ଆସିଲା ପ୍ରଧାନମନ୍ତ୍ରୀଙ୍କ ଓଡିଶା ଗସ୍ତ ସୂଚୀ
ଆସିଲା ପ୍ରଧାନମନ୍ତ୍ରୀଙ୍କ ଓଡିଶା ଗସ୍ତ କାଯ୍ୟସୂଚୀ । ଆସନ୍ତା ୨୦ ତାରିଖରେ ଓଡିଶା ଆସିବେ ନରେନ୍ଦ୍ର ମୋଦୀ । ୨୦ ତାରିଖ ଅପରାହ୍ମ ୩ଟା ୪୦ରେ ଭୁବନେଶ୍ୱର ପହଞ୍ଚିବେ । ଅପରାହ୍ମ ୩ଟା ୪୦ରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚି ା ବିମାନ ବନ୍ଦରରୁ ୩ଟା ୪୫ ମିନିଟରେ ରୋଡ ସୋ କରିବେ ମୋଦୀ!-->…
