Odia News Portal
Browsing Tag

swadhikar news

ମୁଖ୍ୟ ସାକ୍ଷୀଙ୍କ ସାକ୍ଷ୍ୟ ଗ୍ରହଣ ଆଜି

ବହୁଚର୍ଚ୍ଚିତ ନବ ଦ‌ାସ ହତ୍ୟା ମାମଲାରେ ବୁଧବାର ଝାରସୁଗୁଡ଼ା ଏଡିଜେ କୋର୍ଟରେ ଶୁଣାଣି ରହିଛି। ବୁଧବାର ଏହି ଘଟଣାର ଅନ୍ୟତମ ମୁଖ୍ୟ ସାକ୍ଷୀ କହାଯାଉଥିବା ତତ୍କାଳୀନ ବ୍ରଜରାଜନଗର ଥାନାଅଧିକାରୀ ପ୍ରଦ୍ୟୁମ୍ନ କୁମାର ସ୍ବାଇଁଙ୍କର ସାକ୍ଷ୍ୟ ଗ୍ରହଣ ହେବ। ଗତ ମାର୍ଚ୍ଚରେ କ୍ରାଇମ୍‌ବ୍ରାଞ୍ଚ…

ଭାରତ-ଆମେରିକା ବିବାଦ ମଧ୍ୟରେ ରୁଷରେ ପହଞ୍ଚିଲେ ଡୋଭାଲ

ଭାରତ ଏବଂ ଆମେରିକା ମଧ୍ୟରେ ଉତ୍ତେଜନାର ପରିସ୍ଥିତି ରହିଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଋଷଠାରୁ ଭାରତର ତେଲ କ୍ରୟ ଉପରେ ଶୁଳ୍କ ବୃଦ୍ଧି କରିବାକୁ ଧମକ ଦେଇଥିଲେ। ଏହି ସମୟରେ, ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା (NSA) ଅଜିତ ଡୋଭାଲ ମଙ୍ଗଳବାର ରୁଷରେ ପହଞ୍ଚିଛନ୍ତି । 'ଦି…

ଔଷଧ ଆମଦାନୀ ଉପରେ ୨୫୦% ଶୁଳ୍କ ବସାଇବେ ଟ୍ରମ୍ପ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଔଷଧ ବା ଫାର୍ମାସୁଟିକାଲ୍ସ ଆମଦାନୀ ଉପରେ ୨୫୦ ପ୍ରତିଶତ ଶୁଳକ ବସାଇବାକୁ ଘୋଷଣା କରିଛନ୍ତି । ସେହିପରି ବିଦେଶୀ ସେମିକଣ୍ଡକ୍ଟର୍ସ ଉପରେ ବି ସେ ଶୁଳ୍କ ଲଗାଇବାକୁ ଘୋଷଣା କରିଛନ୍ତି । ଯଦି ଆମେରିକା ଦେଶ ଭାରତୀୟ ଔଷଧ ଆମଦାନୀ ଉପରେ ୨୫୦% ଶୁଳ୍କ ଲାଗୁ…

ସୋଭନା ମହାନ୍ତି ମହିଳା କମିସନ ଅଧ୍ୟକ୍ଷ, ଶିଶୁ ସୁରକ୍ଷା ଆୟୋଗରେ ବବିତା ପାତ୍ର ଅଧ୍ୟକ୍ଷ ନିଯୁକ୍ତ

ରାଜ୍ୟ ସରକାର ସୋଭନା ମହାନ୍ତିଙ୍କୁ ମହିଳା କମିସନର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି। ଏ‌ନେଇ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଆଜି ବିଜ୍ଞପ୍ତି ଜାରି ହୋଇଛି। ବାଲେଶ୍ବର ଜିଲ୍ଲା ରେମୁଣା ବ୍ଲକ କରଞ୍ଜିଆ ଗାଁର ସୋଭନା ମହାନ୍ତି ଏହି ପଦବିରେ ତିନି ବର୍ଷ ରହିବେ ବୋଲି ଏଥିରେ…

ପୁଣି ଶ୍ରୀମନ୍ଦିରରେ ହିଡେନ୍ କ୍ୟାମେରା, ପଶ୍ଚିମଦ୍ଵାରର ନିକଟରୁ ଧରାପଡ଼ିଲେ ବଙ୍ଗୀୟ ଯୁବକ

ପୁଣି ହିଡେନ କ୍ୟାମେରା। ଶ୍ରୀମନ୍ଦିରର ପଶ୍ଚିମଦ୍ଵାର ପଟେ ହିଡେନ କ୍ୟାମେରା ଯୁକ୍ତ ଚଷମା ପିନ୍ଧି ଜଣେ ଯୁବକ ପ୍ରବେଶ କରୁଥିବା ବେଳେ ପୁଲିସ ଅଟକାଇଥିଲେ। ପଶ୍ଚିମବଙ୍ଗର ଜଣେ ଯୁବକ ପଶ୍ଚିମ ଦ୍ଵାର ପଟେ ହିଡେନ କ୍ୟାମେରା ନେଇ ପ୍ରବେଶ କରୁଥିବା ବେଳେ ପଶ୍ଚିମବଙ୍ଗର ଯୁବକ ପ୍ରତିଶ ପାଲ ଥାନାରେ…

