Odia News Portal
Browsing Tag

swadhikar news

‘ମିଆଁମାର, ଥାଇଲାଣ୍ଡ ଭୂମିକମ୍ପରେ ପ୍ରଭାବିତଙ୍କ ସୁରକ୍ଷା ପାଇଁ ପ୍ରାର୍ଥନା କରୁଛି’

 ମିଆଁମାର ଓ ଥାଇଲାଣ୍ଡରେ ଆଜି ହୋଇଥିବା ବଡ଼ଧରଣର ଭୂମିକମ୍ପ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଃଖ ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଶ୍ରୀ ମାଝୀ କହିଛନ୍ତି, ଭୂମିକମ୍ପରେ ପ୍ରଭାବିତଙ୍କ ସୁରକ୍ଷା ପାଇଁ ପ୍ରାର୍ଥନା କରୁଛି। ଏଭଳି ଦୁଃଖର ସମୟରେ ଉଭୟ ଦେଶର ଜନତାଙ୍କ

କେନ୍ଦ୍ର ସରକାରଙ୍କ ଉପହାର, ବଢିଲା ମହଙ୍ଗା ଭତ୍ତା

କେନ୍ଦ୍ର ସରକାରଙ୍କ ପକ୍ଷରୁ ସରକାରୀ କର୍ମଚାରୀଙ୍କୁ ଏକ ବଡ ଉପହାର ମିଳିଛି। ସମସ୍ତ କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ମହଙ୍ଗା ଭତ୍ତା ୨ ପ୍ରତିଶତ ବୃଦ୍ଧି କରିଛନ୍ତି ସରକାର। ପୂର୍ବରୁ ଏହା ୫୩ ପ୍ରତିଶତ ରହିଥିବା ବେଳେ ବର୍ତ୍ତମାନ ଏହାକୁ ୫୫ ପ୍ରତିଶତକୁ ବୃଦ୍ଧି କରାଯାଇଛି।

ମଦ: ସଂସଦରେ ପ୍ରଦୀପଙ୍କ ଉଦବେଗ

ମଦର ବ୍ୟାପକ ପ୍ରସାର ନେଇ ପ୍ରଦୀପ ପୁରୋହିତଙ୍କ ଉଦବେଗ । ଲୋକସଭାରେ ଉଦବେଗ ପ୍ରକାଶ କଲେ ପ୍ରଦୀପ ପୁରୋହିତ । ଓଡିଶାର ସାମାଜିକ ବ୍ୟବସ୍ଥା ନଷ୍ଟ ହେଉଛି । ଅନ୍ୟ ରାଜ୍ୟରେ ମଧ୍ୟ ସମାନ ସ୍ଥିତି । ଅବକାରୀ ବିଭାଗକୁ କେନ୍ଦ୍ର ଅଧୀନକୁ ନିଅନ୍ତୁ ସରକାର ।

ରାସନ୍ କାର୍ଡକୁ ନେଇ ବଡ଼ ଖବର ; ‘କାହାର ବି କଟିବନି ରାସନ୍ କାର୍ଡ’

ଆପଣ ଯଦି, ରାସନ୍ କାର୍ଡରେ ଚାଉଳ ପାଉଛନ୍ତି । ଆଉ ରାସନ୍ କାର୍ଡ କଟିଯିବ ବୋଲି ଦ୍ୱନ୍ଦ୍ୱରେ ଅଛନ୍ତି । ତେବେ ଆପଣଙ୍କ ପାଇଁ ଆସିଛି ଖୁସି ଖବର । ଖୋଦ୍ ଯୋଗାଣ ମନ୍ତ୍ରୀ କହିଛନ୍ତି, କାହାର ବି କଟିବନି ରାସନ୍ କାର୍ଡ । ଗାଁ ମାନଙ୍କରେ ମାସକୁ ୧୦ ହଜାର ଆଉ ସହରରେ ମାସକୁ ୧୫ ହଜାର

ଫୁଲବାଣୀରୁ ଗଞ୍ଜେଇ ଚୋରାଚାଲାଣ ବେଳେ ସୁନ୍ଦରଗଡ଼ରେ ଧରାପଡ଼ିଲା ଅଭିଯୁକ୍ତ ଯୁବକ, ଗଞ୍ଜେଇ ଜବତ

ଫୁଲବାଣୀରୁ ଗଞ୍ଜେଇ ନେଇକି ଆସି ସୁନ୍ଦରଗଡ଼ରେ ବସ ବଦଳାଇ ବନାରସକୁ ଯିବା ସମୟରେ ଜବତ ହେଲା ଗଞ୍ଜେଇ। ବଡ଼ ସୁଟକେଶରେ ଚାଲାଣ ହେଉଥିଲା ଗଞ୍ଜେଇ। ଗଞ୍ଜେଇ ମାଫିଆ ଚାଲାଣ ପାଇଁ ଯୁବକ ଓ ଯୁବତୀମାନଙ୍କୁ ବ୍ୟବହାର କରୁଛନ୍ତି । କାରଣ ଏମାନଙ୍କୁ ହଠାତ କେହି ସନ୍ଦେହ କରି ପାରିବେ ନାହିଁ ।

