Odia News Portal
Browsing Tag

swadhikar news

ନୟାଗଡ଼ ମେଡିକାଲରେ ମହିଳାଙ୍କ ମୃତ୍ୟୁ ନେଇ ଉତ୍ତେଜନା, ପୋଲିସ ଫୋର୍ସ ମୁତୟନ

ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା। ଚିକିତ୍ସା ଅବହେଳାରୁ ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ। ଯାହା ପରେ ଏହି ଘଟଣାକୁ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚାପା ଉତ୍ତେଜନା ଦେଖାଯାଇଛି।  ଖବର ଅନୁଯାୟୀ, ନୟାଗଡ଼ ବାଲୁଗାଁ ଗ୍ରାମର ସଞ୍ଜୟ କୁମାର ନାୟକଙ୍କ ପତ୍ନୀ ମମତା

ଭୁବନେଶ୍ବରରେ ସିରିଜ୍‌ ଦୁର୍ଘଟଣା : ଅଟୋ ସହ ୨ଟି କାର୍‌କୁ ପଛରୁ ଧକ୍କା ଦେଲା ଆଉ ଏକ କାର୍‌

ରାଜଧାନୀରେ ସିରିଜ୍‌ ଦୁର୍ଘଟଣା । ଭୁବନେଶ୍ବର ୟୁନିଟ୍‌ ୨ ପେଟ୍ରୋଲ ପମ୍ପ୍ ନିକଟରେ ସିରିଜ୍‌ ଦୁର୍ଘଟଣା ଘଟିଛି । ଅଟୋ ସହ ୨ଟି କାର୍‌କୁ ପଛରୁ ଧକ୍କା ଦେଲା ଅନ୍ୟ ଏକ କାର୍‌ । ଏକ ସରକାରୀ କ୍ବାର୍ଟର ଗେଟ୍‌ ଭାଙ୍ଗି ଘର ଭିତରକୁ ମାଡ଼ିଗଲା କାର୍‌ । ଦୁର୍ଘଟଣାରେ ୩ ଜଣ ଆହତ ହୋଇଛନ୍ତି ।

୧୩ ବର୍ଷୀୟା ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ: ବିଷ ପିଇଦେଲେ ପୀଡ଼ିତା

ପୁରୀ ଜିଲ୍ଲା ସତ୍ୟବାଦୀରେ ଲଜ୍ଜା। ୧୩ ବର୍ଷୀୟା ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ ହୋଇଛି । ମାନସିକ ଭାରସାମ୍ୟ ହରାଇ ବିଷ ପିଇଦେଲେ ନାବାଳିକା। ଗୁରୁତର ଅବସ୍ଥାରେ ସାକ୍ଷୀଗୋପାଳ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଅବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ

ଟ୍ରେନରୁ ଖସି ଯୁବକଙ୍କ ମୃତ୍ୟୁ

ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ଖନ୍ତାପଡ଼ା ରେଳ ଷ୍ଟେସନର ସେକ୍ସନ ନିକଟରେ ଜଣେ ଯୁବକଙ୍କ ମୃତ ଶରୀର ପଡ଼ିଥିବାର ଦେଖିବାକୁ ମିଳିଛି। ଘଟଣା ଅନୁଯାୟୀ ଟ୍ରେନରେ ଯାତାୟତ ସମୟରେ ଯୁବକଜଣକ ଖସିପଡ଼ିଥିବାର ଅନୁମାନ କରାଯାଉଛି। ହେଲେ ଯୁବକଙ୍କ ପରିଚୟ ମିଳିପାରିନଥିବା ବେଳେ ରେଲୱେ ପୁଲିସ ଘଟଣା

ମାକଡ଼ ନଦୀ ରେ ପୋଲ ନିର୍ମାଣ ପାଇଁ ଦିନରେ ସ୍ବପ୍ନ ଦେଖାଉଚି ପ୍ରଶାସନ

କୋରାପୁଟ ଜିଲ୍ଲାପାଳଙ୍କ ମିଛ ପ୍ରତିଶୃତି ! ଝାଲିଆଗୁଡା ଗ୍ରାମବାସୀଙ୍କୁ ପ୍ରତିଶୃତି ଦେଇ ପ୍ରତାରଣା ଦେଉଛନ୍ତି ଜିଲ୍ଲାପାଳ ମୋହଦୟ !ଜନଶୁଣାଣୀରେ ଦୁତୀୟ ଥର ଅବିଯୋଗ ଗ୍ରହଣ ନକରି ପୋଲୋ ନିର୍ମାଣ ପାଇଁ ଅନୁଦାନ ଆସିଛି କହି ଲୋକଙ୍କୁ ମିଛ ଆଶା ଦେଇଥିବା ଜିଲ୍ଲାପାଳଙ୍କ ନାମରେ କ୍ଷବ ପ୍ରକାଶ

ନିଶ୍ଚିନ୍ତକୋଇଲି ବ୍ଲକ୍ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା, ରାଜନୈତିକ ଉଷ୍ମତା ବଢ଼ିଲା

