ଆଜି କ’ଣ ରହିବ କଂଗ୍ରେସ ବିଧାୟକଙ୍କ ଆଭିମୁଖ୍ୟ?
ଆଜି ବି ହୋହଲ୍ଲା ହେବ, ନା ସ୍ବାଭାବିକ ହେବ ବିଧାନସଭା ବଜେଟ୍ ଅଧିବେଶନ? ସସପେଣ୍ଡ ଥିବା କଂଗ୍ରେସର ୧୪ ବିଧାୟକ ବିଧାନସଭା ପରିସରକୁ ଆସିବେ ନା ନାହିଁ, ତାହା ଉପରେ ନଜର ରହିଛି। ବଡ଼ କଥା ହେଉଛି, ଗତକାଲି ଗାନ୍ଧୀ ମାର୍ଗରେ କଂଗ୍ରେସର ରଣହୁଙ୍କାର ପରେ ଆଜି ଦଳର ଆଭିମୁଖ୍ୟ କ’ଣ ରହିବ?!-->…
