Odia News Portal
Browsing Tag

swadhikar news

ଇନ୍ସପେକ୍ଟର-ଏସଆଇଙ୍କ କ୍ଷମତା ବଢ଼ିଲା

ରାଜ୍ୟରେ ଇନ୍ସପେକ୍ଟର ଏବଂ ଏସଆଇଙ୍କ କ୍ଷମତାକୁ ବଢ଼ାଯାଇଛି। ଏଣିକି ସେମାନେ ଏସସି/ଏସଟି ମାମଲାର ତଦନ୍ତ କରିପାରିବେ। ତଦନ୍ତ ସହ ଗିରଫ ଓ ସ୍ବତନ୍ତ୍ର ଅଦାଲତରେ ମାମଲା ଦାଖଲ ମଧ୍ୟ କରିପାରିବେ। ପୂର୍ବରୁ ଡିସିପି ପାହ୍ୟାର ଅଧିକାରୀଙ୍କୁ ଏହି କ୍ଷମତା ମିଳିଥିଲା। ଏନେଇ ଗୃହ ବିଭାଗ…

ଆଜିଠୁ ଭିତରକନିକାରେ ଆରମ୍ଭ ହୋଇଛି ପକ୍ଷୀ ଗଣନା

ଆଜିଠୁ ଭିତରକନିକାରେ ଆରମ୍ଭ ହୋଇଛି ପକ୍ଷୀ ଗଣନା । ୩ଦିନ ଧରି ପକ୍ଷୀ ଗଣନା କରାଯିବ ।ସକାଳ ୬ଟାରୁ ଦିନ ୧୨ଟା ଯାଏ ପକ୍ଷୀ ଗଣନା କରାଯିବ। ଏଥିପାଇଁ ୩ଟି ଟିମ୍ ଗଠନ କରାଯାଇଛି । କନିକା ରେଞ୍ଜର ମଠ ଆଡିଆ, ଲକ୍ଷ୍ମୀ ପ୍ରସାଦ ଡିଆ, ଦୁର୍ଗା ପ୍ରସାଦ ଡିଆ ଓ ରାଜନଗର ରେଞ୍ଜ ବାଲି ଡିଆରେ ପକ୍ଷୀ…

୩୧ରୁ ପୁଣି ବଢିବ ବର୍ଷା: ୨୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଟ୍ରପ ଲାଇନ ପ୍ରଭାବରେ ରାଜ୍ୟରେ ଜାରି ରହିଛି ବର୍ଷା। ଆଜି ପାଇଁ ୨୦ ଜିଲ୍ଲାକୁ ବିଜୁଳି ଘଡଘଡି ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର। ଉତ୍ତର ଓ ଉପକୂଳ ଓଡ଼ିଶାର କିଛି ଅଂଚଳରେ ହାଲୁକରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି।ଏହିସବୁ ଜିଲ୍ଲାରେ ୩୦ ରୁ ୪୦…

ଚଳିତ ଆର୍ଥିକ ବର୍ଷର ପ୍ରଥମ କ୍ୱାର୍ଟରରେ ଜିଡିପି ୬.୫% ରହିବ ବୋଲି ଆକଳନ କରାଯାଇଥିଲା। କିନ୍ତୁ ଏହା ଠାରୁ ଅଧିକ ବେଗରେ ଅଭିବୃଦ୍ଧି ସମସ୍ତଙ୍କୁ ଉତ୍ସାହିତ କରିଛି। ଏହି ସଂଖ୍ୟା ଗତବର୍ଷର ପ୍ରଥମ କ୍ୱାର୍ଟର ଅଭିବୃଦ୍ଧି ତୁଳନାରେ ୧.୩% ଅଧିକ। ଆମେରିକାର ଟାରିଫ ଝଟକା ମଧ୍ୟରେ ଦେଶର ଅର୍ଥନୀତି…

ସେପ୍ଟେମ୍ବର ୧୨ରେ ବଡ ପରଦାରେ ରିଲିଜ ହେବ ଅମର୍ତ୍ତ୍ୟ ଭଟ୍ଟାଚାର୍ଯ୍ୟଙ୍କ ନିର୍ଦ୍ଦେଶିତ ‘ଲହରୀ’

କୋଲକାତା ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ଓ ମେଲବୋର୍ଣ୍ଣ ଚଳଚ୍ଚିତ୍ର ମହୋତ୍ସବରେ ପ୍ରଦର୍ଶିତ ହୋଇ ପ୍ରଶଂସା ସାଉଁଟିବା ପରେ ଚଳଚ୍ଚିତ୍ର 'ଲହରୀ' ସେପ୍ଟେମ୍ବର ୧୨ ତାରିଖରେ ମୁକ୍ତିଲାଭ କରିବାକୁ ଯାଉଛି। ହୋଟେଲ ବରେଣ୍ୟାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହାର ଗୋଟିଏ ଗୀତ ଓ ଟିଜର ଉନ୍ମୋଚିତ…

