Odia News Portal
Browsing Tag

swadhikar news

ଚୀନରେ ହାହାକାର ଖେଳାଉଛି ଏଚଏମପିଭି । ୧୦ ଦିନରେ ୫ ଗୁଣା ବଢ଼ିଲାଣି ଆକ୍ରାନ୍ତଙ୍କ ସଂଖ୍ୟା

ଚୀନରେ ହାହାକାର ଖେଳାଉଛି ନୂଆ ଭାଇରସ୍ ଏଚଏମପିଭି । ସେଠାରେ ସ୍ଥିତି ଦିନକୁ ଦିନ ଖରାପ ହେବାରେ ଲାଗିଛି । ଗତ ୧୦ ଦିନରେ ଏଚଏମପିଭି ମାମଲା ୫୨୯% ବୃଦ୍ଧି ପାଇଛି । ଏହି ଭୂତାଣୁ ଯୋଗୁ ଚୀନରେ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି । ଆଣ୍ଟିଭାଇରାଲ୍ ଔଷଧର ଅଭାବ ସୃଷ୍ଟି ହୋଇଛି ।

ରାସ୍ତାରେ ମୁଣ୍ଡବିହୀନ ମୃତଦେହ

ରାଜଧାନୀ ଛାତି ଉପରେ ଘଟିଛି ଭୟଙ୍କର ଘଟଣା । ରାଜରାସ୍ତା ଉପରେ ପଡିଛି ମୁଣ୍ଡବିହୀନ ମୃତଦେହ । ରସୁଲଗଡ ନିକଟ ଓଭର ବ୍ରିଜ୍ ପାଖରେ ପଡିଛି ମୁଣ୍ଡବିହୀନ ମୃତଦେହ । ଶରୀରରେ ରହିଛି ଗଭୀର କ୍ଷତ ଓ ଆଘାତ । ଖଣ୍ଡାରେ ହାଣିଲା ପରି ଗଭୀର କ୍ଷତ ହାତ ଏବଂ ଶରୀରରେ ରହିଛି । ମୃତ ବ୍ୟକ୍ତି ଜଣଙ୍କର

ପ୍ରବାସୀ ଭାରତୀୟ ସମ୍ମେଳନ ଆରମ୍ଭ, କାଲି ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର ଜନତା ମଇଦାନରେ ଆଜି ଆରମ୍ଭ ହୋଇଛି ପ୍ରବାସୀ ଭାରତୀୟ ସମ୍ମେଳନ। ଦୁଇ କେନ୍ଦ୍ରମନ୍ତ୍ରୀ ଏସ୍. ଜୟଶଙ୍କର, ମନସୁଖ ମାଣ୍ଡଭିୟ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ଆରମ୍ଭ ହୋଇଛି ସମ୍ମେଳନ। ଆସନ୍ତାକାଲି ଆନୁଷ୍ଠାନିକ ଭାବେ ସମ୍ମେଳନକୁ ଉଦଘାଟନ କରିବେ

 ଆସୁଛନ୍ତି ପ୍ରବାସୀ

ଆସନ୍ତାକାଲିଠାରୁ ଭୁବନେଶ୍ବରରେ ପ୍ରବାସୀ ଭାରତୀୟଙ୍କ ମହାମେଳି ଅନୁଷ୍ଠିତ ହେବ । ଏହି କାର୍ୟ୍ୟକ୍ରମରେ ସାମିଲ ହେବେ ୭୦ ରାଷ୍ଟ୍ରରୁ ଆସିଥିବା ୪ ହଜାରରୁ ଅଧିକ ପ୍ରବାସୀ । ଏଥିପାଇଁ ଚଳଚଂଚଳ ରାଜଧାନୀ । ନବବଧୂ ଭଳି ସଜେଇ ହୋଇଛି ମନ୍ଦିର ମାଳିନୀ ଭୁବନେଶ୍ବର ସହର । କାନ୍ଥବାଡ଼ରେ ଓଡ଼ିଶା

୪ରୁ ୫ ଦିନରେ କ୍ଷତିପୂରଣ ବଣ୍ଟା ସରିବ – ମନ୍ତ୍ରୀ

ଚାଷୀଙ୍କୁ କ୍ଷତିପୂରଣ ମିଳିବା ଆରମ୍ଭ ହେଲାଣି । ୪ରୁ ୫ ଦିନ ରେ ସରିବ କହିଛନ୍ତି ରାଜସ୍ୱ ବିପଯ୍ୟୟ ପରିଚାଳନା  ମନ୍ତ୍ରୀ ସୁରେଶ ପୂଜାରୀ । ୧୪ ଜିଲ୍ଲାରେ କ୍ଷତି ହୋଇଛି । ୨ ଜିଲ୍ଲାରେ ଆଂଶିକ କ୍ଷତି ହୋଇଛି । ପୁରୀ ରେ ସର୍ୱାଧିକ କ୍ଷୟକ୍ଷତି ହୋଇଛି ।  ତା ପଛକୁ ଗଂଜାମ ଜିଲ୍ଲା ରହିଛି ।

