ସୌମ୍ୟଶ୍ରୀ ମୃତ୍ୟୁ: ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ କଲା ୟୁଜିସି
ସୌମ୍ୟଶ୍ରୀଙ୍କ ମୃତ୍ୟୁ କୁ ନେଇ ୟୁଜିସି ପକ୍ଷରୁ ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ କରାଯାଇଛି । ପ୍ରଫେସର ରାଜ ମିତ୍ତଲଙ୍କ ଅଧ୍ୟକ୍ଷତାରେ କମିଟି ଗଠନ କରାଯାଇଛି । କମିଟିରେ ସୁଷମା ଯାଦବ, ନୀର୍ଜା ଗୁପ୍ତା ଓ ଅସୀମା ମଙ୍ଗଳା ରହିଛନ୍ତି । ଆତ୍ମାହୁତି ତଦନ୍ତ କରିବେ ଏହି ୪ ଜଣିଆ ଟିମ । ସମସ୍ତ!-->…
