ଯିଏ ପଚାରି ପଚାରି ସିନ୍ଦୂର ଲିଭେଇଥିଲେ ସେହି ମହିଳାଙ୍କ ମନର ଘା’କୁ ଲାଘବ କରିଛି ‘ଅପରେସନ ସିନ୍ଦୂର’ : ପ୍ରଭାତୀ…
ଆତଙ୍କବାଦୀଙ୍କ ବିରୋଧରେ ଭାରତର ‘ଅପରେସନ ସିନ୍ଦୂର’ ନେଇ ପ୍ରତିକ୍ରିୟା ରଖିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି, ସକାଳୁ ଲୋକ ନିଦରୁ ଉଠିବା ପରେ ତାଙ୍କୁ ଆତ୍ମତୃପ୍ତି ମିଳିଥିବ । ଯିଏ ପଚାରି ପଚାରି ସିନ୍ଦୂର ଲିଭେଇ ଥିଲେ ଆଜି ଅପରେସନ ସିନ୍ଦୂର!-->…
