Odia News Portal
Browsing Tag

swadhikar news

୨୫ଟି ରାଜ୍ୟର ଲକ୍ଷପତି ଦିଦିଙ୍କ ଯୋଗଦାନ

ଆମ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ଦୂରଦର୍ଶୀ ମାର୍ଗଦର୍ଶନରେ ଲକ୍ଷପତି ଦିଦି ଯୋଜନା ମହିଳା ମାନଙ୍କୁ ବାର୍ଷିକ ୧ ଲକ୍ଷ ଟଙ୍କାରୁ ଅଧିକ ରୋଜଗାର କରିବାର ମାର୍ଗ ପ୍ରସ୍ତୁତ କରିଛି। ଏହା କେବଳ ରୋଜଗାରର କଥା ନୁହେଁ। ପରନ୍ତୁ, ଏହାର ମୂଳ ଉଦ୍ଦେଶ୍ୟ ହେଉଛି ମହିଳା ମାନଙ୍କୁ

ପୁରୀ ବିଜେଡି ବିଧାୟକଙ୍କ ବିସ୍ଫୋରକ ବୟାନ

ପୁଣି ବିଜେଡିରେ ବିସ୍ଫୋରଣ । କିଛି ଦିନ ତଳେ ପ୍ରତାପ ଦେବଙ୍କ ଘରେ ପୁରୀ ଜିଲ୍ଲାର କିଛି ନେତାଙ୍କୁ ନେଇ ବୈଠକ ବସିଥିଲା । ଆଉ ଆଜି ଏହି ବୈଠକକୁ ନେଇ ବିସ୍ଫୋରକ ବୟାନ ରଖିଛନ୍ତି ପୁରୀ ବିଜେଡି ବିଧାୟକ ସୁନୀଲ ମହାନ୍ତି । ସିଧା ସିଧା ଦଳୀୟ ନେତାଙ୍କୁ ଟାର୍ଗେଟ୍ କରିବା ସହିତ କହିଛନ୍ତି,

ହୋମଗାର୍ଡ ଆଶାୟୀଙ୍କ ମୃତ୍ୟୁ: ୪ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଗଜପତି ଜିଲ୍ଲାରେ ଗୁରୁବାର ଶାରୀରିକ ପରୀକ୍ଷା ସମୟରେ ମୃତ୍ୟୁବରଣ କରିଥିବା ଜଣେ ହୋମଗାର୍ଡ ଆଶାୟୀଙ୍କ ପରିବାର ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୪ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି। ମୃତ ପ୍ରାର୍ଥୀଙ୍କ ନାମ ସୁଲନ୍ତ ମିଶାଲ, ସେ ରାମଗିରି ଥାନା

ହାର୍ଡକୋର ମାଓବାଦୀ କୁଞ୍ଜାମ ହିଡ଼ମା ଗିରଫ: ଅସ୍ତ୍ରଶସ୍ତ୍ର ଜବତ

ବାମପନ୍ଥୀ ଉଗ୍ରବାଦ (ଏଲଡବ୍ଲୁଇ) ବିରୋଧରେ ଲଢ଼େଇରେ ଏକ ବଡ଼ ସଫଳତା ସ୍ୱରୂପ, ସୁରକ୍ଷା ବାହିନୀ ଓଡ଼ିଶାର କୋରାପୁଟ ଜିଲ୍ଲାରେ ଜଣେ ହାର୍ଡକୋର ମାଓବାଦୀଙ୍କୁ ଗିରଫ କରିବା ସହିତ ତାଙ୍କଠାରୁ ଅସ୍ତ୍ରଶସ୍ତ୍ର ଏବଂ ଗୁଳି ଜବତ କରିଛନ୍ତି। ପୁଲିସ କହିଛି ଯେ, ଛତିଶଗଡ଼ର ବିଜେପୁର ଅଞ୍ଚଳର

କ୍ୟାବିନେଟ ବୈଠକରେ ୫ ପ୍ରସ୍ତାବକୁ ମୋହର

କ୍ୟାବିନେଟ ବୈଠକରେ ବଡ଼ ନିଷ୍ପତ୍ତି । ଓଡ଼ିଶା ବେସାମରିକ ସେବାରେ ସର୍ବୋଚ୍ଚ ବୟସ ସୀମା ୪୨କୁ ବୃଦ୍ଧି କରାଯାଇଛି । ଯାହାକି ପୂର୍ବରୁ ୩୨ ବର୍ଷ ଥିଲା । ଓଡ଼ିଶା ବେସାମରିକ ସେବା ନିୟମାବଳୀ ୧୯୮୯ର ସଂଶୋଧନ କରିବାକୁ କ୍ୟାବିନେଟରେ ନିଷ୍ପତ୍ତି ହୋଇଛି । ଅର୍ଥାତ ସରକାରୀ ଚାକିରିରେ

