ସମସ୍ତ ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କୁ ମିଳିବ ଟଙ୍କା : ପ୍ରସ୍ତୁତ ହୋଇଛି ପ୍ରାୟ ୫ ଲକ୍ଷ ଜମାକାରୀଙ୍କ ତାଲିକା
ଖୁବଶୀଘ୍ର ଟଙ୍କା ଫେରିପାଇବେ ଚିଟ୍ଫଣ୍ଡ କ୍ଷତିଗ୍ରସ୍ତ । ସମସ୍ତ ଜମାକାରୀଙ୍କୁ ମିଳିବ ଟଙ୍କା । ସାମ୍ବାଦିକ ସମ୍ମିଳନୀ କରି ବଡ଼ ସୂଚନା ଦେଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମିଲ । କହିଛନ୍ତି, ବିଗତ ସରକାରରେ ୧୪ ବର୍ଷ ଭିତରେ ୧୭୪ ଚିଟଫଣ୍ଡ ସଂସ୍ଥା!-->…
