ଅହମ୍ମଦାବାଦ ସିଭିଲ୍ ହସ୍ପିଟାଲରେ ଜମୁଛି ସମ୍ପର୍କୀୟଙ୍କ ଗହଳି, ପରିଚୟ ମିଳିଥିବା ମୃତକଙ୍କ କରାଯାଉଛି ଶବ ହସ୍ତାନ୍ତର
ବିମାନ ଦୁର୍ଘଟଣାରେ ମୋଟ୍ ୨୬୫ ଜଣଙ୍କ ଜୀବନ ଯାଇଥିବା ସ୍ପଷ୍ଟ ହୋଇଛି । ଆଉ ନିଜ ପ୍ରିୟଜନଙ୍କ ମୃତଦେହ ନେବାପାଇଁ ଅହମ୍ମଦାବାଦ ମେଡିକାଲରେ ସମ୍ପର୍କୀୟଙ୍କ ଗହଳି ଲାଗିଲାଣି । ଦୁର୍ଘଟଣା ପରେ ବିସ୍ଫୋରଣ ପାଇଁ ଅଧିକାଂଶ ମୃତଦେହ ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଛି । ଆଉ ପରିଚୟ ପାଇଁ ଡିଏନ୍ଏ!-->…