ପାକିସ୍ତାନୀ ଗୁପ୍ତଚର ଭାବେ ଧରାପଡ଼ିଲେ କଂଗ୍ରେସ ନେତାଙ୍କ ପୂର୍ବତନ ପର୍ସନାଲ୍‌ ଆସିଷ୍ଟାଣ୍ଟ୍‌

ରାଜସ୍ଥାନରୁ ଆଉ ଜଣେ ପାକିସ୍ତାନୀ ଗୁପ୍ତଚରଙ୍କୁ ଗିରଫ କରାଯାଇଛି। ସେ ହେଉଛନ୍ତି ଜଣେ ସରକାରୀ କର୍ମଚାରୀ ଏବଂ ଜଣେ ବରିଷ୍ଠ କଂଗ୍ରେସ ନେତାଙ୍କ ପୂର୍ବତନ ବ୍ୟକ୍ତିଗତ ସହାୟକ ବା ପର୍ସନାଲ୍‌ ଆସିଷ୍ଟାଣ୍ଟ୍‌। ତାଙ୍କୁ ପାକିସ୍ତାନର ଇଣ୍ଟର-ସର୍ଭିସେସ୍ ଇଣ୍ଟେଲିଜେନ୍ସ (ଆଇଏସ୍‌ଆଇ) ପାଇଁ

୫ ହଜାର କେଜି ବାରୁଦ ଲୁଟ୍ ମାମଲା: ବାରୁଦ ଗୋଦାମ ସିଲ୍

ଗତକାଲି କେ ବଲାଙ୍ଗ ଥାନା ବାଙ୍କୋ ଲଙ୍ଗଲକଟା ନିକଟ ଏକ ପଥର ଖଣିକୁ ବିସ୍ଫୋରକ ନେଇ ଯାଇଥିବା ବେଳେ ବନ୍ଧୁକ ମୁନରେ ମାଓବାଦୀ ସମସ୍ତ ବିସ୍ଫୋରକ ଲୁଟ୍ କରିନେଇଥିବା ଅଭିଯୋଗ ପରେ ବୁଧବାର ଘଟଣାସ୍ଥଳରେ ଆଇଜି ଏବଂ ଏସପି ବଡଗାଁ ଥାନା ଇତମା ଠାରେ ଥିବା ବାରୁଦ ଗୋଦାମରେ ପହଞ୍ଚି ତଦନ୍ତ କରିଛନ୍ତି।

ଦିବ୍ୟାଙ୍ଗ ଦମ୍ପତିଙ୍କୁ ୭ ଦିନ ମଧ୍ୟରେ ବିବାହ ସହାୟତା ରାଶି ଦେବାକୁ ମନ୍ତ୍ରୀଙ୍କ ନିର୍ଦ୍ଦେଶ

ଦିବ୍ୟାଙ୍ଗ ଦମ୍ପତିଙ୍କୁ ୭ ଦିନ ମଧ୍ୟରେ ବିବାହ ସହାୟତା ରାଶି ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ସାମାଜିକ ଭିନ୍ନକ୍ଷମ ଓ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କଡ଼ା ନିର୍ଦ୍ଦେଶ ଦେଇଛନ୍ତି । ଅବହେଳା କଲେ ଆକ୍ସନ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି । ଦିବ୍ୟାଙ୍ଗ ଯୁବକ-ଯୁବତୀ

ସ୍ୱାମୀଙ୍କୁ ବିଭତ୍ସ ଭାବେ ହତ୍ୟା କରି ମଥାର ସିନ୍ଦୂର ପୋଛିଲେ ସାବିତ୍ରୀ

ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଥାନା ଅନ୍ତର୍ଗତ ତାଳସର ପଞ୍ଚାୟତର ଗୋପାଳପୁର ସାହିରେ ସ୍ୱାମୀଙ୍କୁ ମାରଣାସ୍ତ୍ର‌ରେ ଚୋଟ ପକାଇବା ପରେ ଇଟାରେ ଛେଚି ବିଭତ୍ସ ଭାବେ ହତ୍ୟା କରିଛନ୍ତି ସ୍ତ୍ରୀ। ସ୍ୱାମୀଙ୍କ ଅତ୍ୟାଚାରରେ ଅତିଷ୍ଠ ହୋଇ ଏହି ଘଟଣା ଘଟଇଥିବା ସ୍ତ୍ରୀ କହିଛନ୍ତି। ମୃତ ସ୍ୱାମୀ

ରେଳ ଧାରଣାରୁ ଖସିଲା ମାଲଗାଡ଼ି: ୩୦ରୁ ଉର୍ଦ୍ଧ୍ବ ବଗି ଲାଇନଚ୍ୟୁତ

ଆନ୍ଧ୍ରର ଆରୁକୁ- କୋତୱାଲାସା ମଧ୍ୟରେ ଥିବା ଚିମିଡିପାଲି ଷ୍ଟେସନ ନିକଟରେ ଏକ ରେଳ ଦୁର୍ଘଟଣା ଘଟିଛି । ଏକ ମାଲଗାଡ଼ି ଲାଇନଚ୍ୟୁତ ହୋଇଯାଇଛି। ପ୍ରାୟ ୩୦ରୁ ଉର୍ଦ୍ଧ୍ବ ବଗି ଲାଇନଚ୍ୟୁତ ହୋଇଥିବା କୁହାଯାଉଛି। ସୁଡ଼ଙ୍ଗ ମଧ୍ୟରେ ରହିଛି ଟ୍ରେନର ଅଧା ବଗି । ଚିମିଡିପାଲି ନିକଟରେ ଏହି