Odia News Portal
Browsing Tag

swadhikar news

ନଷ୍ଟ ହେବାରେ ଲାଗିଛି ସବୁଜିମା ନୂଆ ଜଙ୍ଗଲ ସୃଷ୍ଟି ହେଉନି

ଦିନକୁ ଦିନ ଅନୁଗୁଳ ଜିଲ୍ଲାର ପରିବେଶ ନଷ୍ଟ ହେବାରେ ଲାଗିଛି। ତାଳଚେର ପରେ କଣିହାଁ ଓ ଛେଣ୍ଡିପଦା ଅଞ୍ଚଳରେ ଥିବା ବଡ଼ବଡ଼ ଜଙ୍ଗଲ ବଳି ପଡ଼ିବାକୁ ଯାଉଛି। ଖଣିମୁହଁରେ ସବୁଜିମା ସମାଧି ନେଉଛି। ଏପଟେ କିନ୍ତୁ ସେହି ପରିମାଣରେ ଜଙ୍ଗଲ ସୃଷ୍ଟି କରିବା ନେଇ କିଛି ଯୋଜନା ହୋଇଥିବା ମନେ…

ବାଘ ପାଦଚିହ୍ନକୁ ନେଇ ଗ୍ରାମବାସୀ ଆତଙ୍କିତ: ସତର୍କ ସୂଚନା ଜାରି କଲା ବନବିଭାଗ

ସୁନ୍ଦରଗଡ଼ ଜିଲ୍ଲା ବଣାଇ ଉପଖଣ୍ଡ ଅନ୍ତର୍ଗତ ଘୋଷରା ଗାଁ ନିକଟ ପତ୍ରାପାଲି ଜଙ୍ଗଲରେ ରବିବାର ସକାଳେ ଏକ ବାଘର ପାଦଚିହ୍ନ ଦେଖିବାକୁ ମିଳିଛି। କିଛି ଲୋକ ଏହାକୁ ମହାବଳ ବାଘର ପାଦଚିହ୍ନ ବୋଲି କହିବା ପରେ ବନ ବିଭାଗକୁ ଖବର ଦିଆଯାଇଥିଲା। ବନବିଭାଗ କର୍ମଚାରୀ ଜଙ୍ଗଲରେ ପହଞ୍ଚି…

ସେପ୍ଟେମ୍ବର ୧୭ରୁ ଅକ୍ଟୋବର ୨ ଯାଏ ସେବା ପକ୍ଷ ପାଳିବ ବିଜେପି

ସେବା ପକ୍ଷ ପାଳନ ନେଇ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟ ସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଛି। ଏଥିରେ ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉପସ୍ଥିତ ଅଛନ୍ତି। ରାଜ୍ୟ ବିଜେପି ପ୍ରଭାରୀ ବିଜୟ ପାଲ ସିଂ ତୋମାର ଏବଂ ସେବା ପକ୍ଷ ପର୍ଯ୍ୟବେକ୍ଷକ ଅରବିନ୍ଦ…

ଏସସିଓ ବୈଠକରେ ଆତଙ୍କବାଦକୁ ନେଇ ବର୍ଷିଲେ ମୋଦୀ

ଚୀନ୍‌ର ତିଆନ୍‌ଜିନ୍‌ରେ ଚାଲିଥିବା ସାଂଘାଇ ସହଯୋଗ ସଂଗଠନ(ଏସ୍‌ସିଓ) ଶିଖର ସମ୍ମିଳନୀର ଦ୍ୱିତୀୟ ଦିନରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ମିଳନୀର ଉଦଘାଟନୀ ଅଧିବେଶନରେ ଭାଷଣ ଦେଇଛନ୍ତି ଏବଂ ଆତଙ୍କବାଦ ବିରୁଦ୍ଧରେ ଭାରତର କଠୋର ମନୋଭାବକୁ ଦୋହରାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ…

୪ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ସନ୍ଧ୍ୟାରେ ନୂଆଦିଲ୍ଲୀ ଯିବେ। ସେ ୪ ଦିନିଆ ଦିଲ୍ଲୀ ଗସ୍ତରେ ଯାଉଥିବା ଜଣାଯାଇଛି। ଏଣେ ଆଜି ଦିନ ୧୨ଟାରେ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଆୟୋଜିତ ହେଉଛି। ଏହି ବୈଠକରେ ଗୃହ ସଚିବ,…

ରଶ୍ମିତାଙ୍କୁ ପ୍ରଶଂସା କଲେ ମୋଦୀ

ଜଗତପୁରସ୍ଥିତ ଭାରତୀୟ ଜଳକ୍ରୀଡ଼ା ପ୍ରାଧିକରଣରେ ଅଭ୍ୟାସରତ ଚୌଦ୍ବାର ବଡ଼ବଜାର ଅଞ୍ଚଳର ରଶ୍ମିତା ସାହୁ ଗତ ଅଗଷ୍ଟ ୧ରୁ ୨୩ ତାରିଖ ପର୍ଯ୍ୟନ୍ତ ଶ୍ରୀନଗରରେ ଆୟୋଜିତ ହୋଇଥିବା ‘ଖେଲୋ ଇଣ୍ଡିଆ’ ପ୍ରତିଯୋଗିତାରେ ସ୍ୱର୍ଣ୍ଣପଦକ ହାସଲ କରି ଓଡ଼ିଶାକୁ ଗୌରାବାନ୍ୱିତ କରିଛନ୍ତି। ପୂର୍ବରୁ ମଧ୍ୟ…