 ନିଶ୍ଚିନ୍ତକୋଇଲି ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଆଜି ଅନାସ୍ଥା ଭୋଟ୍ ।  ନିଶ୍ଚିନ୍ତକୋଇଲି ପଞ୍ଚାୟତ ସମିତିର ୩୧ ଜଣ ସଦସ୍ୟ ବ୍ଲକ ଅଧ୍ୟକ୍ଷା ରୋଜି ସେଠୀଙ୍କ ବିରୋଧରେ ଆଣିଥିଲେ ଅନାସ୍ଥା ପ୍ରସ୍ତାବ । ତେବେ ପୂର୍ବରୁ ଗତ ମେ ୧୩ ତାରିଖରେ ଅନାସ୍ଥା ଭୋଟ ଗ୍ରହଣ କରିବା ପାଇଁ ସ୍ଥିର ହୋଇଥିଲା ।

ED ଡେପୁଟି ଡାଇରେକ୍ଟରଙ୍କୁ ବାନ୍ଧିଲା CBI, ଖଣି ମାମଲା ରଫାଦଫା ପାଇଁ ନେଉଥିଲେ୨୦ ଲକ୍ଷ

ଭୁବନେଶ୍ୱରର ED ଡେପୁଟି ଡାଇରେକ୍ଟରଙ୍କୁ ଗିରଫ କଲା CBI । ED ଡେପୁଟି ଡାଇରେକ୍ଟର ଚିନ୍ତନ ରଘୁବଂଶୀଙ୍କୁ ଗିରଫ କରିଛି CBIର ଏକ ଟିମ୍ । କ୍ୟାପିଟାଲ ହସ୍ପିଟାଲରେ ସ୍ବାସ୍ଥ୍ୟ ପରୀକ୍ଷା ପରେ ତାଙ୍କୁ ଗିରଫ କରିଛି CBI । ଆଜି ଚିନ୍ତନ ରଘୁବଂଶୀଙ୍କୁ CBI କୋର୍ଟ ଚାଲାଣ କରିପାରେ । ସୂଚନା

ପୁରୀ ବିଜେଡିରେ ହଲଚଲ; ସୁନିଲ କହିଲେ – କୁଚକ୍ରୀ ଶୁଭାଶିଷ

ପୁରୀ ବିଧାୟକ ସୁନିଲ ମହାନ୍ତି ଦଳ ବିରୁଦ୍ଧରେ ଦେଇଛନ୍ତି ବିସ୍ପୋରକ ବୟାନ। ବିଜେଡି ନେତା ପ୍ରତାପ ଦେବଙ୍କ ଘରେ ପୁରୀ ଜିଲ୍ଲା ବୈଠକ ବସିବା ନେଇ ସୁନିଲ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ଦଳର ମୁଖିଆ ନବୀନ ପଟ୍ଟନାୟକ ମନା କରିବା ସତ୍ତ୍ବେ ଦୁଇ ଜଣ ନେତା ପ୍ରତାପ ଦେବଙ୍କ ଘରେ ପୁରୀ

ଚାଷୀ ଭାଇ ଭଉଣୀମାନଙ୍କୁ ସମାଜର ଆର୍ଥିକ ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ଏହା ଏକ ଐତିହାସିକ ପଦକ୍ଷେପ –…

ଭାରତ ସରକାରଙ୍କ କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଆଜି ପୁରୀର ସାକ୍ଷୀଗୋପାଳ ସ୍ଥିତ କୃଷି ବିଜ୍ଞାନ କେନ୍ଦ୍ର ଠାରେ ବିକଶିତ କୃଷି ସଂକଳ୍ପ ଅଭିଯାନ ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର କୃଷିମନ୍ତ୍ରୀ ଶ୍ରୀ ଶିବରାଜ ସିଂ ଚୌହାନ୍‌ ଓ ମୁଖ୍ୟମନ୍ତ୍ରୀ

ଋତୁସ୍ରାବ, ଈଶ୍ବରଙ୍କ ପ୍ରଦତ୍ତ ଆଶୀର୍ବାଦ

ସମାଜରୁ ଋତୁସ୍ରାବ ଜନିତ ନୀରବତା ଭାଙ୍ଗିବାକୁ ପଡିବ ବୋଲି ଆଜି ଭୁବନେଶ୍ୱରସ୍ଥିତ ରାଜ୍ୟ ମହିଳା ଓ ଶିଶୁ ପ୍ରତିଷ୍ଠାନରେ ଆୟୋଜିତ ବିଶ୍ଵ ଋତୁସ୍ରାବ ସ୍ଵଚ୍ଛତା ଦିବସ ପାଳନ ଅବସରରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ମତବ୍ୟକ୍ତ କରିଛନ୍ତି। ଆଇନା ଏନଜିଓ ଏବଂ ମହିଳା ଓ ଶିଶୁ ବିକାଶ