ଓପିଏସସି ପରୀକ୍ଷାରେ ତ୍ରୁଟି
ଓପିଏସସି ପରୀକ୍ଷାରେ ତ୍ରୁଟି । ମେନ୍ ପରୀକ୍ଷାର ଆନଥ୍ରୋପୋଲୋଜି ପେପର୍- ୧ ସ୍ଥାନରେ ପେପର୍- ୨ର ପ୍ରଶ୍ନପତ୍ର ଆସିଛି । ଆନଥ୍ରୋପୋଲୋଜି ପରୀକ୍ଷାରେ ପରୀକ୍ଷାର୍ଥୀଙ୍କୁ ଆଜି ଏହି ପ୍ରଶ୍ନପତ୍ର ମିଳିବା ପରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିଲା । ପୂର୍ବରୁ ପ୍ରିଲିମ୍ ଦେଇ ପାସ୍ କରିଥିବା ଆଶାୟୀ!-->…
