Odia News Portal
Browsing Tag

swadhikar news

‘ଜରୀ ମାଉସୀ’ଙ୍କ ଦେହାନ୍ତ

ଆଉ ନାହାନ୍ତି କେନ୍ଦ୍ରାପଡାର ଜରି ମାଉସୀ କମଳା ମହାରଣା । ଆଉ ନାହାନ୍ତି କେନ୍ଦ୍ରାପଡାର ଜରି ମାଉସୀ କମଳା ମହାରଣା । କଟକରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁବେଳକୁ ତାଙ୍କୁ ୬୬ ବର୍ଷ ବୟସ ହୋଇଥିଲା । ଗତ ଏପ୍ରିଲ ୨୮ ତାରିଖରେ ଅସାବଧାନତା

ଶ୍ରୀ ଜଗନ୍ନାଥ ଙ୍କ ଖଜା ଭୋଗ କିଣୁଥିଲେ ସାବଧାନ

ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ପ୍ରସିଦ୍ଧ ଖଜା ଭୋଗ କିଣୁଛନ୍ତି କି? ମନ୍ଦିର ବାହାରୁ ଖଜା କିଣୁଥିଲେ ସାବଧାନ l ଯଦି ଆପଣ ଏକ କିଲୋ ଖଜା ଖଜା କିଣୁଛନ୍ତି ଆପଣ ପ୍ରକୃତ ରେ 700 ଗ୍ରାମ ଖଜା ପାଇବେ lଏଭଳି ଏକ ଚଞ୍ଚଲ୍ୟକର ଠକେଇ ଘଟଣା ପୁରୀ ବଡଦାଣ୍ଡ ରେ ଧରପଡ଼ିଛି l ବ୍ରହ୍ମପୁର ରୁ ଆସିଥିଲେ

ଅସଲି ଭିତରେ ନକଲି ନୋଟ

ଅସଲି ନୋଟ ଭିତରେ ପେପେର କଟିଙ୍ଗ ରଖି ଜାଲିଆତି କରି ଠକୁଥିବା ଏକ ପାଞ୍ଚ ଜଣିଆ ଗ୍ୟାଙ୍ଗ କୁ କମିସନରଟେ ପୋଲିସ ଗିରଫ କରିଛି l ଏହି ପାଞ୍ଚ ଜଣିଆ ଗ୍ୟାଙ୍ଗ ରେ ଜଣେ ମହିଳା ଓ ଚାରି ଜଣ ପୁରୁଷ ଅଛନ୍ତି l ସେମାନେ ଟଙ୍କା ବଣ୍ଡଲ ରେ ଉପରେ ଓ ତଳେ ଅସଲି ନୋଟ ରଖି ଭିତରେ ପେପେର କଟିଙ୍ଗ ରଖି 10

ବୋଥ୍ରା ଙ୍କ ଲେମ୍ବୁ ଲଙ୍କା ଥିଓରି

କୌଣସି ଅପରାଧିକ ମାମଲା ର ତଦନ୍ତ କଲାବେଳେ ଅନେକ ସମୟରେ ଏଭଳି ଚଞ୍ଚଲ୍ୟକର ଘଟଣା ନଜର କୁ ଆସେ ସେଥିରେ ଲୋମ ଟାଙ୍କୁରି ଉଠେ l କିନ୍ତୁ ସେହି ଘଟଣା ଆଇନ ଅଦାଲତ ରେ ପ୍ରମାଣ କରିବା ବା ଦୋଷୀ କୁ ଦଣ୍ଡ ଦେବା ସମ୍ଭବପର ହୋଇନଥାଏ l ଏଭଳି ଏକ ଚଞ୍ଚଲ୍ୟକର ତଥ୍ୟ ଦେଇ କ୍ରାଇମ୍ଏ ବ୍ରାଞ୍ଚ adg ଅରୁଣ

ପରକୀୟା ପ୍ରୀତିରୁ ଜଘନ୍ୟ ହତ୍ୟାକାଣ୍ଡ: ଜିଅନ୍ତା ଜାଳିଦେଲେ ପତ୍ନୀ, ପୁଅ

ବାରମାସୀ ଦଣ୍ଡା ସାହିରେ। ଗତକାଲି ବିଳମ୍ବିତ ରାତିରେ ପଞ୍ଚରିଡ଼ା ବନପାଳ ଶିଶିର କୁମାର ସାହୁ (୫୩)ଙ୍କୁ ତାଙ୍କ ପତ୍ନୀ ନମିତା ଓ ପୁଅ ଅଭିଷେକ ଜିଅନ୍ତା ଜାଳି ଦେଇଥିବା ଅଭିଯୋଗ ହୋଇଛି। ବର୍ତ୍ତମାନ ସୁଦ୍ଧା ପୁଲିସ ଏହି ମାମଲାରେ କାହାରିକୁ ଗିରଫ ଦର୍ଶାଇ ନଥିଲେ ମଧ୍ୟ ପତ୍ନୀ ନମିତା ଓ

