Odia News Portal
Browsing Tag

swadhikar news

ବିଜେପିକୁ ବିଜେଡିର ତେରଛା ବାଣ

ଡିଲିମିଟେସନକୁ ନେଇ ବିଜେପିକୁ ବିଜେଡିର ତେରଛା ବାଣ । କଟାକ୍ଷ କଲେ ବରିଷ୍ଠ ବଜେଡି ନେତା ଅମର ପଟ୍ଟନାୟକ । କହିଲେ ଓଡିଶାର କ୍ଷତି ହେବାକୁ ଯାଉଛି । ଜନସଂଖ୍ୟା ଆଧାରରେ ଡିଲିମିଟେସନ ହେଲେ ଅର୍ଥ କମିଶନରେ ଅର୍ଥ କମ୍ ମିଳିବ । ବିଜେପି ସରକାର ଚୁପ୍ ହୋଇ ବସିଛନ୍ତି । ପାର୍ଟି ଠୁ ବଡ

ତୁଟିବ କି ମହାନଦୀ ଜଳବିବାଦ ? ଚାଲିଲା ରାଜନୈତିକ ବୟାନବାଜି,ବିରୋଧୀଙ୍କୁ କଡା ଜବାବ ଦେଲେ ସରକାର

ଶନିବାର ବିଶ୍ବ ଜଳ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଥିଲେ ଟ୍ରିପଲ ଇଂଜିନ୍‌ ସରକାରରେ ଖୁବ୍‌ ଶୀଘ୍ର ମହାନଦୀ ସମସ୍ୟାର ହେବ ସମାଧାନ । ଏନେଇ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ସହ ସକାରାତ୍ମକ ଆଲୋଚନା ହୋଇଛି । କୋର୍ଟକୁ ବାଦ୍‌ ଦେଇ ଆମ ଟ୍ରିପଲ ଇଂଜିନ ସରକାର ଆପୋଷ ଆଲୋଚନା ମାଧ୍ୟମରେ

୨୭ ରେ ବିଧାନସଭା ଘେରିବେ କଂଗ୍ରେସ

୨୭ ତାରିଖରେ ବିଧାନସଭା ଘେରାଉ କରିବ କଂଗ୍ରେସ । ବଢୁଥିବା ନାରୀ ନିର୍ଯାତନାକୁ ନେଇ ରାଜରାସ୍ତାକୁ ଓହ୍ଲାଇବ ଦଳ । ନାରୀଙ୍କୁ ସୁରକ୍ଷା ଦେବାରେ ବ୍ୟାପକ ହେବ ଘେରାଉ । ଏନେଇ ବରିଷ୍ଠ କଂଗ୍ରେସ ନେତା ଦେବାଶଶିଷ ପଟ୍ଟନାୟକଙ୍କ ସୂଚନା ।

 ରାତିରେ କରୁଥିଲେ ଗୋରୁ ଚାଲାଣ,ଖସିଗଲେ ଗୋ-ମାଫିଆ

ପୋଲିସ ହାତରୁ ଖସିଗଲେ ଗୋରୁ ମାଫିଆ ,ରାତି ଅଧରେ ଅଭିନବ ଉପାୟରେ ହେଉଥିଲା ବେଆଇନ ଗୋରୁ ଚାଲାଣ। ଖବର ପାଇ ସେମାନଙ୍କୁ ଅଟକାଇଥିଲେ ସାଧାରଣ ଲୋକ। ପୋଲିସକୁ ଖବର ଦେଲେ। ଖବର ପାଇ ମଧ୍ୟ ବିଳମ୍ବରେ ପହଞ୍ଚିଲା ପୋଲିସ। କିନ୍ତୁ ପୋଲିସ ହାତରୁ ଖସିଗଲେ ଗୋରୁ ମାଫିଆ। ଆଠଗଡ଼ ଥାନା ଅନ୍ତର୍ଗତ

୩ ଘଣ୍ଟା ପାଇଁ ବର୍ଷା ଆଲର୍ଟ

 ଆଜି ରାଜଧାନୀରେ କୋହଲା ପାଗ ସହ ବର୍ଷା ହୋଇଛି । ୩ ଘଣ୍ଟା ପାଇଁ ପାଣିପାଗ ବିଭାଗ ବର୍ଷା ଆଲର୍ଟ ଜାରି କରିଛି । ସେହିପରି କେନ୍ଦୁଝର ,ସୁନ୍ଦରଗଡ, କେନ୍ଦ୍ରାପଡା, ମୟୁରଭଞ୍ଜ , କଟକକୁ ଅରେଞ୍ଜ ୱାଣ୍ଣିଂ ଜାରି କରାଯାଇଛି । ଅନୁଗୁଳ . ଖୋଦ୍ଧା , ଢେଙ୍କାନାଳ, ମାଲକାନଗିରି , ପୁରୀକୁ ୟେଲୋ

