Odia News Portal
Browsing Tag

swadhikar news

ପରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଘରୁ ମଳିଲା ପୁଳାପୁଳା ଟଙ୍କା

ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଘରୁ ବିଡ଼ାବିଡ଼ା ଟଙ୍କା ମିଳିଛି। ବାବୁଙ୍କ ଭୁବନେଶ୍ବରସ୍ଥିତ ଫ୍ଲାଟରୁ ନଗଦ ୧୭ ଲକ୍ଷ ଟଙ୍କା ଜବତ ହୋଇଛି। କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟମଣି ପାଟ୍ଟଯୋଶୀଙ୍କ ଘରେ ରେଡ ହୋଇଛି। ଅଫିସ ସମେତ ଏକକାଳୀନ ୯ଟି ସ୍ଥାନରେ ଚଢ଼ାଉ ହୋଇଛି। ଆୟ

ବୋଥ୍ରାଙ୍କ ତଦନ୍ତକୁ ନେଇ ଉଠିଲା ପ୍ରଶ୍ନ

ଡ୍ରାମା କରୁଥିଲେ ଅରୁଣ ବୋଥ୍ରା ! ପୂର୍ବ ତଦନ୍ତ ଉପରେ ଉଠିଲାଣି ପ୍ରଶ୍ନ । ବଡ଼ ବଡ଼ିଆଙ୍କୁ ଦେଉଥିଲେ କି ସୁରକ୍ଷା ? ବୋଥ୍ରାଙ୍କୁ କାଠଗଡ଼ାକୁ ଟାଣିଲା ଜୟନାରାୟରଙ୍କ ମନ୍ତବ୍ୟ । ବହୁ ଚର୍ଚ୍ଚିତ ନବ ଦାସ ହତ୍ୟା ଘଟଣାରେ ଅରୁଣ ବୋଥ୍ରା ଡ୍ରାମା କରିଥିଲେ । ଯେହେତୁ ଏ ଘଟଣାରେ ବହୁ ବଡ

ଏଣିକି ବିଦେଶକୁ ଆମ୍ବ ଯୋଗାଇବ ଓଡ଼ିଶା

ବିଦେଶକୁ ଆମ୍ବ ଯୋଗାଇବ ଓଡ଼ିଶା। ଏନେଇ ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇଛି। ରାଜ୍ୟ ସରକାରଙ୍କ ସହ ଏକ ଏନ୍‌ଜିଓ ସହ ଚୁକ୍ତି ସ୍ବାକ୍ଷରିତ ହୋଇଛି। ୧୫ ବର୍ଷ ପାଇଁ MOU ହୋଇଛି। ତେଣୁ ଏହି ଆଧାରରେ ଢେଙ୍କାନାଳ ଆମ୍ବ ରପ୍ତାନୀ ହେବ। ଏହା ପୂର୍ବରୁ ଢେଙ୍କାନାଳ ଆମ୍ବ ଦୁବାଇ ପଠାଯାଇଥିଲା। ଦୁବାଇ

ଆମେ ଖାଉଥିବା ମେଡିସିନ୍ ଅସଲି ନା ନକଲି?: ମୁକେଶ ମହାଲିଙ୍ଗ

ମେଡିସିନ ନାଁରେ ଆପଣ ଖାଉନାହାନ୍ତି ତ ବିଷ? ଆପଣ ଖାଉଥିବା ମେଡିସିନ ଅସଲି ନା ନକଲି ? ଗତ ୩ବର୍ଷରେ ଓଡ଼ିଶାରେ ଚିହ୍ନଟ ହୋଇଛି ୮୪ଟି ନକଲି ମେଡିସିନ । ଆଜି ବିଧାନସଭାରେ ଏହି ସାଙ୍ଘାତିକ ତଥ୍ୟ ରଖିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ଗତ ତିନି ବର୍ଷରେ ୧୩ ହଜାର ୫୨ଟି ନମୁନା

ଡିଜି ଟ୍ୟାଗିଂ ପାଇଁ ଓଡ଼ିଶା କୃଷି ବିଭାଗକୁ ପୁରସ୍କୃତ କଲେ କେନ୍ଦ୍ର ସରକାର

ଡିଜି ଟ୍ୟାଗିଂ ପାଇଁ ସର୍ବ ଭାରତୀୟ ସ୍ତରରେ ଓଡ଼ିଶା ସରକାରଙ୍କ କୃଷି ବିଭାଗ ପୁରସ୍କୃତ ହୋଇଛି । ଲ୍ୟାଣ୍ଡ ରେକର୍ଡ ଓ କ୍ରପ୍ ପାଇଁ ଡିଜି ଟ୍ୟାଗିଂରେ ଭାରତ ସରକାର ଓଡ଼ିଶା ସରକାରଙ୍କ କୃଷି ବିଭାଗକୁ ପୁରସ୍କୃତ କରିଛନ୍ତି । ଡିଜିଟାଇଜେସନ କରିବା ଦ୍ୱାରା DBT ମାଧ୍ୟମରେ ଚାଷୀଙ୍କୁ ମିଳୁଥିବା

