Odia News Portal
Browsing Tag

swadhikar news

ଏସ୍ଆଇ ପରୀକ୍ଷା କେଳେଙ୍କାରୀ ମାମଲାର ତଦନ୍ତ ସିବିଆଇ ଦ୍ବାରା କରିବାକୁ ମଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି

ବହୁ ଚର୍ଚ୍ଚିତ ପୋଲିସ ସବ୍ ଇନ୍ସପେକ୍ଟର ନିଯୁକ୍ତି ପରୀକ୍ଷା କେଳେଙ୍କାରୀର ତଦନ୍ତ ଭାର ସିବିଆଇକୁ ଅର୍ପଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ପୋଲିସ ସବ୍-ଇନ୍ସପେକ୍ଟର ନିଯୁକ୍ତି ପରୀକ୍ଷା ସମ୍ବନ୍ଧିତ ଦୁର୍ନୀତିର ଚେର ବିଭିନ୍ନ ରାଜ୍ୟକୁ…

ଚଳିତ ବର୍ଷ ଓଡ଼ିଶାର ୨ ଜଣଙ୍କ ସମେତ ଦେଶର ୧୯୧ ଆରକ୍ଷୀ ସହିଦ

କଟକସ୍ଥିତ ପୁଲିସ ମୁଖ୍ୟାଳୟ ପରିସରରେ ୬୬ତମ ପୁଲିସ ସହିଦ ସ୍ମୃତି ଦିବସ ପାଳିତ ହୋଇଛି। ଏହି ଉପଲକ୍ଷେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ରାଜ୍ୟ ପୁଲିସ ଡିଜି ଯୋଗେଶ ବାହାଦୁର ଖୁରାନିଆ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦେଶ ତଥା ମାତୃଭୂମିର ସୁରକ୍ଷା ଓ ସମ୍ମାନ ପାଇଁ କର୍ମକ୍ଷେତ୍ରରେ ସହିଦ୍‌…

ଆୟତ୍ତ ହେଲା ଭୁବନେଶ୍ବର ୧ ନଂ ହାଟର ନିଆଁ

ଭୁବନେଶ୍ବର ୧ ନଂ ହାଟରେ ନିଆଁ ଲାଗିବା ଘଟଣା । ଅଗ୍ନିଶମ ବାହିନୀଙ୍କ ଉଦ୍ୟମ ପରେ ଆୟତ୍ତ ହେଲା ନିଆଁ । ୩୦ ମିନିଟ ପରେ ଅଗ୍ନିକାଣ୍ଡ ଆୟତ୍ତ । ଘଟଣା ଘଟିବାର ୩୦ ମିନିଚ ଭିତରେ ଅଗ୍ନିଯୋଦ୍ଧାମାନେ ନିଆଁକୁ ଆୟତ୍ତକୁ ଆଣିଛନ୍ତି । ନିଆଁ ଯଦିଓ ଲିଭିଲାଣି ତଥାପି କାଁ ଭାଁ ସ୍ଥାନରେ କୁହୁଳୁଛି,…

କଇଁଛ ଦେହରେ ସାଟେଲାଇଟ୍-ଟ୍ୟାଗିଂ ଲଗାଇ ଗତିବିଧି ନିରୀକ୍ଷଣ

ଗହୀରମଥା ସମୁଦ୍ର ଉପକୂଳରୁ ଶ୍ରୀଲଙ୍କା ଉପକୂଳ ଯାଏଁ ୧ ହଜାର କିଲୋମିଟରରୁ ଅଧିକ ଦୂର ଯାତ୍ରା କରିଛି ଅଲିଭ୍ ରିଡ୍‌ଲେ ସାମୁଦ୍ରିକ କଇଁଛ। ଶ୍ରୀଲଙ୍କା ଉପକୂଳ ଯାଏଁ ଯିବା ପରେ ସେପ୍ଟେମ୍ବର ମାସରୁ ଏକ ସାଟେଲାଇଟ୍-ଟ୍ୟାଗିଂ ଅଲିଭ୍ ରିଡ୍‌ଲେ କଇଁଛ ସଙ୍କେତ ଦେବା ବନ୍ଦ କରି ଦେଇଛି। ଫଳରେ…

ଗଞ୍ଜାମରେ କିଆଫୁଲର ଅଭାବୀ ବିକ୍ରି

ଗଞ୍ଜାମ ଜିଲ୍ଲାର ଉପକୂଳବର୍ତ୍ତୀ ୪ଟି ବ୍ଲକ୍‌ ଛତ୍ରପୁର, ଗଞ୍ଜାମ, ରଙ୍ଗେଇଲୁଣ୍ଡା ଓ ଚିକିଟି ହେଉଛି କିଆଫୁଲ ଚାଷର ପ୍ରମୁଖ ପେଣ୍ଠସ୍ଥଳୀ। ୧୧୦ଟି ଗାଁର ଲୋକଙ୍କ ପ୍ରମୁଖ ଜୀବିକା ହେଉଛି କିଆଫୁଲ ଚାଷ, ଉତ୍ପାଦନ, ସଂଗ୍ରହ ଓ ପ୍ରକ୍ରିୟାକରଣ। ଜିଲ୍ଲାରେ ୨୨୦ଟି ପ୍ରକ୍ରିୟାକରଣ ୟୁନିଟ୍‌…

