Odia News Portal
Browsing Tag

swadhikar news

ଇଣ୍ଡିଆ ବ୍ଲକ ପ୍ରାର୍ଥୀଙ୍କୁ ସମର୍ଥନ ଦେବେ କି ଜଗନ?

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ NDA ଏବଂ india ବ୍ଲକ ପ୍ରାର୍ଥୀ ଘୋଷଣା କରିଛନ୍ତି । NDA ମେଣ୍ଟ ସିପି ରାଧାକ୍ରିଷ୍ଣଙ୍କୁ ପ୍ରାର୍ଥୀ କରିଥିବା ବେଳେ india ମେଣ୍ଟ ସୁଦର୍ଶନ ରେଡ୍ଡିଙ୍କୁ ପ୍ରାର୍ଥୀଙ୍କୁ କରିଛି । ସୁଦର୍ଶନ ରେଡ୍ଡିଙ୍କ ନାଁ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାଡ଼ଗେ…

ନାବାଳିକାଙ୍କୁ ବିବାହ କରି ନିର୍ଯାତନା ମାମଲା, ୪ ମାସର ଲୁଚକାଳି ଖେଳ ପରେ ଆନ୍ଧ୍ରରୁ ଧରାପଡ଼ିଲେ ପୁଲିସ ଏସଆଇ

ଦୀର୍ଘ ୪ ମାସର ଲୁଚକାଳି ଖେଳ ପରେ ଶେଷରେ ନାବାଳିକାଙ୍କୁ ବିବାହ କରିଥିବା ଅଭିଯୁକ୍ତ ନିଲମ୍ବିତ ପୁଲିସ ଏସଆଇ ଅମିତ ପାଢୀଙ୍କୁ ରାଜ୍ଯ ବାହାରୁ ଗିରଫ କରିଛି ପୁଲିସ। ଜାମିନ ବିହୀନ ଗିରଫ ପରୱାନା ଜାରି ହେବା ପରେ ଅମିତ ରାଜ୍ଯ ବାହାରକୁ ଖସି ପଳାଇଥିଲେ। ଜିଲ୍ଲା ପୁଲିସର ସ୍ପେସାଲ ସ୍କ୍ବାଡ୍…

ଫସିଲା ମୋନୋ ରେଲ୍‌: କ୍ରେନ୍‌ରେ ଯାତ୍ରୀଙ୍କୁ ଉଦ୍ଧାର

ପ୍ରବଳ ବର୍ଷା ମଧ୍ୟରେ ଆଜି ମୁମ୍ବାଇରେ ଏକ ମୋନୋ ରେଲ୍‌ ଟ୍ରେନ୍‌ ଫସି ଯାଇଛି। ଏଥିଯୋଗୁଁ ପ୍ରାୟ ୨ ଶହ ଯାତ୍ରୀ ୨ ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ଧରି ଫସି ରହିଥିଲେ। ମୋନୋ ରେଲ୍‌ ଏକ ଉଚ୍ଚ ଟ୍ରାକ୍‌ରେ ଯାତ୍ରା କରୁଥିବା ବେଳେ ବିଦ୍ୟୁତ ସରବରାହ ବନ୍ଦ ହୋଇଯିବାରୁ ଏହା ହଠାତ…

ବାଂଲାଦେଶୀ ଅନୁପ୍ରବେଶକାରୀ ଚିହ୍ନଟ ଓ କାର୍ଯ୍ୟାନୁଷ୍ଠାନ ପ୍ରସଙ୍ଗ: ହାଇକୋର୍ଟରେ ଜନସ୍ବାର୍ଥ ମାମଲା

ରାଜ୍ୟରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ ପ୍ରସଙ୍ଗ ନେଇ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ ହୋଇଛି। ଆଇନଜୀବୀ ଶିବଶଙ୍କର ମହାନ୍ତିଙ୍କ ତରଫରୁ ଦାୟର ଆବେଦନରେ ଉଲ୍ଲେଖ କରାଯାଇଛି ଯେ ଜାତୀୟ ସୁରକ୍ଷା ପ୍ରତି ବାଂଲାଦେଶୀ ଅନୁପ୍ରବେଶକାରୀ ବିପଦ। କିନ୍ତୁ ଆଇନ ଅନୁସାରେ ଉପଯୁକ୍ତ…

ପ୍ରବଳ ବର୍ଷାରେ ମୁମ୍ବାଇ ବେହାଲ: ଦିନକରେ ୩୦୦ ମିମି ବର୍ଷା, ରେଡ୍ ଆଲର୍ଟ, ୬ ମୃତ, ୩ ଶହ ଉଦ୍ଧାର

ମଙ୍ଗଳବାର ମୁମ୍ବାଇରେ ପ୍ରବଳ ବର୍ଷା ଯୋଗୁଁ ତଳିଆ ଅଞ୍ଚଳ ଜଳମଗ୍ନ ହେବା ସହ ଲୋକାଲ ଟ୍ରେନ୍ ବିଳମ୍ବିତ ହେବା ଓ ସଡ଼କ ଯାତାୟାତ ଗୁରୁତର ଭାବେ ବାଧାପ୍ରାପ୍ତ ହେବାରୁ ସହର ପ୍ରାୟ ଠପ୍ ହୋଇଯାଇଛି। ବର୍ଷାଜନିତ କାରଣ ପାଇଁ ୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ପାଣିଘେରରେ ଥିବା ବିପଦଗ୍ରସ୍ତ…

