ଘର ତୋଳୁଛନ୍ତି ଆବାସରୁ ବଞ୍ଚିତ ତୁମୁଣି ଜୁଆଙ୍ଗ
ନଗଡ଼ା ପଡ଼ୋଶୀ ତୁମୁଣି ଗାଁ ବିକାଶରେ ବାଧକ ସାଜିଛି ପ୍ରଶାସନିକ ସ୍ଥାଣୁତା। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସବୁ ମାନଦଣ୍ଡ ପୂରଣ କରୁଥିବା ସତ୍ତ୍ବେ ଆବାସରୁ ବଞ୍ଚିତ ଗରିବ ଜୁଆଙ୍ଗମାନେ ନିଜସ୍ବ ଉଦ୍ୟମରେ ଘର ତୋଳୁଛନ୍ତି। ଯାଜପୁରଜିଲ୍ଲା ସୁକିନ୍ଦା ବ୍ଲକ ଚିଙ୍ଗୁଡ଼ିପାଳ ପଞ୍ଚାୟତର…