 ଶ୍ରୀମନ୍ଦିର ସୁରକ୍ଷା ପାଇଁ ଖୁବ ଶୀଘ୍ର ଆଣ୍ଟି ଡ୍ରୋନ ଟେକ୍ନୋଲୋଜି: ଆଇନ ମନ୍ତ୍ରୀଙ୍କ ବଡ ସୂଚନା

ପୁଣି ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ୍, ସୁଟ୍ ହେଲା ଭିଡିଓ। ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡ଼ି ଭିଡିଓ ସୁଟ୍ ହୋଇଥିବାର ଏକ ଭିଜୁଆଲ୍ ଭାଇରାଲ ହେବାରେ ଲାଗିଛି। ‘ଷ୍ଟୋରୀ ବାଏ ନରୁ ଗୋପାଳ’ ନାମକ ଏକ ଇନଷ୍ଟାଗ୍ରାମ ଆଇଡିରେ ଗତ ମେ ୩୦ ତାରିଖରେ ଏହାକୁ ପୋଷ୍ଟ କରାଯାଇଛି। ଡ୍ରୋନ୍ ଉଡିବା

ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡ଼ିବା ଭିଡିଓ ଭାଇରାଲ ପ୍ରସଙ୍ଗ

ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡ଼ିବା ଭିଡିଓ ଭାଇରାଲ ପ୍ରସଙ୍ଗ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସିହଂଦ୍ୱାର ଥାନାରେ ଏତଲା ଦିଆଗଲା । ମାମଲା ରୁଜୁ ପରେ ଖୁବଶୀଘ୍ର କାର୍ଯ୍ୟାନୁଷ୍ଠାନ ନେବାକୁ ପୁଲିସ ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି । ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡ଼ିବା ଭିଡିଓ

ବିସ୍ଫୋରକ ଭର୍ତ୍ତି ୨ଟି ଟ୍ରକ ଠାବ

ସନ୍ଦେହଜନକ ଅବସ୍ଥାରେ ବିସ୍ଫୋରକ ଭର୍ତ୍ତି ଟ୍ରକ ମିଳିଛି । ବିଲୁଘାଟ ପେଟ୍ରୋଲ ପମ୍ପ ନିକଟରୁ ୨ଟି ଟ୍ରକକୁ ନେଇ ସସ୍‌ପନ୍ସେ । ଘଟଣାସ୍ଥଲରେ ପୋଲିସ, ଖଣି ବିଭାଗ ଓ ଜିଏସଟି ଅଧିକାରୀ ଉପସ୍ଥିତ ରହି ତଦନ୍ତ କରୁଛନ୍ତି । ୨ଟି ଗାଡିରେ ବିପୁଳ ପରିମାଣରେ ବିସ୍ଫୋରକ ଥିବା ସୂଚନା ମିଳିଛି ।

ଦୁଗ୍ଧ ଉତ୍ପାଦନରେ ଆତ୍ମନିର୍ଭରଶୀଳ ହେବ ଓଡ଼ିଶା: ମୁଖ୍ୟମନ୍ତ୍ରୀ

ରାଜ୍ୟ ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ପକ୍ଷରୁ ସ୍ଥାନୀୟ ଲୋକସେବା ଭବନ ସମ୍ମେଳନ କକ୍ଷଠାରେ ରାଜ୍ୟସ୍ତରୀୟ ବିଶ୍ଵ ଦୁଗ୍ଧ ଦିବସ-୨୦୨୫ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ଓମଫେଡ଼ ଦୁଗ୍ଧ ଉତ୍ପାଦକମାନଙ୍କୁ ସରକାରଙ୍କ ତରଫରୁ ଲିଟର ପିଛା ୩ ଟଙ୍କା ଅଧିକ

 NH କଡରୁ ASIଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର, ଦୁର୍ଘଟଣା ନା ହତ୍ୟା?

ଜାତୀୟ ରାଜପଥ କଡରୁ ମିଳିଲା ASIଙ୍କ ଅର୍ଦ୍ଧଦଗ୍ଧ ମୃତଦେହ । କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ବନମାଳିପୁର ରାସ୍ତାରୁ ASI ପବିତ୍ର ଗୋଲାପିଙ୍କ ମୃତଦେହ ଉଦ୍ଧାର ହୋଇଛି । ତାଙ୍କ ବାଇକର ଅଧା ଅଂଶ ମଧ୍ୟ ପୋଡିଯାଇଛି । ପବିତ୍ର ଗୋଲାପି କିଛି ଦିନ ହେବ ଭବାନୀପାଟଣା