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଲେ ଚୀନ ବିଦେଶ ମନ୍ତ୍ରୀ ୱାଙ୍ଗ ୟି, ଏସସିଓ ଶିଖର ସମ୍ମିଳନୀ ପାଇଁ କଲେ ଆମନ୍ତ୍ରଣ

ଭାରତ ଗସ୍ତରେ ଆସିଥିବା ଚୀନ ବିଦେଶ ମନ୍ତ୍ରୀ ୱାଙ୍ଗ ୟି ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି । ଏହି ଅବସରରେ ସେ ତିୟାନଜିନରେ ହେବାକୁ ଥିବା ଏସସିଓ ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ ରାଷ୍ଟ୍ରପତି ସି ଜିନପିଙ୍ଗ ନିମନ୍ତ୍ରଣକୁ ପ୍ରଧାନମନ୍ତ୍ରୀଙ୍କୁ ଦେଇଥିଲେ…

ପଞ୍ଚଲିଙ୍ଗେଶ୍ବର ପୀଠରେ ୪-୫ ଫୁଟ ଉଚ୍ଚର ପାଣି ପ୍ରବାହିତ; ସ୍ପର୍ଶ ଦର୍ଶନ ବନ୍ଦ

ଉତ୍ତର ଓଡିଶାରେ ପ୍ରବଳ ବର୍ଷା ହୋଇଛି। ବର୍ଷା ଯୋଗୁଁ ଅନେକ ସ୍ଥାନରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। କେବଳ ମନୁଷ୍ୟ କି ପଶୁପକ୍ଷୀ ନୁହଁନ୍ତି, ବରଂ ପ୍ରସିଦ୍ଧ ବାବା ପଞ୍ଚଲିଙ୍ଗେଶ୍ବର ଶୈବପୀଠ ମଧ୍ୟ ପ୍ରଭାବିତ ହୋଇଛି। ପର୍ଯ୍ଯଟକଙ୍କ ସୁରକ୍ଷାକୁ ଆଖି ଆଗରେ ରଖାଯାଇ ଆଜି ପୀଠରେ ସ୍ପର୍ଶ…

କୁମ୍ଭୀର ସହ ଲଢ଼େଇ କରି ଜୀବନ ବଞ୍ଚାଇଲା ନାବାଳକ

କୁମ୍ଭୀର ସହିତ ନାବାଳକ ଲଢ଼ିଛି। ଦୀର୍ଘ ସମୟ ପର୍ଯ୍ୟନ୍ତ କୁମ୍ଭୀର ସହିତ ଲଢ଼େଇ କରି ନିଜକୁ ବଞ୍ଚାଇ ପାରିଛି। ଟାଣିନେବା ପାଇଁ କୁମ୍ଭୀର ଶତଚେଷ୍ଟା କରିଥିଲେ ମଧ୍ୟ ଏଥିରେ ବିଫଳ ହୋଇଛି କେନ୍ଦ୍ରାପଡ଼ାଜିଲ୍ଲା ରାଜକନିକା ବ୍ଲକ ଜୟନଗର ପଞ୍ଚାୟତର ଖୁଣ୍ଟା ଗାଁ ନିକଟରେ ପ୍ରବାହିତ…

ଭୁବନେଶ୍ବର ବାଇପାସକୁ କ୍ୟାବିନେଟ  ମଞ୍ଜୁରୀ

ଭୁବନେଶ୍ବର କ୍ୟାପିଟାଲ ରିଜନ ରିଙ୍ଗ ରୋଡ ବା ଭୁବନେଶ୍ବର ବାଇପାସକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି କେନ୍ଦ୍ର କ୍ୟାବିନେଟ୍ । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍ ବୈଠକରେ ପ୍ରାୟ ୮୩୦୮ କୋଟି ଟଙ୍କାର ଏହି ପ୍ରକଳ୍ପକୁ ମଞ୍ଜୁରୀ ଦିଆଯାଇଛି…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଲେ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ ପରିଦର୍ଶନ କରି ଫେରିଥିବା ଗ୍ରୁପ୍…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଲେ ନ୍ତର୍ଜାତୀୟ ମହାକାଶ ଷ୍ଟେସନ (ଆଇଏସଏସ) ପରିଦର୍ଶନ କରି ଫେରିଥିବା ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଲା। ସୋମବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀଙ୍କ ବାସଭବନ ଲୋକ କଲ୍ୟାଣ ମାର୍ଗରେ ଦୁହିଁଙ୍କ ସାକ୍ଷାତ ହୋଇଥିଲା। ଏହି ବୈଠକରେ ପ୍ରଧାନମନ୍ତ୍ରୀ…