Odia News Portal
Browsing Tag

swadhikar news

ଧାନ କମୁଛି, ମାଣ୍ଡିଆ ଚାଷ ବଢ଼ୁଛି

କେନ୍ଦୁଝର ଜିଲ୍ଲାରେ ବର୍ଷକୁ ବର୍ଷ ଧାନଚାଷ କମୁଥିବା ବେଳେ ମାଣ୍ଡିଆ ଚାଷ ବଢ଼ିବାରେ ଲାଗିଛି। କେନ୍ଦୁଝର ଜିଲ୍ଲାର ୧୩ଟି ବ୍ଲକ୍‌ରେ ଚଳିତ ବର୍ଷ ମୋଟ ୨ଲକ୍ଷ ୭୪ହଜାର ୬୫୦ ହେକ୍ଟର ଜମିରେ ଚାଷ ହେବାକୁ ଲକ୍ଷ୍ୟ ରଖାଯାଇଛି। କୃଷି ବିଭାଗର ଲକ୍ଷ୍ୟଧାର୍ଯ୍ୟ ଓ ଲକ୍ଷ୍ୟ ପୂରଣ ଭିତରେ ଅନେକ ବ୍ୟବଧାନ…

ଅମଲା ସଂଘ-ସରକାର ମୁହାଁମୁହିଁ: ମୁଖ୍ୟ ସଚିବଙ୍କ ସହ ଆଲୋଚନାରୁ ନିଷ୍କର୍ଷ ବାହାରିଲାନି

ରାଜସ୍ବ ଅମଲା ସଂଘର ଆନ୍ଦୋଳନ ୧୫ ଦିନରେ ପହଞ୍ଚିଛି। ଆଜି ମୁଖ୍ୟ ଶାସନ ସଚିବଙ୍କ ସହ ସଂଘର ଆଲୋଚନାରୁ କୌଣସିନିଷ୍କର୍ଷବାହାରିପାରି ନାହିଁ। ଅପର ପକ୍ଷରେ ସରକାର ସେମାନଙ୍କୁ ପୁଣି ନାଲି ଆଖି ଦେଖାଇଛନ୍ତି। ସମୂହ ଛୁଟିରେ ଯାଇଥିବାକର୍ମଚାରୀଙ୍କବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ…

ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ: ‘ବେଆଇନ ନିଶା କାରବାର ରୋକ’

ରାଜ୍ୟରେ ବେଆଇନ ମାଦକ ଦ୍ରବ୍ୟ ଓ ନିଶାଦ୍ରବ୍ୟ ଚୋରାଚାଲାଣ ରୋକିବା ପାଇଁ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ନିର୍ଦ୍ଦେଶ ଦେଇଛନ୍ତି। ବିଶେଷ କରି ବିଦ୍ୟାଳୟ, ମହାବିଦ୍ୟାଳୟ ଏବଂ ସଂଲଗ୍ନ ଅଂଚଳରେ ବେଆଇନ ନିଶାଦ୍ରବ୍ୟ ବିକ୍ରି, ସେବନ ଓ କାରବାର ଯେପରି ନହୁଏ…

BIS ର ଜାତୀୟ ନିର୍ମାଣ କୋଡ୍ କମିଟିକୁ ଇଞ୍ଜିନିୟର ଅଶୋକ ବାସା ମନୋନୀତ

ଭାରତର ନିର୍ମାଣ କୋଡ୍ ସଂଶୋଧନ ପାଇଁ ଦାୟୀ ସର୍ବୋଚ୍ଚ ସଂସ୍ଥା, ବ୍ୟୁରୋ ଅଫ୍ ଇଣ୍ଡିଆନ୍ ଷ୍ଟାଣ୍ଡାର୍ଡସ୍ (BIS) ର ଜାତୀୟ ନିର୍ମାଣ କୋଡ୍ କମିଟି (CED 46) ର ସଦସ୍ୟ ଭାବରେ ଇଞ୍ଜିନିୟର ଅଶୋକ ବାସାଙ୍କୁ ମନୋନୀତ କରାଯାଇଛି। ଉଲ୍ଲେଖନୀୟ ଯେ, ଇଂଜିନିଅର ବାସା ପୂର୍ବରୁ ଭାରତୀୟ ସଡ଼କ…

ଭୁବନେଶ୍ବରରେ ପୂର୍ବାଞ୍ଚଳ ବେସାମରିକ ବିମାନ ଚଳାଚଳ ସମ୍ମିଳନୀ ଆରମ୍ଭ

ଭୁବନେଶ୍ବରରେ ପୂର୍ବାଞ୍ଚଳ ବେସାମରିକ ବିମାନ ଚଳାଚଳ ସମ୍ମିଳନୀ ଆରମ୍ଭ ହୋଇଛି। ଏହି ସମ୍ବିଳନୀରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ ରାମମୋହନ ନାଇଡୁ ଯୋଗ ଦେଇଛନ୍ତି। ଏଥିରେ ଆଞ୍ଚଳିକ ବିମାନ ସେବା ପ୍ରସଙ୍ଗକୁ ଗୁରୁତ୍ବ ଦିଆଯିବ। ସମ୍ମିଳନୀରେ ପୂର୍ବ ଭାରତର ରାଜ୍ୟଗୁଡ଼ିକ…

