ଶିମିଳିପାଳ କଳାବାଘକୁ ନେଇ ଚର୍ଚ୍ଚା ଥମୁନି: ୩୨ବର୍ଷ ପୂର୍ବରୁ ଠାବ ହୋଇଥିଲା ପ୍ରଥମ କଳାବାଘ
‘ନ୍ୟାସ୍ନାଲ୍ ଜିଓଗ୍ରାଫିକ୍’ ପତ୍ରିକାର ପ୍ରଚ୍ଛଦପୃଷ୍ଠାରେ ସ୍ଥାନ ପାଇଛି ଶିମିଳିପାଳର କଳାବାଘ। ଯାହାକି ଶିମିଳିପାଳକୁ ପୁଣିଥରେ ଚର୍ଚ୍ଚାକୁ ଆଣିଛି। ତେବେ, ଶିମିଳିପାଳ ସହ କଳାବାଘର ସମ୍ପର୍କ ଆଜିର ନୁହେଁ। ପ୍ରାୟ ୩୨ବର୍ଷ ତଳୁ କଳାବାଘକୁ ନେଇ ଶିମିଳିପାଳ ଚର୍ଚ୍ଚାକୁ ଆସିଛି।…
