ସ୍ବର୍ଣ୍ଣ ମନ୍ଦିରକୁ ଟାର୍ଗେଟ୍ କରିଥିଲା ପାକ୍; ଉଚିତ ଜବାବ ଦେଲେ ଆମ ସେନା କର୍ମଚାରୀ
ଭାରତର ନଅଟି ସ୍ଥାନରେ ଆତଙ୍କବାଦୀ ଶିବିର ଉପରେ ଆକ୍ରମଣ ପରେ ମେ ୮ ତାରିଖରେ ପାକିସ୍ତାନ ପଞ୍ଜାବର ଅମୃତସରରେ ଥିବା ସ୍ୱର୍ଣ୍ଣ ମନ୍ଦିରକୁ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ମାଧ୍ୟମରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା। ମାତ୍ର ପାକ୍ର ଆକ୍ରମଣ ଉଦ୍ୟମକୁ ପଣ୍ଡ କରିଥିଲେ ଆମ ଭାରତୀୟ ଯବାନ।
!-->!-->!-->…
