Odia News Portal
Browsing Tag

swadhikar news

ଏଫ୍ଏମ୍ କଲେଜ ପୀଡିତା ଭୁବନେଶ୍ୱର ଏମ୍ସର ଭେଣ୍ଟିଲେଟର ସପୋର୍ଟରେ

ନିଜ ଜୀବନ ନେବାକୁ ଉଦ୍ୟମ କରିଥିବା ଫକୀର ମୋହନ କଲେଜ ଛାତ୍ରୀ ବର୍ତ୍ତମାନ ଭୁବନେଶ୍ୱର ଏମ୍ସରେ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି। ତାଙ୍କୁ ସ୍ୱତନ୍ତ୍ର ବର୍ଣ୍ଣ ୱାର୍ଡର ଆଇସିୟୁରେ ଭେଣ୍ଟିଲେଟର ସପୋର୍ଟରେ ରଖାଯାଇଛି। ତାଙ୍କ ଶରୀର ପ୍ରାୟ ୯୦ ପ୍ରତିଶତ ପୋଡ଼ିଯାଇଛି। ୮ ଜଣିଆ ଡାକ୍ତରୀ

୯୫ ପ୍ରତିଶତ ପୋଡ଼ିଯାଇଛନ୍ତି ଛାତ୍ରୀ : ଡାକ୍ତର କହୁଛନ୍ତି

ଭୟଙ୍କର, ହୃଦୟ ବିଦାରକ…ଅଧ୍ୟାପକଙ୍କ ନିର୍ଯାତନାରେ ଅତିଷ୍ଠ ହୋଇ ଶେଷରେ ନିଜ ଦେହରେ ନିଆଁ ଲଗାଇଦେଲେ ଛାତ୍ରୀ । ସର୍ବସମ୍ମୁଖରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ । ସ୍ଥିତି ଏମିତି ହେଲା ବାଲେଶ୍ବରରୁ ଏମ୍ସକୁ ତାଙ୍କୁ ସ୍ଥାନାନ୍ତର କରିବାକୁ ପଡ଼ିଲା । ପୂରା ରାଜ୍ୟରେ ଯାହା କେବେ ଘଟିନଥିଲା

ପ୍ରେମ ବିବାହ କଲେ ବୋଲି ନିର୍ଯାତନା ; ହଳରେ ବାନ୍ଧି ବଳଦ ଭଳି ବୁଲାଇଲେ ଗାଁଲୋକ

ପ୍ରେମ ବିବାହ କଲେ ବୋଲି ଅକଥନୀୟ ନିର୍ଯାତନା । ଗାଁରେ ଦେଖିବାକୁ ମିଳିଲା କଙ୍ଗାରୁ କୋର୍ଟର ଚିତ୍ର । ବଳଦ ବଦଳରେ ପ୍ରେମୀ ଯୁଗଳଙ୍କୁ ଲଙ୍ଗଳରେ ଯୋଚି ହଳ ବୁଲାଇଛନ୍ତି ଗାଁର ଲୋକ । ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ କଂଜାମଯୋଡ଼ି ଗାଁରେ ଯୁବକ ଯୁବତୀଙ୍କୁ ଦିଆଯାଇଛି ଏହିଭଳି

ଗଣତିମଣତି: ୩ ମାସ ଭିତରେ ଆରମ୍ଭ ସମ୍ଭାବନା

ରତ୍ନଭଣ୍ଡାର ମରାମତି କାମ ସମ୍ପୁଣ୍ଣ ହୋଇସାରିଛି । କିନ୍ତୁ ଗଣତିମଣତି ଲାଗି ଟିକିଏ ସମୟ ଲାଗିବ । ଗଣତି କାଯ୍ୟ ପାଇଁ ରିଜର୍ଭ ବ୍ୟାଙ୍କର ସହାୟତା ଲୋଡାଯାଇଛି ।  ସେଠାରୁ ସମ୍ମତି ମିଳିଲେ କାଯ୍ୟ ଆରମ୍ଭ ହେବ । ତଥାପି ଆଗାମୀ ୩ ମାସ ଭିତରେ ଆରମ୍ଭ ସମ୍ଭାବନା ।

ଡ୍ରାଇଭର ସଂଘକୁ ଆନ୍ଦୋଳନ ପ୍ରତ୍ୟାହାର କରିବାକୁ ଅନୁରୋଧ କଲେ ପରିବହନ ମନ୍ତ୍ରୀ

୭ ଦଫା ଦାବି ନେଇ ଓଡ଼ିଶା ଡ୍ରାଇଭର ମହାସଂଘର ଆନ୍ଦୋଳନ ଘଟଣାକୁ ନେଇ ପ୍ରତିକ୍ରିୟା ରଖିଲେ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା । ସେ କହିଛନ୍ତି ଯେ ୭ ଦଫା ଦାବିକୁ ନେଇ ସଫଳ ଆଲୋଚନା ହୋଇସାରିଛି । ସମସ୍ତ ଦାବିର ସମାଧାନ କରାଯିବା ନେଇ ମଧ୍ୟ ସରକାର ଡ୍ରାଇଭର ମହାସଂଘକୁ ପ୍ରତିଶ୍ରୁତି