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଡ଼ ମହାସ୍ନାନ

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଡ଼ ମହାସ୍ନାନ । ପାଣିଆ ଆପଟ ସେବକ ପଡିଯିବାରୁ ହେଲା ମହାସ୍ନାନ । ସୂଚନା ଅନୁସାରେ, ପାଣି ନେବା ସମୟରେ ପଡିଗଲେ ପାଣିଆ ଆପଟ ସେବକ । ଫଳରେ ତାଙ୍କ ହାତରେ ଆଘାତ ଲାଗି ରକ୍ତସ୍ରାବ ହୋଇଥିଲା । ମନ୍ଦିର ଭିତରେ ରକ୍ତର ଛିଟା ପଡିବାରୁ ଶ୍ରୀଜିଉଙ୍କ

ନବ ଦାସ ହତ୍ୟା ମାମଲା, କ୍ରାଇମ୍‌ବ୍ରାଞ୍ଚ ଜେରା ବେଳେ ସାମ୍ନାକୁ ଆସିଲା ସାଂଘାତିକ ସତ

ନବ ଦାସ ହତ୍ୟା ମାମଲାରେ କ୍ରାଇମ୍‌ବ୍ରାଞ୍ଚ ତନାଘନା ଜାରି ରଖିଛି । କ୍ରାଇମ୍‌ବ୍ରାଞ୍ଚ ଜେରା ବେଳେ ସାମ୍ନାକୁ ଆସିଲା ସାଂଘାତିକ ସତ । ହସ୍ପିଟାଲ୍‌ରୁ କେମିତି ଗାଏବ ହେଲା ଇସିଜି ରିପୋର୍ଟ । ତା'କୁ ନେଇ ପ୍ରଶ୍ନ ଉଠିଛି । ଲଗାତାର ୪ ଦିନ ହେବ ଖୋଳତାଡ କରିଛି

କଳିଙ୍ଗନଗର ଟାଟାଷ୍ଟିଲରେ ଅଘଟଣ: ୮ ଜଣ ଆହତ

ଓଡ଼ିଶାର ଯାଜପୁର ଜିଲ୍ଲାରେ ଆଜି ଏକ ଇସ୍ପାତ କାରଖାନାରେ ଏକ ଦୁର୍ଘଟଣାରେ ଅତି କମରେ ଆଠ ଜଣ ଶ୍ରମିକ ଆହତ ହୋଇଛନ୍ତି। ଯାଜପୁରର କଳିଙ୍ଗ ନଗରରେ ଥିବା ଟାଟା ଷ୍ଟିଲ ପ୍ଲାଣ୍ଟର ଷ୍ଟିଲ ମେଲ୍ଟିଂ ଦୋକାନରେ ମଧ୍ୟାହ୍ନ ସମୟରେ ଏହି ଦୁର୍ଘଟଣା ଘଟିଥିଲା। ଶ୍ରମିକମାନେ ପ୍ଲାଣ୍ଟର ଷ୍ଟିଲ୍ ମେଲ୍ଟିଂ

ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଜଷ୍ଟିସ୍ ହରିଶ ଟଣ୍ଡନ

ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ହେଲେ ଜଷ୍ଟିସ୍ ହରିଶ ଟଣ୍ଡନ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜଷ୍ଟିସ୍ ଟଣ୍ଡନଙ୍କୁ ହାଇକୋର୍ଟ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ଦେଇଛନ୍ତି । ଏନେଇ ଆଇନ୍ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ବର୍ତ୍ତମାନ କଲିକତା ହାଇକୋର୍ଟର

ଆଜି ବି ଅଚଳ ବିଧାନସଭା, ଗୃହରେ ଘଣ୍ଟ-ପେଁକାଳୀ ବଜାଇଲେ କଂଗ୍ରେସ ବିଧାୟକ

ଗୃହ ଆରମ୍ଭରୁ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ । ବିଧାନସଭାରେ ବାଜିଲା ଘଣ୍ଟ, ପେଁକାଳୀ । କଳା ପୋଷାକରେ ଗୃହ ଭିତରେ ଘଣ୍ଟ ବାଡ଼େଇଲେ କଂଗ୍ରେସ ସଦସ୍ୟ । ଫଳରେ ଆଜି ପୁଣି ଅଚଳ ହୋଇଛି ବିଧାନସଭା । ନାରୀ ସୁରକ୍ଷା ପ୍ରସଙ୍ଗରେ ଗୃହରେ ଘଣ୍ଟ ବାଡ଼େଇ ପ୍ରତିବାଦ କରିଛନ୍ତି କଂଗ୍ରେସ ବିଧାୟକ । କଳା