ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ରାଜ୍ୟ ସରକାର
ଓଡିଶାର ସଡକ ଭିତ୍ତିଭୁମି କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛି କେନ୍ଦ୍ର। ୬ ଲେନ୍ ବିଶିଷ୍ଟ ୧୧୦ କିମି ଲମ୍ବା ଭୁବନେଶ୍ବର ବାଇପାସ ନିର୍ମାଣକୁ ମିଳିଛି କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ। ଏହି ପ୍ରକଳ୍ପ ହେଲେ ଖୋର୍ଦ୍ଧା-ଭୁବନେଶ୍ବର-କଟକ ସହରରୁ କମିବ ଟ୍ରାଫିକ ସମସ୍ୟା। ଏଥିସହ…