ବଢିଲା ସାଂସଦଙ୍କ ଦରମା ଭତ୍ତା

ବୃଦ୍ଧି ହେଲା ସାଂସଦମାନଙ୍କ ଦରମା । ଏବେ ସାଂସଦମାନେ ପ୍ରତି ମାସରେ ୧ ଲକ୍ଷ ୨୪ ହଜାର ଟଙ୍କା ଦରମା ପାଇବେ, ଯାହା ପୂର୍ବରୁ ୧ ଲକ୍ଷ ଟଙ୍କା ଥିଲା ଦରମା । ଏହା ବ୍ୟତୀତ ଦୈନିକ ଭତ୍ତା ମଧ୍ୟ ଦୁଇ ହଜାରରୁ ଅଢ଼େଇ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି । ପୂର୍ବତନ ସାଂସଦଙ୍କ ପେନସନ ମଧ୍ୟ ବୃଦ୍ଧି

ବିଦ୍ୟୁତ ଶୁଳ୍କ ଘୋଷଣା ନେଇ ଆସିଲା ବଡ୍‌ଅପ୍‌ଡେଟ୍‌

ସୋମବାର ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (OERC) ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ନୂତନ ବିଦ୍ୟୁତ ଶୁଳ୍କ ଘୋଷଣା କରିଛି। ଏହି ବିଦ୍ୟୁତ ଶୁଳ୍କକୁ ନେଇ ବଡ଼ ଖବର ଆସିଛି। ୨କିଲୋ ଓ୍ବାଟ୍‌ ପର୍ଯ୍ୟନ୍ତ ସ୍ମାଟ ମିଟର ଣେଣ୍ଟ ଛାଡ଼ କରାଯାଇଛି। ଡିଜିଟାଲ ପେମେଣ୍ଟରେ ୪ ପ୍ରତିଶତ ରିହାତି ବଳବତ୍ତର

ରାଜ୍ୟରେ ଡାକ୍ତର ଅଭାବ: ମନ୍ତ୍ରୀ

ରାଜ୍ୟର ସରକାରୀ ହସ୍ପିଟାଲରେ ନାହାନ୍ତି ଡାକ୍ତର । ୫ ହଜାର ୧୭୫ ଡାକ୍ତର ପଦବୀ ଖାଲି ପଡିଛି । ମେଡିକାଲ କଲେଜରେ ବି ନାହାନ୍ତି ଆବଶ୍ୟକୀୟ ଡାକ୍ତର । ବିଧାନସଭାରେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଉତ୍ତର ରଖିଛନ୍ତି ।

କଣ୍ଟିଲୋରେ ରାଷ୍ଟ୍ରପତି

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ନିର୍ଦ୍ଧାରିତ ସମୟରେ ବାୟୁସେନାର ସ୍ବତନ୍ତ୍ର ବିମାନରେ ଆସି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ବିମାନବନ୍ଦରରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା। ପରେ ସେଠାରୁ ବାୟୁସେନାର ଏକ ସ୍ବତନ୍ତ୍ର ବିମାନରେ ଆସି ନୟାଗଡ଼ ଜିଲା କଣ୍ଟିଲୋରେ ପହଞ୍ଚିଛନ୍ତି।

୫ ବର୍ଷରେ ଯାଇଛି ୧୫୯ ବାବୁଙ୍କ ଚାକିରି

୫ ବର୍ଷରେ ଚାକିରି ହରାଇଛନ୍ତି ୧୫୯ ଜଣ ସରକାରୀ ଅଧିକାରୀ । ଦୁର୍ନୀତି ଓ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚାକିରି ଯାଇଛି । ୧୨୦ ଜଣ ସରକାରୀ ଅଫିସର ଓ କର୍ମଚାରୀ ଚାକିରିରୁ ବରଖାସ୍ତ ଦେଇଛନ୍ତି । ୩୯ ଜଣଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ଜବତ ହୋଇଛି ୫୯