ଜୁନ୍ରେ ସରିବ ରାସନ କାର୍ଡ E-KYC ପ୍ରକ୍ରିୟା, ବାଦ୍ ପଡିପାରନ୍ତି ୨୦ ଲକ୍ଷ ହିତାଧିକାରୀ
ଜୁନ୍ରେ ସରିବ ରାସନ କାର୍ଡ E-KYC ପ୍ରକ୍ରିୟା । ଏଥିରୁ ବାଦ୍ ପଡିପାରନ୍ତି ୨୦ ଲକ୍ଷ ହିତାଧିକାରୀ । ବର୍ତ୍ତମାନ ସୁଦ୍ଧା ୯୫ ପ୍ରତିଶତ ହିତାଧିକାରୀ E-KYC କରିଛନ୍ତି । ଯେଉଁମାନେ E-KYC କରିନାହାନ୍ତି ସେମାନଙ୍କୁ ବାଦ୍ ଦିଆଯିବ ବୋଲି କହିଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର!-->…
