Odia News Portal
Browsing Tag

swadhikar news

କୋଣାର୍କରେ ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର, ବ୍ୟାଖ୍ୟାନ କେନ୍ଦ୍ର ବୁଲି ଦେଖିଲେ

ଗତକାଲି ଆଜି କୋଣାର୍କ ଇକୋ ରିଟ୍ରିଟ୍ରରେ ରାତ୍ରିଯାପନ କରିଥିଲେ ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର। ଆଜି ସକାଳେ କୋଣାର୍କ ବ୍ୟାଖ୍ୟାନ କେନ୍ଦ୍ର ବୁଲି ଦେଖିଛନ୍ତି। ସେ ସୂର୍ଯ୍ୟମନ୍ଦିର ପରିଦର୍ଶନ ପରେ ପୁରୀ ଗସ୍ତରେ ଯିବେ ବୋଲି ଜଣାଯାଇଛି। କେନ୍ଦ୍ର ମନ୍ତ୍ରୀଙ୍କ କୋଣାର୍କ ଗ୍ରସ୍ତକୁ ନେଇ

ଠକ ହଂସିତା ଅଭିଲିପ୍ସାଙ୍କ ଘରେ IT ରେଡ୍‌

ବଣ୍ଟି-ବବଲିଙ୍କ ଘରେ ଆୟକର ବିଭାଗ । ଠକ ହଂସିତା ଅଭିଲିପ୍ସାଙ୍କ ଘରେ ଆୟକର ଟିମ୍‌ର ଚଢାଉ । ଭୁବନେଶ୍ବର ସମେତ ୧୨ଟି ସ୍ଥାନରେ ଏକକାଳୀନ ରେଡ୍ ଚାଲିଛି । ହଂସିତାଙ୍କ ଘର, ଅଫିସରେ ଚଢ଼ାଉ କରିଛି ଇନକମ୍ ଟ୍ୟାକ୍ସ ବିଭାଗ । ଆକାଉଣ୍ଟ ଟ୍ରାଞ୍ଜାକ୍ସନର ଖୋଳତାଡ଼ କରୁଛି ଇନକମ୍‌ ଟ୍ୟାକ୍ସ ବିଭାଗ

ବିମାନ ବନ୍ଦରରୁ ୯ କୋଟିର ଗଞ୍ଜେଇ ଜବତ, ବନ୍ଧା ହେଲେ ମହିଳା

ବିମାନ ବନ୍ଦରର ସୁରକ୍ଷା ବଳୟ ଡେଇଁ ବିପୁଳ ପରିମାଣର ଗଞ୍ଜେଇ ଚାଲାଣ କରୁଥିଲେ ମହିଳା। ମାତ୍ର ହଠାତ୍‌ ଧରିଦେଲେ କଷ୍ଟମ ବିଭାଗ ଅଧିକାରୀ। ଆଉ ମହିଳାଙ୍କ ନିକଟରୁ ଛୋଟ ଛୋଟ ପ୍ୟାକେଟରେ ଜବତ ହେଲା ପୁଳା ପୁଳା ଗଞ୍ଜେଇ । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୯ କୋଟିରୁ ଅଧିକ ଟଙ୍କା ହେବ ବୋଲି

ପୁରୀକୁ ଗଡ଼ିଲା ଡବଲ୍‌ ଡେକର୍‌

ଦୁଇ ମହଲା ବସ୍‌ରେ ଶ୍ରୀକ୍ଷେତ୍ର ଭ୍ରମଣରେ ଆସିବେ ପର୍ଯ୍ୟଟକ। ବସ୍‌ ଛାତ ଉପରେ ସେଣ୍ଟ୍ରାଲ ଏସିର ମଜା ନେବା ସହ ଝରକା ନିକଟରୁ ପ୍ରକୃତିର ରୂପ ସଂଦର୍ଶନ କରିବାର ନିଆରା ଅନୁଭବ ନେବେ। ଡବଲ୍‌ ଡେକର୍‌ ବସ୍‌ ଆଣିଦେବ ଏହି ସୁଯୋଗ। ରାଜ୍ୟ ସରକାର ପର୍ଯ୍ୟଟକଙ୍କୁ ନିଆରା ଅନୁଭବ ଭେଟି ଦେବା

ରେଳ ମଣ୍ଡଳ ବିଲ୍ଡିଂର ହେଲା ଶିଳାନ୍ୟାସ

ପ୍ରତୀକ୍ଷାର ଅନ୍ତ ଘଟିଲା । ଆଜି ପଡିବ ରାୟଗଡ଼ା ରେଳ ମଣ୍ଡଳର ଶୁଭ । ଭିଡିଓ କନଫରେନସିଂରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାୟଗଡା ରେଳ ମଣ୍ଡଳର ଭୂମି ପୂଜନ କରିବେ । ଏଥିପାଇଁ ବ୍ୟାପକ ପ୍ରସ୍ତୁତି ହୋଇଛି । ରାୟଗଡା ସ୍ଥିତ ରେଳବାଇ ପଡିଆରେ ବିରାଟ ଆୟୋଜନ ହୋଇଛି । ରେଳ ରାଷ୍ଟ୍ରମନ୍ତ୍ରୀ

