Odia News Portal
Browsing Tag

swadhikar news

ପୁରୀ ବିରୋଧରେ ବଡ଼ ଷଡ଼ଯନ୍ତ୍ର : ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି ପୋଷ୍ଟ

ପୁରୀ ବିରୋଧରେ ହେଉଛି କି ବଡ଼ ଷଡଯନ୍ତ୍ର । ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି ଅନେକ ପୋଷ୍ଟ । ଯେଉଁଥିରେ ଶ୍ରୀକ୍ଷେତ୍ର ପୁରୀକୁ ବଦନାମ କରିବାକୁ ଚେଷ୍ଟା କରାଯାଉଛି । କିଛି ନ୍ୟସ୍ତସ୍ବାର୍ଥ ଲୋକ ଟ୍ରେଣ୍ଡ ଆରମ୍ଭ କରିଛନ୍ତି । ବେଙ୍ଗଲ ୱାରିୟର ନାମକ କେହି ବ୍ୟକ୍ତି ଏକ୍ସରେ

ସେୟାର ମାର୍କେଟ୍‌ରେ ଟ୍ରେଡିଂ ନାଁରେ କୋଟି କୋଟିର ଠକେଇ

ସେୟାର ମାର୍କେଟ ଟ୍ରେଡିଙ୍ଗ ନାଁରେ କୋଟି କୋଟି ଲୁଟ୍ । ଆସାମରୁ ଗିରଫ ହେଲେ ଟ୍ରେଡିଙ୍ଗ ଲୁଟେରା । ବଲାଙ୍ଗୀରର ଦେବୋଜିତ ତ୍ରିପାଠୀଙ୍କୁ ଗିରଫ କଲା ମାଲକାନଗିରି ପୁଲିସ । ଆସାମ ତେଜପୁରରୁ ଅଭିଯୁକ୍ତକୁ ଗିରଫ କରିଛି ମାଲକାନଗିରି ପୁଲିସ । ମାଲକାନଗିରିରେ ୩ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଲୁଟି

ଓଡ଼ିଶାରେ ଚାଲିଛି ଯୁଦ୍ଧାସ୍ତ୍ର ନେଇ ସିକ୍ରେଟ ପ୍ଲାନିଂ

ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ସରକାର ନେଇଛନ୍ତି ବଡ଼ ନିଷ୍ପତ୍ତି। ବର୍ତ୍ତମାନ ସରକାର ପାକିସ୍ତାନ ଉପରେ ଡିଜିଟାଲ ଷ୍ଟ୍ରାଇକ୍‌ ଜାରି ରଖିଥିବାବେଳେ ଏବେ ଫାଇନାଲ ଯୁଦ୍ଧ ହେବା ନେଇ ବଡ଼ ସଙ୍କେତ ମିଳିଛି। ଯୁଦ୍ଧ ଲାଗି ଭାରତ ଗୋଳାବାରୁଦ, RDX ଏବଂ

ପାକିସ୍ତାନୀ ମହିଳାଙ୍କୁ ବିବାହ କରିଥିବା ଚାକିରିରୁ ବହିଷ୍କୃତ

ପାକିସ୍ତାନୀ ମହିଳାଙ୍କୁ ବିବାହ କରିବା ଅଭିଯୋଗରେ ବହିଷ୍କୃତ ହୋଇଥିବା ସିଆରପିଏଫ ଯବାନ ମୁନିର ଅହମ୍ମଦ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାହାଯ୍ୟ ପାଇଁ ନିବେଦନ କରୁଛନ୍ତି। ସେ ପାକିସ୍ତାନ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଭାରତର ନିଷ୍ପତ୍ତିକୁ

ଖୋଲିଲା ବଦ୍ରିନାଥ ଧାମ ଦ୍ୱାର

ରବିବାର ସକାଳ ୬ଟାରେ ଶ୍ରୀ ବଦ୍ରିନାଥ ଧାମର ଦ୍ୱାର ତୀର୍ଥଯାତ୍ରୀଙ୍କ ପାଇଁ ଖୋଲାଯାଇଥିଲା, ଏହି ଅବସରରେ ଭାରତୀୟ ସେନାର ଗଡ଼ୱାଲ ରାଇଫଲ୍ସ ବ୍ୟାଣ୍ଡ ଦ୍ୱାରା ଭକ୍ତି ସଙ୍ଗୀତ ପରିବେଷଣ କରାଯାଇଥିଲା ଏବଂ ଭକ୍ତମାନଙ୍କ ଦ୍ୱାରା ‘ଜୟ ବଦ୍ରି ବିଶାଲ’ ଧ୍ୱନି କରାଯାଇଥିଲା। ବଦ୍ରିନାଥ ଧାମର ଦ୍ୱାର

ଦୀଘା ଜଗନ୍ନାଥ ମନ୍ଦିର ବିବାଦ : ପକ୍ଷ ରଖିବା ରଖିବା ପରେ ବାହାରିଲେ ସେବାୟତ ନିଯୋଗର ସଭାପତି ଓ ସମ୍ପାଦକ, ମୁହଁ…