ଇସ୍କନ୍‌ ଚିଠି ଜବାବରେ ପୁଣି ଅସନ୍ତୋଷ ପ୍ରକାଶ କଲେ ଗଜପତି: ଅତିଥିରେ ରଥଯାତ୍ରା ଗ୍ରହଣୀୟ ନୁହେଁ

ସ୍ନାନଯାତ୍ରା ତିଥି ମାନିବୁ। ସାରା ବିଶ୍ବରେ ଜ୍ୟେଷ୍ଠ ପୂର୍ଣ୍ଣିମାରେ ସ୍ନାନଯାତ୍ରା ଆୟୋଜନ କରିବୁ। କିନ୍ତୁ ରଥଯାତ୍ରା ତିଥି ଅନୁସାରେ ପାଳନ କରିପାରିବୁନି। ଆଷାଢ଼ ଶୁକ୍ଳପକ୍ଷ ଦ୍ବିତୀୟ ତିଥିରେ ରଥଯାତ୍ରା ଆୟୋଜନ ମତରେ ଆମେ ସହମତ ନୋହୁଁ। ଗତ ଅକ୍ଟୋବର ୧୯ ତାରିଖରେ ପୁରୀଗଜପତି ମହରାଜା…

ନଣନ୍ଦେଇ ନିଆଁ ଲଗାଇଦେଇ ମାରି ଦେବାକୁ ଉଦ୍ୟମ

ଅଧିକାର ପାଇଁ ମାସ ମାସ ଧରି ସଂଘର୍ଷ କରୁଛନ୍ତି ପତ୍ନୀ l ଶାଶୂଘର ଲୋକଙ୍କ ନାଁରେ ମାମଲା ରୁଜୁ କରି ଦୋଷ ଛଡାଇ ଦେଇଛି ପୁଲିସ l ଶାଶୂଘର ଲୋକେ ନିଜ ଘର ଛାଡ଼ି ଅନ୍ୟତ୍ର ପଳାଇଥିବା ବେଳେ, ଚାଳ ଘରେ ଏକା ରୋଷେଇ କରି ସ୍ୱାମୀ ଅପେକ୍ଷାରେ ରହୁଥିଲେ ଭିନ୍ନ ଜାତିର ଭିନ୍ନକ୍ଷମ ବୋହୂ…

ଶ୍ରୀ ଜଗନ୍ନାଥ କାଜୁ କମ୍ପାନିରେ ଲାଗିଛି ନିଆଁ। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ

ଗୋଷାଣୀ ବ୍ଳକ ଅନ୍ତର୍ଗତ ଲାବାନ୍ୟଗଡ଼ ନିକଟ ଶ୍ରୀ ଜଗନ୍ନାଥ କାଜୁ କମ୍ପାନିରେ ଲାଗିଛି ନିଆଁ। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ ପାଇଁ ଉଦ୍ୟମ ଜାରି ରଖିଛନ୍ତି। ବିଳମ୍ବିତ ରାତି ୧୧ଟାରୁ ନିଆଁ ଲାଗିଥିବା ବେଳେ ଏବେବି ଜଳୁଛି…

ଚପଲ କିଣିଦେବା ଆଳରେ ଡ଼ାକିନେଇ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଜଙ୍ଗଲରେ ଦୁଷ୍କର୍ମ

କନ୍ଧମାଳଜିଲ୍ଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ପୁଣି ଲଜ୍ଜା। ଚପଲ କିଣିଦେବା ଆଳରେ ଡ଼ାକିନେଇ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ତାଙ୍କ ଗ୍ରାମର ଜଣେ ସମ୍ପର୍କୀୟ ଭାଇ ଦୁଷ୍କର୍ମ କରିଛନ୍ତି। ଏନେଇ ନାବାଳିକାଙ୍କ ଦାଦା ଶନିବାର ଅପରାହ୍ନରେ ଦାରିଙ୍ଗବାଡି ଥାନାରେ ଏକ…

ଦୀପାବଳି ବୋନସ ଦେଲାନି କମ୍ପାନୀ, ଆଗ୍ରାର ଲକ୍ଷ୍ନୌ ଏକ୍ସପ୍ରେସୱେର ଟୋଲ ଗେଟ୍ ଖୋଲିଦେଲେ କର୍ମଚାରୀ, ୩୦ ଲକ୍ଷ କ୍ଷତି

ଉତ୍ତର ପ୍ରଦେଶର ଫତେହାବାଦ ଟୋଲ୍ ଟ୍ୟାକ୍ସ କର୍ମଚାରୀମାନଙ୍କ ଅଭାବନୀୟ କାଣ୍ଡ । ଦୀପାବଳି ବୋନସ୍ କମ୍ ପାଇବା ପରେ ଟୋଲ୍ ଗେଟ୍ ଖୋଲି ଦେଇଛନ୍ତି କର୍ମଚାରୀ । ଫଳରେ ଟୋଲ୍ କମ୍ପାନୀର ୩୦ ଲକ୍ଷ ଲଙ୍କା କ୍ଷତି ହୋଇଛି ।ଖବର ମୁତାବକ, ଦୀପାବଳି ଅବସରରେ କମ୍ ବୋନସ ମିଳିବାରୁ ଫତେହାବାଦ ଟୋଲ…