ରାତି ୯ଟା ଯାଏଁ ଖୋଲା ରହିବ ରାଜ୍ୟ ସଂଗ୍ରହାଳୟ : ସୂର୍ଯ୍ୟବଂଶୀ ସୁରଜ

ପ୍ରବାସୀ ଭାରତୀୟ ଦିବସ ଉପଲକ୍ଷେ ରାତି ୯ଟା ଯାଏଁ ଖୋଲା ରହିବ ରାଜ୍ୟ ସଂଗ୍ରହାଳୟ । ଏ ନେଇ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ସୂଚନା ପ୍ରଦାନ କରିଛନ୍ତି । ମନ୍ତ୍ରୀ କହିଛନ୍ତି, ୧୨ ତାରିଖ ପର୍ଯ୍ୟନ୍ତ ରାତି ୯ଟା ଯାଏଁ ଖୋଲା ରହିବ ରାଜ୍ୟ ସଂଗ୍ରହାଳୟ । ସାଧାରଣ ଦିନରେ

ମମତା ବାନାର୍ଜୀଙ୍କୁ କଡ଼ା ଜବାବ ଦେଲେ ଜଙ୍ଗଲ ମନ୍ତ୍ରୀ ଗଣେଶରାମ ଖୁଣ୍ଟିଆ

ବାଘକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବୟାନ ଉପରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶରାମ ଖୁଣ୍ଟିଆ କଡ଼ା ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଓଡ଼ିଶାରୁ ଆଉ କିଛି ବାଘ ପଶ୍ଚିମବଙ୍ଗ ଯାଇନି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଯେମିତି ସମ୍ମାନ ଦେବେ, ସେମିତି ସମ୍ମାନ

ସାତ ମାସରେ  ୨ ଲକ୍ଷ ୪୦ ହଜାର କୋଟିର ପୁଞ୍ଜିନିବେଶ ହୋଇଛି: ଶିଳ୍ପ ମନ୍ତ୍ରୀ

ଓଡ଼ିଶାରେ ବିଜେପି ସରକାର ଆସିବାର ସାତ ମାସରେ ୨ ଲକ୍ଷ ୪୦ ହଜାର କୋଟିର ପୁଞ୍ଜିନିବେଶ ହୋଇଛି ଏବଂ ଲକ୍ଷେ ୮୧ ହଜାର ନିଯୁକ୍ତି ସୃଷ୍ଟି ହୋଇଛି ବୋଲି ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ କହିଛନ୍ତି। ଏହାଛଡ଼ା ନୂଆ ସରକାରରେ ୧୩୪ଟି ବଡ଼ ବଡ଼ ଶିଳ୍ପାନୁଷ୍ଠାନକୁ ଅନୁମତି ମିଳିଛି ବୋଲି ସେ

ରତ୍ନଭଣ୍ଡାରର କାନ୍ଥରୁ ଚୂନ ଛଡା କାମ ଶେଷ, ଖୁବଶୀଘ୍ର କେମିକାଲ ଟ୍ରିଟମେଣ୍ଟ

ରତ୍ନଭଣ୍ଡାର ମରାମତି ପ୍ରସଙ୍ଗ । ରତ୍ନଭଣ୍ଡାରର କାନ୍ଥରୁ ଚୂନ ଛଡାଯିବ କାର୍ଯ୍ୟ ଶେଷ ହୋଇଛି । ବୈଜ୍ଞାନିକ ପଦ୍ଧତିରେ କେମିକାଲ ଟ୍ରିଟମେଣ୍ଟ କରାଯିବ । ଏହା କାର୍ଯ୍ୟ ଶେଷ ପରେ ଖରାପ ହୋଇଯାଇଥିବା ପଥର ଗୁଡିକର ପରିବର୍ତ୍ତନ କରାଯିବ। ରତ୍ନଭଣ୍ଡାର କାନ୍ଥ ଏବଂ ଚଟାଣର ହେବ ମରାମତି।

HMPV  ଭାଇରସକୁ  ନେଇ ବୈଠକ । ଲୋକସେବା ଭବନରେ ଗରୁତ୍ବପୂର୍ଣ୍ଣ ବୈଠକ

ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଚାଲିଛି ବୈଠକ । ଏହି ବୈଠକରେ ସ୍ବାସ୍ଥ୍ୟ ସଚିବ ଏବଂ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ସାମିଲ ଅଛନ୍ତି। HMPV କୁ ନେଇ ସତର୍କ ରହିବାକୁ ପରାମର୍ଶ । ଭୟଭୀତ ନ ହେବା ପାଇଁ କହିଲେ