ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ପାଇଁ ବଢିଲା ଅଡୁଆ
ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ପାଇଁ ବଢିଲା ଅଡୁଆ । ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛି କଂଗ୍ରେସ । ତାଙ୍କୁ ତୁରନ୍ତ ବିଧାୟକ ତଥା ମନ୍ତ୍ରିମଣ୍ଡଳରୁ ବହିଷ୍କାର କରିବାକୁ ଦାବି କରିଛି ଦଳ । ଜାଲ ଜାତିଗତ ପ୍ରମାଣ ପତ୍ର ଓ ମିଥ୍ୟା ସତ୍ୟପାଠ ପାଇଁ!-->…