ମାଓ ହମଲା : ୯ ସହିଦ

 ଛତିଶଗଡ ବିଜାପୁରରେ  ବଡ ମାଓ ହମଲା ହୋଇଛି  ା  ମାଓ ହମଲାରେ ୯ ଜଣ ଯବାନ ସହିଦ ହୋଇଛନ୍ତି । ଆଇଇଡିବିସ୍ଫୋରଣରେ  ଉଡିଲା ଯବାନଙ୍କ ଭ୍ୟାନ । କୁଟରୁ ବେଦ୍ରେ ସଡକରେ ଆଇଇଡି ବିସ୍ଫୋରଣ ହୋଇଛି । ଏହି ବିସ୍ଫୋରଣରେ ୯ ଜଣ ଯବାନ ସହିଦ ହୋଇଛନ୍ତି । ତା ସହିତ ବ୍ୟାପକ କ୍ଷୟକ୍ଷତି ହୋଇଛି ।

ଦର ବୃଦ୍ଧି ପ୍ରସଙ୍ଗରେ ମୋହନ ସରକାରଙ୍କୁ ନବୀନଙ୍କ ଟାର୍ଗେଟ୍

ରାଜଧାନୀ ରାଜରାସ୍ତାରେ ବିଜେଡି ସୁପ୍ରିମୋଙ୍କ ରଣହୁଙ୍କାର । ବିଭିନ୍ନ ସାମଗ୍ରୀର ଅହେତୁକ ଦରଦାମ୍‌ ବୃଦ୍ଧି ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇଛି ବିଜେଡି । ଭୁବନେଶ୍ବର ଗାନ୍ଧୀ ମାର୍ଗରେ ଦଳ କରୁଛି ବିଶାଳ ବିକ୍ଷୋଭ । ରାଜ୍ୟର ସମସ୍ତ ନିର୍ବାଚନ ମଣ୍ଡଳୀରୁ ନେତା ନିଜ ନିଜ କର୍ମୀଙ୍କୁ ଧରି

ଆଜିଠୁ ସାତକୋଶିଆରେ କୁମ୍ଭୀର ଗଣନା ଆରମ୍ଭ; ପର୍ଯ୍ୟଟକଙ୍କୁ ନୋ ଏଣ୍ଟ୍ରି

ଆଜିଠାରୁ ଅନୁଗୁଳ ଜିଲ୍ଲା ସାତକୋଶିଆରେ ଆରମ୍ଭ ହେଉଛି କୁମ୍ଭୀର ଗଣନା । ଏଥିପାଇଁ ପର୍ଯ୍ୟଟକଙ୍କୁ ସାତକୋଶିଆ ବାରଣ। କୁମ୍ଭୀର ଗଣନା ପାଇଁ ଆଜିଠୁ ଆସନ୍ତା ୯ ତାରିଖ ସକାଳ ପର୍ଯ୍ୟନ୍ତ ମହାନଦୀରେ ବୋଟିଂ ବନ୍ଦ ରହିବ ବୋଲି ସୂଚନା ଦେଇଛନ୍ତି ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ।

ଆଳୁ ଦର ବୃଦ୍ଧି ପ୍ରସଙ୍ଗ : ପୂର୍ବ ସରକାରକୁ ଦୋଷ ଦେଲେ ଯୋଗାଣ ମନ୍ତ୍ରୀ

ପୁଣି ଆଳୁ ଦର ବୃଦ୍ଧି ଲାଗି ପୂର୍ବ ସରକାରକୁ ଦୋଷ ଦେଲେ ଯୋଗାଣ ମନ୍ତ୍ରୀ... କହିଲେ ଆଳୁ ଦର ବୃଦ୍ଧି ଏବେ ହେଲା ନାହିଁ, ୨୪ ବର୍ଷ ଭିତରେ ଏମାନେ କିଛି କଲେ ନାହିଁ, ନ କରିବା କାରଣରୁ ଏହି ଫଳ କେବଳ କଥା କହିବା ପାଇଁ ପୂର୍ବ ସରକାର ରହିଥିଲେ କାମ ନଥିଲା ,

କାୟା ମେଲାଉଛି HMPV ଭାଇରସ୍‌, ଭାରତରେ ଚିହ୍ନଟ ହେଲା ପ୍ରଥମ କେସ୍‌

କୋଭିଡ-୧୯ ମହାମାରୀ ପରେ ଏବେ HMPV ଭାଇରାସକୁ ନେଇ ସାରା ବିଶ୍ୱରେ ପଶିଛି ଛନକା। ଚୀନ୍‌ରେ ଏହି ଜୀବାଣୁ କାୟା ମେଳାଇବାରେ ଲାଗିଛି। ଏବେ ଭାରତରେ ମଧ୍ୟ ଏହି ଭାଇରାସ ଏଣ୍ଟ୍ରି ମାରିଛି। ଚିହ୍ନଟ ହୋଇଛି ପ୍ରଥମ ସଂକ୍ରମିତ। ବେଙ୍ଗାଲୁରୁର ଏକ ହସ୍ପିଟାଲରେ ୮ ମାସର ଛୁଆ ଦେହରେ HMPV ଜୀବାଣୁ