କୁକୁର ପ୍ରେମୀଙ୍କ ପାଇଁ ଖୁସି ଖବର: ଆଶ୍ରୟ ଗୃହରୁ ମୁକୁଳିବେ ବୁଲା କୁକୁର
କୁକୁର ପ୍ରେମୀଙ୍କ ପାଇଁ ବଡ଼ ଖୁସି ଖବର । ଶୁକ୍ରବାର ସୁପ୍ରିମ୍କୋର୍ଟ ବୁଲା କୁକୁରମାନଙ୍କୁ ନେଇ କୁକୁର ପ୍ରେମୀଙ୍କୁ ଖୁସି କରିବା ପରି ଏକ ରାୟ ଶୁଣାଇଛନ୍ତି। ସର୍ବୋଚ୍ଚ ଅଦାଲତ କହିଛନ୍ତି ଯେ ଆଶ୍ରୟ ଗୃହକୁ ପଠା ଯାଇଥିବା କୁକରମାନଙ୍କୁ ଛାଡ଼ି ଦିଆଯିବ।
