ସେନାକୁ ପ୍ରଧାନମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ; ପାକିସ୍ତାନ ଗୁଳି ଫୁଟାଇଲେ, ଭାରତ ଗୋଳା ମାଡ଼ କରିବ
ଅପରେସନ୍ ସିନ୍ଦୂରକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଘରେ ବୈଠକ ଶେଷ । ସେନାକୁ ପ୍ରଧାନମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ । ପାକିସ୍ତାନ ଯୁଦ୍ଧ ବିରାମ ଭାଙ୍ଗିଲେ ହେବ ବଡ଼ କାର୍ଯ୍ୟାନୁଷ୍ଠାନ । ପାକିସ୍ତାନ ଗୁଳି ଫୁଟାଇଲେ, ଭାରତ ଗୋଳା ମାଡ଼ କରିବ । ପ୍ରତିଆକ୍ରମଣ ପାଇଁ ୱେଷ୍ଟର୍ଣ୍ଣ ବର୍ଡର!-->…