୭ ବର୍ଷ ପରେ ସେପ୍ଟେମ୍ବରରେ ହେବ ଛାତ୍ର ସଂସଦ ନିର୍ବାଚନ

ଆସନ୍ତା ସେପ୍ଟେମ୍ବରରେ ହେବ ଛାତ୍ର ସଂସଦ ନିର୍ବାଚନ । ୭ ବର୍ଷ ପରେ କଲେଜ ନିର୍ବାଚନ ହେଉଥିବାରୁ ଚଳଚଞ୍ଚଳ କଲେଜ କ୍ୟାମ୍ପସ । ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇ ନଥିଲେ ବି ସେପ୍ଟେମ୍ବର ୨୫ କିମ୍ବା ୨୬ରେ ଛାତ୍ର ସଂସଦ ନିର୍ବାଚନ କରିବାକୁ ଉଚ୍ଚଶିକ୍ଷା‌ ବିଭାଗ ଯୋଜନା ପ୍ରସ୍ତୁତ କରିଛି ।

କଂଗ୍ରେସ ଏକ ଅସ୍ତଗାମୀ ରାଜନୈତିକ ଦଳ: ବିଜେପି

ରାହୁଲଙ୍କ ଓଡ଼ିଶା ଗସ୍ତ ନେଇ କଡ଼ା ସମାଲୋଚନା କଲା ବିଜେପି । ରାଜ୍ୟ ଉପସଭାପତି ବିରଞ୍ଚି ନାରାୟଣ ତ୍ରିପାଠୀ ପ୍ରେସମିଟ୍ ଜରିଆରେ କଂଗ୍ରେସକୁ କଟାକ୍ଷ କରିଛନ୍ତି । ବିରଞ୍ଚି କହିଛନ୍ତି, ନେହେରୁଙ୍କ ସମୟରେ ବାପା ଝିଅ, ଇନ୍ଦିରା ଗାନ୍ଧୀଙ୍କ ସମୟରେ ମାଆ ପୁଅ ଏବଂ ଏବେ ମାଆ, ପୁଅ, ଝିଅ ଓ

ଭୁବନେଶ୍ୱରରେ ପହଞ୍ଚିଲେ ରାହୁଲ ଗାନ୍ଧୀ

ଭୁବନେଶ୍ୱରରେ ପହଞ୍ଚିଲେ ରାହୁଲ ଗାନ୍ଧୀ । ରାହୁଲଙ୍କୁ ବିମାନବନ୍ଦରରେ ଜୋରଦାର ସ୍ୱାଗତ କରାଯାଇଛି ।  ସମ୍ବିଧାନ  ବଞ୍ଚାଅ ସମାବେଶରେ ସାମିଲ ହେବେ । ବରମୁଣ୍ଡା ପଡିଆରେ  ସମାବେଶରେ ଯୋଗ ଦେବେ । ରାହୁଲଗାନ୍ଧୀଙ୍କ ଗସ୍ତକୁ ନେଇ  ପୁଲିସ କଡା ସୁରକ୍ଷାର ବ୍ୟବସ୍ଥା କରିଛି ।  ଭୁବନେଶ୍ୱରରେ ୫୩

ରାଜଧାନୀରେ ବିଜୁ ମହିଳା ଜନତା ଦଳର ଗର୍ଜନ

ବିଜେଡି ନେତ୍ରୀ ଲେଖାଶ୍ରୀଙ୍କୁ ନେଇ ବିବାଦୀୟ ବୟାନ  ପ୍ରସଙ୍ଗରେ ବିଜେପି ବିଧାୟକ ସନ୍ତୋଷ ଖଟୁଆଙ୍କ ଗିରଫ ଦାରି ଦାବି  କରିଛି ବିଜୁ ମହିଳା ଜନତା ଦଳ ।  ଏନେଇ ଭୁବନେଶ୍ୱର ରାଜମହଲ ଛକରୁ ମାଷ୍ଟ କ୍ୟାଣ୍ଟିନ ଛକ ଯାଏଁ  ପ୍ରତିବାଦ ରାଲି କରିଛି ବିଜେଡି । ରାଲିରେ  ବହୁ ମହିଳା ନେତ୍ରୀ  ଏବଂ

ବନ୍ଧା ହେଲେ ଓଲିଉଡ୍ ଅଭିନେତା ପାର୍ଥସାରଥୀ ରାୟ, ଜାଣନ୍ତୁ ଗିରଫ ପଛର କାରଣ

ଗିରଫ ହେଲେ ଅଭିନେତା ପାର୍ଥସାରଥୀ । ଓଲିଉଡ ଅଭିନେତା ପାର୍ଥସାରଥୀ ରାୟଙ୍କୁ ବାନ୍ଧିଲା ପୋଲିସ । ଏନବିଡବ୍ଲୁ ଆଧାରରେ ପାର୍ଥଙ୍କୁ ଗିରଫ କଲା ବଡଗଡ଼ ଥାନା ପୋଲିସ । ଅଭିନେତା ପାର୍ଥଙ୍କୁ ପୋଲିସ ଗିରଫ କରିବା ପରେ ତାଙ୍କୁ କୋର୍ଟଚାଲାଣ କରାଯାଇଛି। ତେବେ ପୂର୍ବରୁ ତାଙ୍କର ଛାଡପତ୍ର ମାମଲା