ଗଣପର୍ବ ନୂଆଁଖାଇ ପାଇଁ ବଢ଼ିଲା ପ୍ରସ୍ତୁତି: ସମଲେଶ୍ବରୀ ମନ୍ଦିରକୁ ଆସିଲା ନୂଆ ଧାନ, ଆଜି ପାର୍ଶ୍ବ ଦେବଦେବୀଙ୍କ…

ଗଣପର୍ବ ନୂଆଁଖାଇ ପାଇଁ ପଶ୍ଚିମ ଓଡ଼ିଶାରେ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ଏଥିପାଇଁ ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ବରୀଙ୍କ ପୀଠରେ ‘ସରିଆ’ ଧାନ ପହଞ୍ଚିଛି। ରବିବାର ପୂର୍ବାହ୍ନ ୧୦ଟାରେ ସମ୍ବଲପୁର ସହର ଉପକଣ୍ଠ ବଲବସରପୁରର ସୁବାସ ବେହେରା ପରିବାର ସହିତ ଆସି ନୂଆ ଧାନ ଅର୍ପଣ କରିଛନ୍ତି।…

ଆଖିବୁଜିଲା ‘ମୌସୁମୀ’ର ଧଳାବାଘ ଛୁଆ

ପାଖାପାଖି ଅଢ଼େଇ ମାସର ଚିକିତ୍ସା ସତ୍ତ୍ବେ ନନ୍ଦନକାନନ ପ୍ରାଣୀ ଚିକିତ୍ସାକେନ୍ଦ୍ରରେ ଇନ୍‌କ୍ୟୁବେଟର୍‌ରେ ଥିବା ଧଳାବାଘ ଛୁଆଟି ଗତକାଲି ରାତିରେ ଆଖି ବୁଜିଛି। ଧଳାବାଘୁଣୀ ମୌସୁମୀର ଦ୍ବିତୀୟ ଗର୍ଭରୁ ଜନ୍ମ ନେଇଥିବା ଏହି ଛୁଆଟିର ମୃତ୍ୟୁ ପରେ ନନ୍ଦନକାନନରେ ଧଳାବାଘ ବଂଶବୃଦ୍ଧିକୁ ଏକ…

ବୋମା ଫୁଟାଇ ସୁନା ଦୋକାନରେ କଳାକନା ବୁଲାଇଲେ ଦୁର୍ବୃତ୍ତ

ଖୋର୍ଦ୍ଧା ଜଙ୍କିଆ ଥାନା ଅନ୍ତର୍ଗତ ଛଣଗିରିସ୍ଥିତ ସାଇ ସୋନୁ ଅଳଙ୍କାର ଦୋକାନରୁ ଆଜି ମଧ୍ୟାହ୍ନରେ ଲୁଟେରାମାନେ ଆସି ଦୋକାନରୁ ସର୍ବସ୍ବ ଲୁଟି ଥିବା ଜଣାପଡ଼ିଛି। ୪ଟି ପଲସରରେ ୮ ଜଣ ଦୁର୍ବୃତ୍ତ ଗୁଳି ଓ ବୋମା ଫୁଟାଇ ଭୟଭୀତ ଦୋକାନରେ ଥିବା କର୍ମଚାରୀଙ୍କୁ ଭୟଭୀତ କରିଥିଲେ। ପରେ ଦୋକାନରେ…

ମାଓ କ୍ୟାମ୍ପ ଠାବ: ଜଣେ ନକ୍ସଲ ଗିରଫ, ବିସ୍ଫୋରକ-ବନ୍ଧୁକ ଜବତ

ସେହିପରି ନାରାୟଣପୁର ଜିଲ୍ଲାର ମାରକାବେଡା ଜଂଗଲରେ ଆଇଟିବିପି ଓ ଡିଆରଜି ଯବାନ ସର୍ଚ୍ଚ ଅପରେସନ କରୁଥିବା ବେଳେ ଜଂଗଲରେ ଜଣେ ସନ୍ଦିଗ୍ଧ ବ୍ୟକ୍ତି ଯବାନଙ୍କୁ ଦେଖି ଦୌଡି ପଳାଇବାକୁ ଚେଷ୍ଟା କରୁଥିଲା। ତୁରନ୍ତ ଯବାନ ଜଂଗଲକୁ ଘେରି ସେହି ବ୍ୟକ୍ତିକୁ ଗିରଫ କରିଥିଲେ। ବ୍ୟକ୍ତି ଜଣକ ହେଲେ…

ବେଆଇନ ଗୋରୁ ଚାଲାଣକାରୀ ପିକ୍‌ଅପ୍‌ ଜବତ, ଚାଳକ ଫେରାର

ବଲାଙ୍ଗୀରଜିଲ୍ଲା ଦେଓଗାଁ ଥାନା ଅନ୍ତର୍ଗତ ବନ୍ଧପଡ଼ା ପୁଲିସ ଫାଣ୍ଡିର ସିଂହାମୁଣ୍ଡା-ଆମ ଘାଟରାସ୍ତାରେ ଦୁଇଟି ମେକ୍ସ ପିକ୍‌ଅପ୍‌ ଗାଡ଼ିରେ ଗାଈ ଓ ବଳଦ ଚୋରା ଚାଲାଣ ହେଉଥିବାର ଖବର ପାଇ ଚଢ଼ଉ କରିଥିଲେ ଏକ ସଂଗଠନର କର୍ମକର୍ତ୍ତା। ଏନେଇ ଗାଡ଼ିକୁ ଧରିବା ପରେ ଦେଓଗାଁ ପୁଲିସକୁ ଖବର…