୩୦ଫୁଟ ତଳକ ଖସିଲା ମହୁଲ ବୋଝେଇ ଟ୍ରକ, ଚାଳକ ଗୁରୁତର
୩୦ଫୁଟ ତଳକ ଖସିଲା ମହୁଲ ବୋଝେଇ ଟ୍ରକ । ଚାଳକ ଗୁରୁତର ହୋଇଛନ୍ତି । କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ କରଡା ଘାଟିରେ ଦୁର୍ଘଟଣା ଘଟିଛି। ଟ୍ରକଟି ମହୁଲ ନେଇ ବଲାଙ୍ଗିରରୁ କରଡା ଯାଉଥିବା ବେଳେ କରଡ଼ା ଘାଟିରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି…
