଶନ। ଭିତର କାଠ ପାଖରେ ଛେପ ଖଙ୍କାର ପଡ଼ିଥିବାରୁ ହୋଇଛି ବଡ଼ ମହାସ୍ନାନ।ଆରମ୍ଭ ହୋଇଛି ମହାସ୍ନାନ ନୀତି । ଏଥିଲାଗି ପ୍ରାୟ ଏକଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଅବକାଶ ପୂଜା ସମୟରେ ହୋଇଛି ବଡ଼ମହାସ୍ନାନ। ସାମାଜିକ ଗଣମାଧ୍ୟମରେ ଏନେଇ…

ଉପରାଷ୍ଟ୍ରପତି ନିର୍ବାଚନ: ଆରମ୍ଭ ହେଲା ମତଦାନ, ଭୋଟ୍ ଦେଇ ସଂସଦ ଭବନ ଛାଡ଼ିଲେ ପ୍ରଧାନମନ୍ତ୍ରୀ

ଉପରାଷ୍ଟ୍ରପତି ପଦ ପାଇଁ ଆରମ୍ଭ ହେଲା ମତଦାନ। ପ୍ରଥମେ ସଂସଦ ଭବନରେ ପହଞ୍ଚି ମତଦାନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।ଉପରାଷ୍ଟ୍ରପତି ପଦ‌ରୁ ଜଗଦୀପ ଧନଖଡ଼ ଇସ୍ତଫା ଦେବାର ପ୍ରାୟ ୨ ମାସ ପରେ ଆଜି ଉପରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେଉଛି। ଏନ୍‌ଡିଏ ପକ୍ଷରୁ ମହାରାଷ୍ଟ୍ର…

ଭୋଟର ତାଲିକା ପାଇଁ ଆଧାର ବୈଧ ପରିଚୟପତ୍ର, ନାଗରିକତା ପାଇଁ ନୁହେଁ :ସୁପ୍ରିମକୋର୍ଟ

ବିହାରରେ ଭୋଟର ତାଲିକା ସଂଶୋଧନକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ସୁପ୍ରିମକୋର୍ଟ ଆଜି ଏକ ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି। ଏଥିରେ ସ୍ପଷ୍ଟ କରିଛନ୍ତି ଯେ ସଂଶୋଧିତ ଭୋଟର ତାଲିକା‌ରେ ନାମ ଯୋଡ଼ିବା କିମ୍ବା ବାଦ୍‌ ଦେବା ସଂକ୍ରାନ୍ତରେ ପରିଚୟ ପ୍ରମାଣ ପାଇଁ ଆଧାର କାର୍ଡକୁ ଏକ ଦଲିଲ…

ସୋସିଆଲ୍‌ ମିଡିଆ ପ୍ଲାଟ୍‌ଫର୍ମ ନିଷିଦ୍ଧକୁ ନେପାଳବାସୀଙ୍କ  ‌ଜୋର୍‌ଦାର୍‌ ବିରୋଧ

ଫେସବୁକ୍‌, ଏକ୍ସ, ୟୁଟ୍ୟୁବ୍‌ ସମେତ ୨୬ଟି ସୋସିଆଲ୍‌ ମିଡିଆ ପ୍ଲାଟ୍‌ଫର୍ମ ନିଷିଦ୍ଧକୁ ନେପାଳବାସୀ ‌ଜୋର୍‌ଦାର୍‌ ବିରୋଧ କରିଛନ୍ତି। ସୋମବାର ନେପାଳ ରାଜଧାନୀ କାଠମାଣ୍ଡୁ ସମେତ ଅନ୍ୟ ସହରରେ ବଡ଼ଧରଣର ଆନ୍ଦୋଳନ ହିଂସାତ୍ମକ ରୂପ ନେଇଛି। ପୁଲିସ ଗୁଳିରେ ୨୦ ଜଣଙ୍କର ମୃତ୍ୟୁ ହୋଇଛି ଏବଂ…

କଫି ଚାଷ ପାଇଁ ୪ ଲକ୍ଷ ହେକ୍ଟର ଜମିରେ ସମ୍ଭାବନା ରହିଛି।

କଫି ଚାଷ ପାଇଁ ୪ ଲକ୍ଷ ହେକ୍ଟର ଜମିରେ ସମ୍ଭାବନା ରହିଛି। କିନ୍ତୁ ହେଉଛି ୪ ହଜାର ହେକ୍ଟର ଜମିରେ। ଅନୁକୂଳ ପାଗ, ବ୍ୟାପକ ସୁବିଧା ସୁଯୋଗ ଓ ନିଆରା ସ୍ବାଦ ସତ୍ତ୍ବେ ବିଶ୍ବ ବଜାରରେ କୋରାପୁଟ କଫି ଆଗକୁ ବଢ଼ିପାରୁନି। କଫି ବୋର୍ଡ ଓ ଜିଲ୍ଲା ପ୍ରଶାସନର ମିଳିତ ଉଦ୍ୟମରେ ରୋଡ୍…

ଗଞ୍ଜଇ ସହ ବାଇକ୍‌, କାର୍‌ ଜବତ, ୩ ଗିରଫ

ସୁବର୍ଣ୍ଣପୁରଜିଲ୍ଲା ପୁଲିସ ପକ୍ଷରୁ ଚାଲିଥିବା ଅପରେସନ ପ୍ରହାରରେ ସଫଳତା ମିଳିଛି। ବିନିକା ଥାନା ପୁଲିସ ୧୦୧ ‌କେଜି ଗଞ୍ଜେଇ ସହ ଏକ ନମ୍ବରବିହୀନ କାର୍‌, ବାଇକ୍‌ (ଓଡି ୧୫ ଏବି ୩୮୭୫) ଜବତ କରିଛି। ଏହି କାରବାରରେ ସଂପୃକ୍ତ ଥିବା ଅଭିଯୋଗରେ ଜଣେ ମହିଳା ଓ ୨ ଜଣ ପୁରୁଷଙ୍କୁ…