ରାଜ୍ୟସଭା ରାଜନୀତି: ସନା ଓ ବଦ୍ରିଙ୍କ ଉପରେ ଆଖି
ରାଜ୍ୟସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ କେନ୍ଦୁଝର ଜିଲ୍ଲାର ଦୁଇ ଚର୍ଚ୍ଚିତ ବିଧାୟକ ବଦ୍ରିନାରାୟଣ ପାତ୍ର ଓ ସନାତନ ମହାକୁଡ଼ଙ୍କ ଉପରେ ଏବେ ସମସ୍ତଙ୍କର ଦୃଷ୍ଟି କେନ୍ଦ୍ରୀଭୂତ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱକୁ ଏହି ନିର୍ବାଚନ ବଳଶାଳୀ କରାଇବ ନା ଦଳୀୟ ନିଷ୍ପତ୍ତି…
