ଭୁବନେଶ୍ବର ସହଦେବ ନାୟକ ହତ୍ୟାକାଣ୍ଡ : ଅଭିଯୁକ୍ତଙ୍କ ପୋଷାକରେ ଲାଗିଥିବା ରକ୍ତର ହେବ ଡିଏନଏ ଟେଷ୍ଟ
ଭୁବନେଶ୍ବର ରସୁଲଗଡ଼ ଓଭରବ୍ରିଜ ଉପରେ ସହଦେବ ନାୟକ ହତ୍ୟା ଘଟଣାରେ ସଂଗୃହିତ ରକ୍ତର ହେବ ଡିଏନଏ ଟେଷ୍ଟ । ଅଭିଯୁକ୍ତଙ୍କ ପୋଷାକରେ ଲାଗିଥିବା ରକ୍ତର ଡିଏନଏ ପରୀକ୍ଷା କରାଯିବ । ନମୁନାକୁ ରାଜ୍ୟ ଫରେନସିକ ଲ୍ୟାବକୁ ପଠାଯାଇଛି । ଘଟଣାସ୍ଥଳରୁ ମିଳିଥିବା ରକ୍ତ!-->…