ରାଜ୍ୟସ୍ତରୀୟ ସ୍ବାୟତ୍ତ ଶାସନ ଦିବସରେ ବଡ଼ ଘୋଷଣା: ୭ଟି ନୂଆ ପୌରପାଳିକା ଓ ୧୬ଟି ଏନଏସି ଗଠିତ

ରାଜ୍ୟସ୍ତରୀୟ ସ୍ବାୟତ୍ତ ଶାସନ ଦିବସରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ୭ଟି ନୂଆ ପୌରପାଳିକା ଓ  ୧୬ଟି  ଏନଏସି ଗଠିତ ହୋଇଛି। ବୌଦ୍ଧ, କରଞ୍ଜିଆ, ଭଞ୍ଜନଗର, ଆସିକା, ଛତ୍ରପୁର, କବିସୂର୍ଯ୍ୟନଗର ଓ ପୋଲସରାକୁ ପୌରପାଳିକାର ମାନ୍ୟତା ଦିଆଯାଇଛି। ଯେଉଁ…

ମହାନଦୀ ଜଳ ବିବାଦ ନେଇ ବଡ଼ ନିଷ୍ପତ୍ତି: ଆପୋସ ବୁଝାମଣା ପାଇଁ ଦୁଇ ପକ୍ଷ ରାଜି

ମହାନଦୀ ଜଳ ବିବାଦର ସମାଧାନ ନେଇ ସେପ୍ଟେମ୍ବର ୬ରେ ଟ୍ରିବ୍ୟୁନାଲ୍‌ରେ ଶୁଣାଣି ହେବ। ଉଭୟ ଛତିଶଗଡ଼ ଓ ଓଡ଼ିଶାର ଜଳସମ୍ପଦ ବିଭାଗର ସଚିବମାନେ ଟ୍ରିବ୍ୟୁନାଲ୍‌ଙ୍କ ସମ୍ମୁଖରେ ଉପସ୍ଥିତ ରହି ଏ ପ୍ରସଙ୍ଗରେ କ’ଣ ପଦକ୍ଷେପ ନିଆଯାଇଛି ସେନେଇ ଅବଗତ କରାଇବେ। ଟ୍ରିବ୍ୟୁନାଲ୍‌ ବି ଏହି ବିବାଦକୁ ଅଧିକ…

ସାର ଯୋଗାଣରେ ଅବ୍ୟବସ୍ଥା ନେଇ ନଡ୍ଡାଙ୍କୁ ନବୀନଙ୍କ ଚିଠି

ସାରା ରାଜ୍ୟରେ ଏବେ ସାର ଯୋଗାଣକୁ ନେଇ ଅବ୍ୟବସ୍ଥା। ମାର୍କଫେଡ୍ ଚାଷୀଙ୍କୁ ସାର ଯୋଗାଇବା ବଦଳରେ ଡିଲର୍‌ଙ୍କୁ ରିହାତି ଦରରେ ସାର ବିକୁଛି। ଚାଷୀ ଯେଉଁ ସମୟରେ ବିଲରେ କାମ କରିବା କଥା, ସାର ନଥିବାରୁ ରାସ୍ତାରେ ଆନ୍ଦୋଳନ କରୁଛି। ସାର ଯୋଗାଣ ବ୍ୟବସ୍ଥାରେ କୁପରିଚାଳନା ସହିତ ସାର ଅଭାବ ଓ…

ଭାରତ-ଚୀନ୍-ରୁଷର ବୈଠକ ଉପରେ ସାରା ବିଶ୍ୱର ନଜର, ଏସସିଓ ଶିଖର ସମ୍ମିଳନୀ ପୂର୍ବରୁ ଜିନପିଙ୍ଗଙ୍କୁ ଭେଟିବେ ମୋଦୀ

ଚୀନର ତିୟାନଜିନ୍‌ରେ ଆଜିଠୁ ଆରମ୍ଭ ହେବ ୨୫ତମ ସାଂଘାଇ ସହଯୋଗ ସଂଗଠନ (ଏସସିଓ) ଶିଖର ସମ୍ମିଳନୀ। ଏଥିରେରେ ବିଶ୍ୱର ଶୀର୍ଷ ନେତାମାନେ ବିଶ୍ୱ ଏବଂ ଆଞ୍ଚଳିକ ପ୍ରସଙ୍ଗ ଉପରେ ଆଲୋଚନା କରିବା ପାଇଁ ଏକତ୍ରିତ ହେବେ। ଏହି ଦୁଇ ଦିନିଆ ଶିଖର ସମ୍ମିଳନୀ କେବଳ ଏସସିଓରେ ସଦସ୍ୟ ଥିବା ଦେଶମାନଙ୍କ ପାଇଁ…