ମହାମାରୀ ଆଣିବ କି ହ୍ୟୁମାନ୍ ମେଟାନିମୋ ଭାଇରସ୍
୭ଜାନୁଆରୀ, ୨୦୨୫ରେ ବିଶ୍ବ ସ୍ବାସ୍ଥ୍ୟ ସ°ଗଠନ ତରଫରୁ hMPV ଏବଂ ମହାମାରୀର ଆଶଙ୍କାକୁ ନେଇ ଗୋଟିଏ ସ୍ପଷ୍ଟୀକରଣ ତଥା ରିପୋର୍ଟ ପ୍ରକାଶ ପାଇଛି। ଏଥିରେ ଉଲ୍ଲେଖ ରହିଛି ଯେ, ପ୍ରତିବର୍ଷ ଶୀତଋତୁରେ ପୃଥିବୀର ପ୍ରାୟ ପ୍ରତ୍ୟେକ ଦେଶରେ ଥଣ୍ଡା-ଛିଙ୍କ, ଜ୍ବର, କାଶ ଆକ୍ରାନ୍ତଙ୍କ ସ°ଖ୍ୟାରେ!-->…