ଦୁଷ୍କର୍ମକାରୀ ବାବା ରାମରହିମଙ୍କୁ ପୁଣି ୪୦ ଦିନିଆ ପାରୋଲ୍

ପଞ୍ଜାବ, ହରିୟାଣା, ହିମାଚଳପ୍ରଦେଶ ଓ ଉତ୍ତରପ୍ରଦେଶରେ ବହୁସଂଖ୍ୟାରେ ଭକ୍ତ ଥିବା ଏହି ତଥାକଥିତ ‘ଗଡ୍‌ମ୍ୟାନ’ଙ୍କୁ ଏକାଧିକ ଥର ପାରୋଲ ମିଳି ସାରିଲାଣି। ମାଆଙ୍କୁ ଦେଖା କରିବା ପ୍ରଭୃତି ବିଭିନ୍ନ କାରଣ ଦର୍ଶାଇ ସେ ପାରୋଲ ପାଇଁ ଆବେଦନ କରିଥାନ୍ତି। ପାରୋଲ ସମୟରେ ନିର୍ଦ୍ଦିଷ୍ଟ ସ୍ଥାନ…

ଜମ୍ମୁ-କାଶ୍ମୀରକୁ ରାଜ୍ୟ ମାନ୍ୟତା ଫେରିବ!

ଜମ୍ମୁ-କାଶ୍ମୀର ରାଜ୍ୟ ମାନ୍ୟତା ଫେରି ପାଇବ।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ରବିବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ପଛକୁ ପଛ ଭେଟିବା ପରେ ସୋସିଆଲ ମିଡିଆରେ ଏ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ପୃଥକ୍‌ ଭାବେ ଶାହ ମଧ୍ୟ ଆଜି ଜମ୍ମୁ…

ଉତ୍ତରପ୍ରଦେଶରେ ବଡ଼ ବନ୍ୟା: ୧୭ ଜିଲ୍ଲା ପ୍ରଭାବିତ

ଉତ୍ତରପ୍ରଦେଶରେ ଏବେ ଲଗାଣ ବର୍ଷା ପାଇଁ ବନ୍ୟା ସ୍ଥିତି ଉପୁଜିଛି। ରାସ୍ତାଘାଟ ଜଳବନ୍ଦି ହୋଇଯାଇଛି। କାନପୁର ନଗର, ଲଖିମପୁର ଖେରି, ବାରଣାସୀ, ଆଗ୍ରା, ଔରେୟା, ଚିତ୍ରକୂଟ, ଫତେପୁର, ବାଲିଆ, ବାନ୍ଦା, ଗାଜିପୁର, ମିର୍ଜାପୁର, ପ୍ରୟାଗରାଜ , ଚନ୍ଦୌଲି, ଜଲୌନ, କାନପୁର ଦେହତ, ହମିରପୁର ଏବଂ…

ଏଣିକି ଘରୋଇ କମ୍ପାନୀରେ ରାତିରେ କାମ କରିପାରିବେ ମହିଳା… ଲାଗୁ ହେଲା ସର୍ତ୍ତାବଳୀ..

ଏଣିକି ନାଇଟ୍ ସିଫ୍ଟ କରିବେ ମହିଳା । ଓଡିଶାରେ ଥିବା ଘରୋଇ କମ୍ପାନୀରେ ଏଣିକି ରାତିରେ କାମ କରିବେ ମହିଳା । ଓଡ଼ିଶାରେ ଥିବା କାରଖାନା ଓ ଅନ୍ୟ ବ୍ୟାବସାୟିକ ପ୍ରତିଷ୍ଠାନରେ ମହିଳାମାନେ ରାତିରେ କାମ କରିପାରିବେ । ମାତ୍ର ଏଥିପାଇଁ ସେମାନଙ୍କ ଠାରୁ ଲିଖିତ ସହମତିପତ୍ର ନେବା ବାଧ୍ୟତାମୂଳକ…

ଆରପାରିରେ  ଶିବୁ ସୋରେନ: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ପରଲୋକ

ଆରପାରିରେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନ । ୮୧ ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ କଲେ ଶିବୁ ସୋରେନ । ଦିଲ୍ଲୀର ଗଙ୍ଗାରାମ ହସ୍ପିଟାଲରେ ଆଖି ବୁଜିଲେ । ତେବେ ଦୀର୍ଘଦିନ ଧରି ଅସୁସ୍ଥ ଥିଲେ ଜେଏମଏମର ପ୍ରତିଷ୍ଠାତା । କିଡନୀ ଜନିତ ସମସ୍ୟା ପାଇଁ ସେ ଚିକିତ୍ସିତ ହେଉଥିଲେ ।…