ଆଇଏସ ବିଷ୍ଣୁପଦ ସେଠୀଙ୍କ ଭୋଗରାଇ ପୈତୃକ ବାସଭବନରେ ସିବିଆଇ ଚଢ଼ାଉ: ବ୍ରିଜ୍ ଆଣ୍ଡ ରୁଫ୍ କମ୍ପାନୀ ଲିଙ୍କ୍କୁ ନେଇ…
ଭୋଗରାଇର ସହୋରିଆ ପଞ୍ଚାୟତ ଅଧୀନ ନରସିଂହ ପୁର ଗାଁରେ ଆଜି ମଙ୍ଗଳବାର ସିବିଆଇର ୪ଜଣିଆ ଟିମ୍ ଆଇଏସ ବିଷ୍ଣୁପଦ ସେଠୀଙ୍କ ପୈତୃକ ବାସଭବନରେ ତନଖି କରିବା ସହ ଭୁବନେଶ୍ବର ସରକାରୀ ବାସଭବନ ଚଢ଼ାଉ କରିଥିବା ଖବର ମିଳିଛି । ଆଜି ସକାଳ ୬ଟା ୩୦ ମି ସମୟୂରେ ଏକ ୪ ଜଣିଆ ଟିମ ଆସି ନରସିଂହପୁର!-->…
