ଏସସିବିରେ ମନୋଜ ଆହୁଜା ; ସାଙ୍ଗରେ ଅଛନ୍ତି ସ୍ବାସ୍ଥ୍ୟ ସଚିବ
କଟକ ବଡ଼ ଡାକ୍ତରଖାନାରେ ମୁଖ୍ୟ ଶାସନ ସଚିବ । ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଏସସିବି ମେଡିକାଲ ପହଞ୍ଚିଛନ୍ତି । ତାଙ୍କ ସହ ଅଛନ୍ତି ସ୍ବାସ୍ଥ୍ୟ ସଚିଵ ଆଶ୍ବସ୍ଥି ଏସ୍ । କଟକ ଵଡ ମେଡିକାଲର ଭିତ୍ତିଭୂମି ସମୀକ୍ଷା କରୁଛନ୍ତି ମୁଖ୍ୟ ଶାସନ ସଚିବ । ଏଥିସହ ଵଡ ମେଡିକାଲ ସମ୍ପ୍ରସାରଣ କାମର!-->…