ଦୀଘା ଜଗନ୍ନାଥ ମନ୍ଦିର ବିବାଦ ପ୍ରସଙ୍ଗରେ ନିଜର ପକ୍ଷ ରଖିବା ପରେ ପ୍ରାୟ ୪୫ ମିନିଟ ପରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରୁ ବାହାରିଲେ ସେବାୟତ ନିଯୋଗର ସଭାପତି ଗଣେଶ ଦାସ ମହାପାତ୍ର ଓ ସମ୍ପାଦକ ରାମକୃଷ୍ଣ ଦାସ ମହାପାତ୍ର । କିନ୍ତୁ ଉଭୟେ ଗଣମାଧ୍ୟମ ସାମ୍ନାରେ ମୁହଁ ଖୋଲିଲେ ନାହିଁ।

ନବକଳେବର ଦାରୁରେ ଦିଘା ଜଗନ୍ନାଥ ମୂର୍ତ୍ତି ନିର୍ମାଣ ପ୍ରସଙ୍ଗ, ସତ କହିଦେଲେ ମୁଖ୍ୟ ବାଡ଼ଗ୍ରାହୀ

ଦୀଘା ଜଗନ୍ନାଥ ମନ୍ଦିର ବିବାଦ ପ୍ରସଙ୍ଗ । ବିବାଦୀୟ ଦଇତାପତି ନିଯୋଗ ସମ୍ପାଦକ ରାମକୃଷ୍ଣ ଦାସ ମହାପାତ୍ରଙ୍କ ସହ ଆଜି ଦିନ ୧୧ ଟାରେ ଶ୍ରୀମନ୍ଦିର ପ୍ରଶାସନର ଆଲୋଚନା । ନିଯୋଗର ସଭାପତି ମଧ୍ୟ ଆଲୋଚନାରେ ରହିବେ ଉପସ୍ଥିତ । ଶ୍ରୀମନ୍ଦିର ଭିତରୁ ନବକଳେବର ସମୟରେ ବଳକା ଦାରୁରେ

ପଡ଼ୋଶୀର ଟାଙ୍ଗିଆ ଚୋଟରେ ଚାଲିଗଲା ଯୁବକଙ୍କ ଜୀବନ

ରାୟଗଡ଼ା ଜିଲ୍ଲା ପଦ୍ମପୁର ଥାନା ଅନ୍ତର୍ଗତ ଡମ୍ବସରା ପଞ୍ଚାୟତ ସଉରା ବିକ୍ରମପୁର ଗ୍ରାମରେ ଜଣେ ବ୍ୟକ୍ତିଙ୍କୁ ନିର୍ମମ ହତ୍ୟା କରାଯାଇଛି। ମୃତକ ହେଲେ ଚୈତନ୍ୟ ଶବର। ମୃତ ବ୍ୟକ୍ତି ଜଣକ ନିଜ ଘରେ ଖାଉଥିବା ସମୟରେ ପଡ଼ୋଶୀ ଯୁବକ ଟାଙ୍ଗିଆରେ ଆକ୍ରମଣ କରିଥିଲେ। ପୂର୍ବ ଶତ୍ରୁତାକୁ ନେଇ

ପ୍ରକାଶ ପାଇଲା ମାଟ୍ରିକ୍ ରେଜଲ୍ଟ

ପ୍ରକାଶ ପାଇଲା ମାଟ୍ରିକ୍‌ ପରୀକ୍ଷା ଫଳ । ମାଧ୍ୟମିକ ବୋର୍ଡ ଅଫିସରେ ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଉପସ୍ଥିତିରେ ଚଳିତ ବର୍ଷର ମାଟ୍ରିକ୍‌ ରେଜଲ୍ଟ ପ୍ରକାଶ ପାଇଛି । ବୋର୍ଡ ଅଫିସରେ ରେଜଲ୍ଟ ପୁସ୍ତିକା ଉନ୍ମୋଚନ କଲେ ଗଣଶିକ୍ଷାମନ୍ତ୍ରୀ । ତେବେ ଆଜି ସନ୍ଧ୍ୟା ୬ଟା ପରେ

ଦାରୁକୁ ନେଇ ବଢ଼ିଲା ବିବାଦ : ଉଠିଲା ପ୍ରଶ୍ନ, କାହା ଅନୁମତିରେ ମନ୍ଦିରରୁ ନେଇଗଲେ ଦାରୁ ?

ଦୀଘା ଜଗନ୍ନାଥ ମନ୍ଦିର ପାଇଁ ଶ୍ରୀମନ୍ଦିରରୁ ଦାରୁ ନେଇଗଲେ ବରିଷ୍ଠ ଦଇତାପତି। ଜାତୀୟ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାରରେ ସାଂଘାତିକ କଥା କହିଛନ୍ତି ରାମକୃଷ୍ଣ ଦାସମହାପାତ୍ର । ସେ କହିଥିଲେ, ସ୍ବୟଂ ପ୍ରଭୁ ଜଗନ୍ନାଥଙ୍କୁ ମୁଁ ତିଆରି କରି ଆଣିଛି । ୧୨ ବର୍ଷ, ୧୯ ବର୍ଷ ଅନ୍ତରରେ ଯେଉଁ