ସେୟାର ମାର୍କେଟ୍ରେ ଟ୍ରେଡିଂ ନାଁରେ କୋଟି କୋଟିର ଠକେଇ
ସେୟାର ମାର୍କେଟ ଟ୍ରେଡିଙ୍ଗ ନାଁରେ କୋଟି କୋଟି ଲୁଟ୍ । ଆସାମରୁ ଗିରଫ ହେଲେ ଟ୍ରେଡିଙ୍ଗ ଲୁଟେରା । ବଲାଙ୍ଗୀରର ଦେବୋଜିତ ତ୍ରିପାଠୀଙ୍କୁ ଗିରଫ କଲା ମାଲକାନଗିରି ପୁଲିସ । ଆସାମ ତେଜପୁରରୁ ଅଭିଯୁକ୍ତକୁ ଗିରଫ କରିଛି ମାଲକାନଗିରି ପୁଲିସ । ମାଲକାନଗିରିରେ ୩ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଲୁଟି!-->…
