ବୁଲୁଛି ବାଘ : ଲଇକେରା ଅଞ୍ଚଳରେ ଦେଖିବାକୁ ମିଳିଛି ପାଦ ଚିହ୍ନ
ପୁଣି ମାତିଲା ବାଘ । ଝାରସୁଗୁଡ଼ା ଲଇକେରା ଅଞ୍ଚଳରେ ବାଘ ଆତଙ୍କ ଦେଖିବାକୁ ମିଳିଛି । ଲଇକେରା ବ୍ଲକରେ ବାଘର ପାଦ ଚିହ୍ନ ଦେଖି ଲୋକେ ଭୟଭୀତ ହୋଇପଡ଼ିଛନ୍ତି । ଲଇକେରା ଓ ସୁନ୍ଦରଗଡ଼ ଜିଲ୍ଲା ସୀମାବର୍ତ୍ତି ଅଞ୍ଚଳ ଭୁକୁଲାପଡ଼ା, ଗଞ୍ଜୁଡ଼ିହି, କର୍ଲାଖମନ୍, ଜାମ୍ମାଲ ଆଦି ସ୍ଥାନରେ ବାଘର ପାଦ…
