ବର୍ଷେ ବଢିଲା ଆଇବି ମୁଖ୍ୟଙ୍କ କାର୍ଯ୍ୟକାଳ
ଆଇବି ମୁଖ୍ୟ ତପନ କୁମାର ଡେକାଙ୍କ କାର୍ଯ୍ୟକାଳ ବଢିଲା । ଆଇବି ମୁଖ୍ୟଙ୍କ କାର୍ଯ୍ୟକାଳ ୧ ବର୍ଷ ବୃଦ୍ଧିକୁ କ୍ୟାବିନେଟର ମଞ୍ଜୁରୀ । ଜୁନ ୩୦ରେ ଅବସର ନେବେନି, ଆଉ ବର୍ଷେ କାର୍ଯ୍ୟ କରିବେ ଆଇବି ମୁଖ୍ୟ ତପନ କୁମାର । ବରିଷ୍ଠ ଆଇପିଏସ୍ ଅଧିକାରୀ ତପନ କୁମାର ଡେକା ଇଣ୍ଟେଲିଜେନ୍ସ ବ୍ୟୁରୋ!-->…