ଓଡ଼ିଶାର ବିଭିନ୍ନ ଜରାଶ୍ରମରେ ୨୪୭୫ ଜଣ ଅସହାୟ ଲୋକ ରହୁଛନ୍ତି: ମନ୍ତ୍ରୀ

ବିଧାନସଭାରେ ବିଧାୟକ ମନୋହର ରନ୍ଧାରୀଙ୍କ ପ୍ରଶ୍ନରେ ଉତ୍ତର ରଖି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି, ଓଡ଼ିଶାର ବିଭିନ୍ନ ଜରାଶ୍ରମରେ ୨୪୭୫ ଜଣ ଅସହାୟ ଲୋକ ରହୁଛନ୍ତି। କେନ୍ଦ୍ର ସରକାରଙ୍କ ଅନୁଦାନରେ ରାଜ୍ୟରେ ୮୭ ଟି ଜରାଶ୍ରମ

୨୦୨୪ ପରଠାରୁ ST, SC ଲୋକଙ୍କ ଉପରେ ୨୪୮୩ଟି ଅତ୍ୟାଚାର ଜନିତ ମାମଲା ରୁଜୁ

ଜୁନ୍ ୨୦୨୪ ପରଠାରୁ ଓଡ଼ିଶାର ବିଭିନ୍ନ ଥାନାରେ ଅନୁସୂଚିତ ଜନଜାତି (ଏସ୍ ଟି) ଏବଂ ଅନୁସୂଚିତ ଜାତି (ଏସ୍ ସି) ଲୋକଙ୍କ ଉପରେ ଅତ୍ୟାଚାର ଜଡିତ ମୋଟ ୨,୪୮୩ଟି ମାମଲା ପଞ୍ଜିକୃତ ହୋଇଛି। ଶୁକ୍ରବାର ଏସଟି ଏବଂ ଅନୁସୂଚିତ ଜାତି ବିକାଶ ମନ୍ତ୍ରୀ ନିତ୍ୟାନନ୍ଦ ଗୋଣ୍ଡ ରାଜ୍ୟ ବିଧାନସଭାରେ ଏହି

ସମ୍ବଲପୁରରେ ମୁତୟନ ହେବେ ବିଏସ୍‌ଏଫ ଫୋର୍ସ

ସମ୍ବଲପୁରରେ ରାମନବମୀ ଏବଂ ହନୁମାନ ଜୟନ୍ତୀ ପାଇଁ ପ୍ରଶାସନ ପକ୍ଷରୁ ବଡ଼ ପଦକ୍ଷେପ ନିଆଯାଇଛି। ରାମନବମୀ ଏବଂ ହନୁମାନ ଜୟନ୍ତୀରେ ସୁରକ୍ଷାକୁ ଦୃଷ୍ଟିରେ ସମ୍ବଲପୁରରେ କେନ୍ଦ୍ରୀୟ ଫୋର୍ସ ମୁତୟନ କରାଯିବ ବୋଲି ଶୁକ୍ରବାର ସମ୍ବଲପୁର ଏସ୍‌ପି ମୁକେଶ ଭାମୁ ସୂଚନା ଦେଇଛନ୍ତି। ସମ୍ବଲପୁରରେ ୨

ବିଧାୟକଙ୍କ ଦରମା ଓ ପୂର୍ବତନ ବିଧାୟକମାନଙ୍କ ପେନସନ୍‌ ବୃଦ୍ଧି ନେଇ ବିଜେପି ଓ ବିଜେଡିର ଦାବି

ଆଜି ବିଧାନସଭାର ଶୁନ୍ୟକାଳରେ ବିଧାୟକଙ୍କ ଦରମା ଓ ପୂର୍ବତନ ବିଧାୟକ ମାନଙ୍କ ପେନସନ୍‌ ବୃଦ୍ଧି ନେଇ ଦାବି ଉଠାଇଛି ବିଜେଡି। ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଏହି ପ୍ରସଙ୍ଗ ଉଠାଇ କହିଛନ୍ତି, “ବର୍ତ୍ତମାନ ବଜାର ଦର ବଢ଼ିଛି । ଅନେକ ପୂର୍ବତନ ବିଧାୟକ ପେନସନ ବଢ଼ାଇବା ପାଇଁ ଲବିକୁ

ଦାରିଦ୍ର୍ୟ ହାର: ମାଲକାନଗିରିରେ ସର୍ବାଧିକ, ପୁରୀରେ ସର୍ବନିମ୍ନ

ରାଜ୍ୟରେ ମାଲକାନଗିରି ଜିଲାରେ ଦାରିଦ୍ର୍ୟ ହାର ସର୍ବାଧିକ ରହିଛି। ବିଜେଡି ବିଧାୟକ ସନାତନ ମହାକୁଡଙ୍କ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୃହରେ ରଖିଥିବା ତଥ୍ୟ ଅନୁଯାୟୀ, ମାଲକାନଗିରିରେ ସର୍ବାଧିକ ଦାରିଦ୍ର୍ୟ ହାର ୪୫.୦୧ ପ୍ରତିଶତ ରହିଥିବାବେଳେ ରାୟଗଡାରେ