ଜୁନ ୨୦ରୁ ଖୋଲିବ ସ୍କୁଲ
ରାଜ୍ୟରେ ଜୁନ ୨୦ରେ ଖୋଲିବ ସ୍କୁଲ । ୧୮ ବଦଳରେ ଜୁନ ୨୦ରେ ଖୋଲିବ ସ୍କୁଲ । ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଗଣଶିକ୍ଷା ବିଭାଗରୁ ସ୍କୁଲ ଖୋଲିବା ନେଇ ଚିଠି ଦିଆଯାଇଛି । ରଜ ପରେ ସ୍କୁଲ ଖୋଲିବା ନେଇ ଚର୍ଚ୍ଚା ରହିଥିଲା । ଆଉ ଦୁଇ ଦିନ ଛୁଟି ଘୁଞ୍ଚାଯାଇଛି । ତେବେ ଜୁନ ୧୮ ବଦଳରେ!-->…