ମୂର୍ତ୍ତି ବିସର୍ଜନ ବେଳେ ମାନିଲେନି କଟକଣା

ଭୁବନେଶ୍ୱର ମହାନଗର ନିଗମ ଏଣେ ତେଣେ ମୂର୍ତ୍ତି ବିସର୍ଜନରେ କଟକଣା ଲଗାଇଲା। ବିସର୍ଜନ ପାଇଁ ତିନିଟି ଅସ୍ଥାୟୀ ପୋଖରୀ ବି ଖୋଳିଲା। ଅମାନିଆ ହେଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ ବୋଲି ପ୍ରଚାର କଲା ଓ ବଡ ବଡ ସୂଚନା ଫଳକ ଲଗାଇଲା। କିନ୍ତୁ କେହି ଏହି କଟକଣାକୁ ମାନି ନାହାନ୍ତି। ଯେଉଁଠି…

୧ରୁ ‘ଅପରେସନ୍ ପ୍ରହାର’ ପ୍ରତି ଜିଲ୍ଲାରେ ମଡେଲ୍ ନିଶା ନିବାରଣ କେନ୍ଦ୍ର

ବେଆଇନ୍ ମାଦକ ଦ୍ରବ୍ୟ ବିକ୍ରି, ଚୋରାଚାଲାଣରେ ଅଙ୍କୁଶ ଲଗାଇବା ପାଇଁ ଆସନ୍ତା ୧ ତାରିଖରୁ ସମ୍ପୃକ୍ତ ବିଭାଗମାନଙ୍କର ମିଳିତ ସମନ୍ୱୟରେ ଭୁବନେଶ୍ୱର ସହର ସମେତ ରାଜ୍ୟର ସବୁ ଜିଲ୍ଲାରେ ସ୍ୱତନ୍ତ୍ର ଧରପଗଡ଼ ଅଭିଯାନ ଆରମ୍ଭ କରାଯିବ। ବିଭିନ୍ନ ନିଶା ଦ୍ରବ୍ୟ ଚୋରାଚାଲାଣକାରୀଙ୍କୁ ଧରିବା…

ମାଲକାନଗିରି ସୀମାନ୍ତରେ ପୁଣି ଜଣେ ଶିକ୍ଷାଦୂତଙ୍କୁ ହତ୍ୟା କଲେ ନକ୍ସଲ୍

ମାଲକାନଗିରି ଜିଲ୍ଲା ସୀମାନ୍ତରେ ପୁଣି ଜଣେ ଶିକ୍ଷାଦୂତଙ୍କୁ ହତ୍ୟା କରିଛନ୍ତି ନକ୍ସଲ୍। ଶିକ୍ଷାଦୂତ କଲ୍ଲୁ ତାତିଙ୍କୁ ନିର୍ମମ ହତ୍ଯା କରାଯାଇଛି। ଗତକାଲି ସେ ସ୍କୁଲରୁ ଫେରିବା ବେଳେ ତାଙ୍କୁ ଅପହରଣ କରି ନେଇଥିଲେ ମାଓବାଦୀ। ଗଂଗାଲୁର ଥାନା ନେନ୍ଦ୍ରା ଠାରେ ବନ୍ଦ…

ରାଜଧାନୀ ଆଇଜଲ୍‌କୁ ସଂଯୋଗ କରିବ ଟ୍ରେନ୍‌: ରେଳ ମାନଚିତ୍ରରେ ‘ମିଜୋରାମ’

ଭାରତୀୟ ରେଳବାଇ ମାନଚିତ୍ରରେ ଯୋଡ଼ି ହେବାକୁ ଯାଉଛି ମିଜୋରାମର ରାଜଧାନୀ ଆଇଜଲ। ସ୍ବାଧୀନତାର ୭୭ ବର୍ଷ ପରେ ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ସାଂସ୍କୃତିକ ଐତିହ୍ୟ ସହରକୁ ଗଡ଼ିବ ଟ୍ରେନ୍‌। ଏହାଦ୍ବାରା ଯେ କେବଳ ମିଜୋରାମବାସୀଙ୍କ ସ୍ବପ୍ନ ସାକାର ହେବ ତାହା ନୁହେଁ, ବରଂ ମିଆଁମାର, ବାଂଲାଦେଶ,…

ସଙ୍କଟରେ ଚିଙ୍ଗୁଡ଼ି ଶିଳ୍ପ: ବିପଦରେ ୧୫ ଲକ୍ଷ ଜୀବିକା

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ ଲଗାଇବା ପରେ ଦେଶର ସିଫୁଡ୍‌ (ଚିଙ୍ଗୁଡ଼ି) ରପ୍ତାନି ଶିଳ୍ପ ସଙ୍କଟରେ ପଡ଼ିଯାଇଛି। ଏହି‌ କ୍ଷେତ୍ରରେ ନିୟୋଜିତ ୧୫ ଲକ୍ଷ ଲୋକଙ୍କ ଜୀବିକା ଏବେ ବିପଦରେ। ଓଡ଼ିଶା ମଧ୍ୟ ଗୁରୁତର ପ୍ରଭାବିତ ହୋଇଛି। ୨୦୨୪-୨୫ରେ ଓଡ଼ିଶା…