ସତ କହୁଛି କିଏ ? ଇଞ୍ଜିନିୟର ସ୍ତ୍ରୀ ନା ଓଏଏସ୍ ସ୍ୱାମୀ, ଅର୍ଚ୍ଚନାଙ୍କ ବିରୋଧରେ ସାର୍ଥକଙ୍କ ପାଲଟା ଅଭିଯୋଗ
ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ବା OSDMAରେ ଡିଜିଏମ୍ ଭାବେ କାର୍ଯ୍ୟ କରୁଥିବା ଓଏଏସ୍ ଅଧିକାରୀ ସାର୍ଥକ ସୌରଭ ମହାପାତ୍ରଙ୍କ ନାଁରେ ତାଙ୍କ ପତ୍ନୀ ତଥା ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଭାବେ କାର୍ଯ୍ୟ କରୁଥିବା ଅର୍ଚ୍ଚନା ଦାଶ ବୁଧବାର…