ବନ୍ଧା ହେଲେ ଓଲିଉଡ୍ ଅଭିନେତା ପାର୍ଥସାରଥୀ ରାୟ, ଜାଣନ୍ତୁ ଗିରଫ ପଛର କାରଣ
ଗିରଫ ହେଲେ ଅଭିନେତା ପାର୍ଥସାରଥୀ । ଓଲିଉଡ ଅଭିନେତା ପାର୍ଥସାରଥୀ ରାୟଙ୍କୁ ବାନ୍ଧିଲା ପୋଲିସ । ଏନବିଡବ୍ଲୁ ଆଧାରରେ ପାର୍ଥଙ୍କୁ ଗିରଫ କଲା ବଡଗଡ଼ ଥାନା ପୋଲିସ ।
ଅଭିନେତା ପାର୍ଥଙ୍କୁ ପୋଲିସ ଗିରଫ କରିବା ପରେ ତାଙ୍କୁ କୋର୍ଟଚାଲାଣ କରାଯାଇଛି। ତେବେ ପୂର୍ବରୁ ତାଙ୍କର ଛାଡପତ୍ର ମାମଲା!-->!-->!-->…
